‘ଏଭଳି ଅଭଦ୍ର ଝିଅକୁ ଖାଲି ପିମ୍ପୁଡି ଲଗା ଚିନି ଅଖା ପିନ୍ଧେଇ ବିଚ ବଜାର ଉପରେ…’ ନିଶା ମହାରଣା ଉପରେ ରାଗରେ ଗର୍ଜିଲେ ସମାଜସେବୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏଭଳି ଝିଅଙ୍କୁ ପିମ୍ପୁଡି ଲାଗିଥିବା ଅଖା ପିନ୍ଧାଇବା ଦରକାର । ହଁ ବନ୍ଧୁଗଣ ଏପରି କିଛି କଟୁପୂର୍ଣ୍ଣ ମନ୍ତବ୍ୟ ସମାଜସେବୀ ପ୍ରଭାବତୀ ପଟ୍ଟନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ସମାଜସେବୀଙ୍କ କହିବା ଅନୁସାରେ ନାରୀ ମାନେ ହେଉଛନ୍ତି ଦୁଇ କୁଳର ହିତା । ସେମାନେ ଘରେ ଥିଲା ବେଳେ ନିଜ ବାପ ଘର ପରିବାରର ଓ ବାହା ହୋଇ ସାରିଲା ପରେ ଶାଶୁଘର ପରିବାରର ଇଜ୍ଜତ ସମ୍ମାନ ରଖିଥାଏ ।

ତେବେ ନିଶା ମହାରଣାଙ୍କର ଏପରି ଅସଭ୍ୟ ପୋଷାକ ପରିଧାନ ଓ ତାଙ୍କର ଆଚରଣକୁ ଦେଖି ଏହା ଝିଅ ଜାତି ପାଇଁ କଳହ ବୋଲି ସମାଜସେବୀ ପ୍ରଭାବତୀ ପଟ୍ଟନାୟକଙ୍କର ମତ ରହୁଛି । ସେ ଏପରି ଝିଅ ମାନଙ୍କୁ ନଡିଆ ଗଛରେ ବାନ୍ଧି ଶାଙ୍କୁଚ ବାଡିରେ ପିଟି ପିଟି ମାରିବା ଏମାନଙ୍କୁ ଦରକାର ପଡୁଛି । ଏହିପରି ଭାବରେ ସେ ଝିଅଙ୍କୁ ଦଣ୍ଡ ମିଳିବା ଦ୍ଵାରା ସେ ଝିଅ ଭୁଲରେ ଆଉ ନିଜ ଶରୀରରୁ ପୋଷାକ କାଢିବନି ।

ନିଜର ଅଙ୍ଗ ସମସ୍ତଙ୍କୁ ଏପରି ଖୋଲାଖୋଲି ଦେଖେଇବ ନାହିଁ । ଝିଅଙ୍କର ନିଜର ଇଜ୍ଜତ ବୋଲି କିଛି ରହିଥାଏ । ତେବେ ଏଭଳି ଅସଭ୍ୟ ପୋଷାକପିନ୍ଧି ନିଜର ଇଜ୍ଜତକୁ ସମସ୍ତଙ୍କ ସାମ୍ନାରେ ପକାଉଛୁ । ଯେଉଁ ମାନଙ୍କର ନିଜର ଇଜ୍ଜତ ବୋଲି କିଛି ରହିଥାଏ । ସେ ଏପରି ନିଜକୁ କେବେବି କରିବେ ନାହିଁ ।

ସମାଜସେବୀଙ୍କର କହିବା ମୁତାବକ ଏ ଝିଅଙ୍କୁ ଲାଜ ସରମ ବୋଲି କିଛି ନାହିଁ । ସଂପୂର୍ଣ୍ଣ ନିର୍ଲଜ ଧରଣର ଏହି ଝିଅ । ତାଙ୍କର କହିବା ଅନୁସାରେ ଯଦି ସେ ଏହି ଝିଅକୁ ସାମ୍ନାରେ ପାଇବେ । ତେବେ ଏପରି ଝିଅକୁ ସୁଧାରିବା ପାଇଁ ଉପଯୁକ୍ତ ଦଣ୍ଡ ଦେବା ହିଁ ଉଚିତ । ନଚେତ ଏହି ଝିଅ ଖରାପ ହେବା ସତ୍ବେ ସମଗ୍ର ନାରୀ ଜାତୀ ପାଇଂ କଳଙ୍କ ସୃଷ୍ଟି କରୁଛି । ସମାଜସେବୀଙ୍କର କହିବା ମୁତବକ ଗଣମାଧ୍ୟମର କିଛି ଭୁଲ ନାହିଁ ।

କାରଣ ସୋସିଆଲ ମିଡିଆରେ ଅନେକ ଦିନ କିଛି ନା କିଛି ଭାଇରାଲ ହେଉଛି । ଯେଉଁ ମାନେ ନିଜର ଖରାପ ଟିପ୍ପଣୀ ବା ନିଜର ଅସଭ୍ୟ ପୋଷାକରେ ନିଜକୁ ସୋସିଆଲ ମିଡିଆରେ ରଖି ଭାଇରାଲ ହେଉଛନ୍ତି । ସେମାନଙ୍କର ହିଁ ଭୁଲ ରହୁଛି । ସମାଜସେବୀ ପ୍ରଭାବତୀ ପଟ୍ଟନାୟକଙ୍କ କହିବା ଅନୁସାରେ ଝିଅ ମାନେ ସଂସ୍କାରୀ ହେବା ଉଚିତ ।

ଘରର ଶୃଙ୍ଖଳିତ ନିୟମରେ ରହି ସର୍ବଦା ନିଜର ଇଜ୍ଜତକୁ ନିଜେ ବଞ୍ଚି ରଖିବା ଦରକାର ହୋଇଥାଏ । ଯେଉଁ ଝିଅ ମାନେ ଏପରି ଭାବେ ବ୍ରିଶୃଙ୍ଖଳା ଆଚରଣ କରୁଛନ୍ତି । ଏପରି ଝିଅଙ୍କୁ ତାଲା ଦେଇ ଘରେ କିଛି ଦିନ ରଖି ଖାଇବାକୁ ଦିଅନ୍ତୁ । ବାହାରକୁ ଛାଡନ୍ତୁ ନାହିଁ । ନଚେତ ସଭ୍ୟ ସମାଜର ଜନ ଜୀବନକୁ ନଷ୍ଟ କରିଦେବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *