ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ଯୁବତୀଙ୍କ ଜାଲରୁ ଏମିତି ବଞ୍ଚିଗଲେ ଯୁବକ, ଦେଖନ୍ତୁ କଣ ଅଟେ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଇବର କ୍ର-ଆଇମ ଦିନକୁ ଦିନ ବହୁତ ମାତ୍ରାରେ ବଢିବାରେ ଲାଗିଛି । ଲୋକଙ୍କୁ ବୋକା ବନାଇ ଟଙ୍କା ସବୁ ଲୁ-ଉଟିକି ଫେରାର ମ-ଆରୁଛନ୍ତି ସାଇବର ଠକ । ତେବେ ଯେଉଁ ମାନେ ଏହି ସାଇବର ଜାଲରେ ଫସି ଯାଇ ମୁକୁଳିବାର ବାଟ ହରାଇ ଦେଉଛନ୍ତି । ତେବେ ସେମାନେ ଏହାର ବିପଦଜନକ ଭାବରେ ଶିକାର ହୋଇଯାଉଛନ୍ତି । ହଁ ବନ୍ଧୁଗଣ ହଟାତ ଫୋନକୁ ଏକ କଲ ଆସିଥିଲା ।

ତେବେ ଜଣେ ବ୍ୟକ୍ତି ନିଜ ଫୋନକୁ ଏକ ଭିଡିଓ କଲ ଆସିବାର ଦେଖି କଲକୁ ରିଷିଭ ମଧ୍ୟ ବ୍ୟକ୍ତି ଜଣଙ୍କ କରିଦେଇଥିଲେ । ତାପରେ ଭିଡିଓ କଲ ରିସିଭ କରିସାରିଲା ପରେ ଫୋନ ସେପଟେ ଏକ ସୁନ୍ଦରୀ ଯୁବତୀଙ୍କୁ ବ୍ୟକ୍ତି ଜଣଙ୍କ ଦେଖିଥିଲେ । ତାପରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ବାର୍ତ୍ତାଳାପ ଚାଲିଥିଲା ।

ତାପରେ ହଟାତ ସୁନ୍ଦରୀ ଯୁବତୀ ଜଣଙ୍କ ବ୍ୟକ୍ତି ଜଣଙ୍କୁ ନିଜ ସୁନ୍ଦରତା ମୋହରେ ପକାଇ ତାଙ୍କୁ ମିଠା ମିଠା କହିବାକୁ ଆରମ୍ଭ କରିଦେଇଥିଲେ । ତାପରେ ସୁନ୍ଦରୀ ଯୁବତୀ ବ୍ୟକ୍ତି ଜଣଙ୍କୁ ବାଥରୁମ୍ କୁ ଯିବା ପାଇଁ କହିଥିଲେ । ବ୍ୟକ୍ତି ଜଣଙ୍କ ମଧ୍ୟ ବାଥରୁମକୁ ଚାଲି ଯାଇଥିଲେ । ତାପରେ ଭିଡିଓ କଲରେ ଥିବା ଯୁବତୀ ଜଣଙ୍କ ସଙ୍ଗେ ସଙ୍ଗେ ନିଜ ଶରୀରରେ ଥିବା ପୋଷାକ କାଢି ଦେଇ ଉଲ-ଗନ ହୋଇଯାଇଥିଲେ ।

ତାପରେ ଭିଡିଓ କଲ ରିସିଭ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଉଲ-ଗନ ହେବା ପାଇଁ କହିଥିଲେ । ତାପରେ ଯେତେବେଳେ ଯୁବକ ଜଣଙ୍କ ଉଲ-ଗନ ହୋଇଯାଇଥିଲେ । ସେଠାରେ ଯୁବତୀ ଜଣଙ୍କ ଚାଲ ଅନୁସାରେ ସଂପୂର୍ଣ୍ଣ ଭିଡିଓ ସୁଟ ମଧ୍ୟ କରିଦେଇଥିଲେ । ତାପରେ ମେସେଜ କରି ଯୁବକ ଜଣଙ୍କୁ ଧମକାଇ କହିଥିଲେ । ଦିଲିଟ ନା ଅପ୍ଲୋଡ କୁହ ।

ତାପରେ ଏହି ଧମକରେ ଡରି ନଯାଇ ଯୁବକ ଜଣଙ୍କ ନିଜର ବୁଦ୍ଧିମତ୍ତା ବଳରେ କହିଲେ। ତୁମର ୨ ଟି ନମ୍ବରକୁ ସାଇବର ଟିମ ହାତରେ ଦେଇଦେବି । ତାପରେ ଯୁବକ ମଧ୍ୟ ସବୁ ଭିଡିଓକୁ ସମସ୍ତଙ୍କ ସହିତ ଶେୟାର କରିବାର ଯୁବତୀ ଜଣଙ୍କୁ ଧମକ ଦେଇଥିଲେ । ତେବେ କିଏ ସେହି ସୁନ୍ଦରୀ ଯୁବତୀ ତାହା ତ କେହି ମଧ୍ୟ ଜାଣିମହାନ୍ତି ।

ତେବେ ଏଠାରେ ସାଇବର ବିଶେଷଙ୍ଗ୍ୟ ପକ୍ଷରୁ ସମସ୍ତଙ୍କୁ ସୂଚନା ଦିଆହୋଇଛି । ଏହା କି ଯେ ଯଦି ବ୍ୟକ୍ତି ଟିକେ ମାତ୍ର ଅସାବଧାନତା ହୋଇ କିଛି ଭୁଲ କାମ କରିଦେବ । ତେବେ ନିହାତି ଭାବରେ ଠକାମୀର ଶିକାର କେହି ମଧ୍ୟ ହୋଇଯିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *