ଜଙ୍ଗଲରେ ଏବେ ଏକା ଏକା ଲୋମସ କନ୍ୟା ! ନିରବ ହେଇଗଲେ ଡାକ୍ତର, ଛାଡି ଚାଲିଗଲେ ବାପା ମା’, ଯାହାଙ୍କ ଦୁଃଖ କାହାଣୀ ଆପଣଙ୍କୁ କନ୍ଦେଇ ଦେବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୋମସ କନ୍ୟାଙ୍କୁ ନେଇ ଏବେ ସବୁଆଡେ ଚର୍ଚା ! ତେବେ ସାଧାରଣ ଜଣେ ଝିଅ ହୋଇ ମଧ୍ୟ ତାଙ୍କ ଶରୀରରେ ଅସ୍ବାଭାବିକ ଭାବେ ଶରୀରର ଲୋମ ସବୁବଢିଯିବା କଥା ସମସ୍ତଙ୍କୁ ଆଶ୍ଚଜ୍ୟ ଚକିତ କରୁଛି । ତେବେ ବୌଦ୍ଧ ଜିଲ୍ଲାର ଏକ ଗ୍ରାମରେ ରେବତୀ ନାମକ ଝିଅ ଯାହାର କି ଶରୀରର ସାରା ବହୁ ଗୁଡିଏ ଲୋମରେ ଢାଙ୍କି ହୋଇଛି । ସେଥିପାଇଁ ତାଙ୍କୁ ଲୋମସ କନ୍ୟାର ଆକ୍ଷା ଦିଆଯାଇଛି ।

ତେବେ ଗତ କିଛି ଦିନ ତଳେ ଏହି ଲୋମସ କନ୍ୟାର କଥା ସବୁ ଗଣ ମାଧ୍ୟମରେ ପଚାର ପ୍ରସାର ପରେ ଡାକ୍ତରୀ ଟିମ ଯାଇ ଲୋମସ କନ୍ୟାଙ୍କ ଘରେ ପହଞ୍ଚିଥିଲେ । ତେବେ ସେହି ମହିଳାଙ୍କୁ କିପରି ଠିକ କରି ସାଧାରଣ ଝିଅଟି ପରି ଶରୀର ଓ ଚେହେରାକୁ ଠିକ କରାଯିବ ବୋଲି ଡାକ୍ତର ମଧ୍ୟ ଏକ ଚାଲେଞ୍ଜ ପରି ଚିକିତ୍ସା ପାଇଁ କଥା ଦେଇଥିଲେ । କଟକର ବଡ ମେଡିକାଲର କର୍ତ୍ତୁପକ୍ଷଙ୍କ ତତ୍ବାବଧାନରେ ଡାକ୍ତରୀ ଚିକିତ୍ସାର ସବୁ ଖର୍ଚ ସରକାର ବୁଝିବେ ବୋଲି କଥା ହୋଇଥିଲା ।

ତେବେ କିଛି ଦିନ ପରେ ସବୁ କଥା କେବଳ କଥାରେ ରହିଗଲା । ତାପରେ ବାପା ଓ ମାଆ ଚାଲିଯିବା ପରେ ଲୋମଶ କନ୍ୟା ପୁଣି ଠାରେ ନିରାଶାୟୀ ହୋଇପଡିଲେ । ତେବେ ବାପା ମାଆ ଚାଲିଯିବା ପରେ ନିଜର ପ୍ରତିପୋଷଣ ପାଇଁ ଗାଈଗୋରୁଙ୍କୁ ଚରାଇ ନିଜର ଜୀବନ ବଞ୍ଚୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଆବାସ ଯୋଜନା କି ଅନ୍ୟ କିଛି ସୁବିଧା ମଧ୍ୟ ରେବତୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ।

ତେବେ ଖରା, ଶୀତ, କାକରରେ ସେହି ଭଙ୍ଗା ଚାଲ ଘରେ ସେହିପରି କାଠଗଣ୍ଡି ପରି ରେବତୀ ପଡିରହୁଛନ୍ତି । ତେବେ ଗଣ ମାଧ୍ୟମ ନିକଟରେ ରେବତୀ ନିଜର ମନର ଦୁଃଖ ବ୍ୟକ୍ତ କରି କହିଛନ୍ତି । ଏହା କି ଯେ ସରକାର ମୋତେ ଟିକିଏ ସାହାଜ୍ଯ କରନ୍ତୁ । ଯେପରି ମୁଁ ଚିକିତ୍ସିତ ହୋଇ ଭଲ ହୋଇପାରିବି ।

ଏହା ସହିତ ମୋତେ ଯଦି ଟିକେ ସାହାଜ୍ଯ ସୁବିଧା କରନ୍ତେ । ତେବେ ଚଳିବା ପାଇଁ ମୋର ଏତେ ଅସୁବିଧାର ସାମ୍ନା କରିବାକୁ ପଡିନଥାନ୍ତା । ତେବେ ଏପରି ଅବାଞ୍ଛିତ ଲୋମ ବୃଦ୍ଧିକୁ ନେଇ ରେବତୀ ମଧ୍ୟ ବହୁ ଦୁଃଖ କଷ୍ଟରେ ରହୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *