PCB କୁ ଟାର୍ଗେଟ କରି Surya Kumar ଙ୍କ ପ୍ରଶଂସା କାଲେ ପାକିସ୍ତାନ କ୍ରିକେଟର Salman Butt, ଆଉ ଯାହା କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଲମାନ ବଟ୍ କଲେ ସୂର୍ଯ୍ୟକୁମାରଙ୍କର ପ୍ରସଂଶା । ସୂର୍ଯ୍ୟ କୁମାରଙ୍କ ବାହାନାରେ ପିସିବି ଉପରେ କଲେ ଟାର୍ଗେଟ । ହଁ ବନ୍ଧୁଗଣ କ୍ରିକେଟ ଏକ ଏପରି ଖେଳ ଯାହା ପାଇଁ ଛୁଆ ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ମଧ୍ୟରେ ଖେଳ ଦେଖିବା ପାଇଁ ଆଗ୍ରହ ଦେଖାଯାଇଥାଏ । ତେବେ ଖେଳାଳୀ ମାନେ ବେଳେ ବେଳେ ଏପରି ନିଜର ଖେଳର ଜଲ୍ବା ଦେଖାଇଥାନ୍ତି ।

ତାଙ୍କ ନାମରେ ସବୁଆଡେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥାଏ । ଶନିବାର ଦିନ ରାଜକୋଟରେ ଖେଳାଜାଇଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ T-20 ମ୍ଯାଚ ଚାଲିଥିଲା । ତେବେ ସେହି ମ୍ଯାଚରେ ସମସ୍ତ କ୍ରିକେଟର ନିଜ ନିଜର ଖେଳର ଜଲ୍ବା ଦେଖାଇଥିଲେ । ତେବେ ସେହି T- 20 ମ୍ଯାଚରେ ସୂର୍ଯ୍ୟକୁମାର ଯାଦଭଙ୍କର ଏପରି ଅଲଗା ପ୍ରକାରର ବ୍ୟାଟିଂ ଦେଖି ସମସ୍ତ କ୍ରିକେଟ ପ୍ରେମୀଙ୍କର ଲୋମ ଟାଙ୍କୁରୀ ହୋଇଯାଇଥିଲା ।

ଭାରତ ପୁଣି ଥରେ ୯୧ ରନର ସଫଳତା ହାସଲ କରି ସିରିଜକୁ କାବୁ କରିଥିଲା । ଭାରତୀୟ ଦଳର ଏପରି ଖେଳ କ୍ରିକେଟ ପ୍ରେମୀଙ୍କୁ ବହୁତ ହିଁ ଭଲ ଲାଗିଥିଲା । ଏହା ସହିତ ଏହି କ୍ରିକେଟ ମ୍ଯାଚରେ ହିରୋ ବନିଯାଇଥିଲେ ତୋଫାନୀ ବ୍ୟାଟ୍ସମ୍ୟାନ ସୁର୍ଜ୍ୟକୁମାର ଯାଦଭ ଥିଲେ । ସେ ୯୧ ବଲରେ ୭ ଟି ଚଉକା ଓ ୯ ଟି ଛକା ମାରିଥିଲେ । ୧୨ ରନ ସ୍କୋର କରିପାରିଥିଲେ ।

ଏହି କ୍ରିକେଟ ମ୍ଯାଚର ଇନିଙ୍ଗସରେ ବିଶ୍ଵବାସୀ ମାନେ ତଥା କ୍ରିକେଟ ପ୍ରେମୀ ମାନେ ଚମତ୍କାରୀ ବ୍ୟାଟ୍ସମ୍ୟାନ ଧମକାଡାର ଖେଳ ପଦର୍ଶନ ଦେଖି ତାଙ୍କୁ ଅଭିବାଦନ ଜଣାଇଥିଲେ । ତେବେ ପ୍ରସଙ୍ଗକୁ ନେଇ ପାକିସ୍ତାନର ପୂର୍ବବତନ କ୍ରିକେଟର ସଲମାନ ବଟ୍ସଙ୍କର ଏକ ମନ୍ତବ୍ୟ ଜାଣିବାକୁ ମିଳିଥିଲା । ଯଦି ସୂର୍ଯ୍ୟ କୁମାର ପାକିସ୍ତାନରେ ଥାନ୍ତେ । ତେବେ ତାଙ୍କୁ ଏହି ପଲିଶିର ଶିକାର ହେବା ପାଇଁ ପଡିଥାନ୍ତା । ସଲମାନ ବଟ୍ସ ସୂର୍ଯ୍ୟ କୁମାରଙ୍କୁ ତାଙ୍କ ଖେଳ ପାଇଁ ପ୍ରଶଂଷା କରିଥିଲେ ।

ଏହା ସହିତ ପୂର୍ବତନ PCB ଅଧ୍ୟକ୍ଷ ରମେଶଙ୍କୁ ମଧ୍ୟ ଟାର୍ଗେଟ କରି କରିଛନ୍ତି । ସେ ୟୁଟୁବ ତାଙ୍କ ଚାନେଲରେ କହିଛନ୍ତି । ସେ ୩୦ ବର୍ଷ ଅତିକ୍ରମ କରି ଆନ୍ତର୍ଜାତୀୟ କ୍ରିକେଟ ଟିମକୁ ଆସିଛନ୍ତି । ତେବେ ସଲମାନ ବଟ୍ସ ଭାବିଲେ ଯେ ସେ ଭାଗ୍ୟମାନ କାରଣ ସେ ଭାରତୀୟ ଅଟନ୍ତି । ଯଦି ସେ ପାକିସ୍ତାନରେ ଥାନ୍ତେ ତେବେ ସେ ୩୦ ରୁ ଅଧିକ ଥିବା ପଲିଶିର ଶିକାର ହୋଇଥାନ୍ତେ ।

କାରଣ ତାଙ୍କ କହିବା ଅନୁସାରେ PCB ଅଧକ୍ଷ ରମେଶ ୩୦ ରୁ ଅଧିକ ଥିବା ଖେଳାଳୀଙ୍କୁ ସୁଯୋଗ ଦେଇନଥିଲେ । ତେବେ ସଲମାନ ବଟ୍ସ ବ୍ୟାଟ୍ସ ମ୍ୟାନ ସୂର୍ଯ୍ୟ କୁମାରଙ୍କର ଖେଳକୁ ବହୁତ ହିଁ ପସନ୍ଦ କରନ୍ତି । କାରଣ ତାଙ୍କର ଏହି ଯେଉଁ ରେକର୍ଡ ହେଇଛି ତାହାକୁ କୌଣସି ଖେଳାଳୀ ପୁନରବର୍ତ୍ତୀ କରିପାରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *