ଏତେ ଦିନ ପରେ ସାମ୍ନାକୁ ଆସିଲା ନବ ଦାସଙ୍କ ବୋହୁ ! ଭାଇ ଭଉଣୀ କଳିରେ ବୋହୂ ମାରି ନେବେ କି ବାଜି ?ଦେଖନ୍ତୁ ସେ କଣ କହିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାମ୍ନାକୁ ଆସିଲେ ନବ ଦାସ ପରିବାରର ବୋହୁ ! ତେବେ ଗଣ ମାଧ୍ୟମ ନିକଟରେ ନିର୍ବାଚନ ଉପରେ ରଖିଲେ ନିଜର ପ୍ରତିକ୍ରିୟା ! ତେବେ ହଁ ବନ୍ଧୁଗଣ ବହୁ ଚର୍ଚିତ ନବ ଦାସ ହତୟଆ ମାମଲା ଘଟଣା ଉପରୁ ପରଦା ନଉଠୁଣୁ ନବ ଦାସଙ୍କ ଝିଅ ଦୀପାଳି ଦାସ ରାଜନୀତି ପାଇଁ ନିଜକୁ ଜୋରସୋରରେ ପ୍ରସ୍ତୁତ କରି ଚାଲିଛନ୍ତି । ତେବେ କିଏ ଧରିବ ଝାରଶୁଗୁଡାର ମଙ୍ଗ ସେହି କଥା ପାଇଁ ଝାଡ଼ଶୁଗୁଡା ଖାଲି ଉଠୁଛି ଆଉ ପଡୁଛି ।

ତେବେ ଦୀପାଳି ଦାସଙ୍କ ସହିତ ନବ ଦାସଙ୍କ ପୁଅ ବିଶାଳ ମଧ୍ୟ ଝାଡ଼ଶୁଗୁଡାକୁ ହାତେଇବା ପାଇଁ ମନ ବଳାଉଛନ୍ତି ବିୟଳି ମଧ୍ୟ ପୂର୍ବରୁ ଚର୍ଚା ଉଠିଥିଲା । ତେବେ ନବ ଦାସଙ୍କ ପୁଅ ଓ ଝିଅକୁ ବାଦ ଦେଇ ରାଜନୀତିରେ ବାଜିମାତ କରିଦେବେ କି ନବ ଦାସଙ୍କ ବୋହୁ ଅର୍ଥାତ ବିଶାଳଙ୍କର ସ୍ତ୍ରୀ ! ତେବେ ନିକଟ ଅତୀତରେ ଏକ ସଭାକୁ ନବ ଦାସଙ୍କ ପରିବାର ଯାଇଥିବା ବେଳେ ସେଠାରେ ବିଶାଳଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ସେଠାରେ ନିର୍ବାଚନ ଉପରେ ବିଶାଳଙ୍କ ସ୍ତ୍ରୀ ଏପରି କିଛି ନିଜସ୍ୱ ମନ୍ତବ୍ୟ ରଖିଥିଲେ । ତେବେ ନବ ଦାସଙ୍କ ବୋହୁଙ୍କ କହିବା ଅନୁସାରେ ବାପାଙ୍କର ବହୁତ ବଡ ଇଛା ଥିଲା । କି ଦୀପାଳିଙ୍କୁ ସେ ରାଜନୀତିରେ ଦେଖିବା ପାଇଁ ସବୁବେଳେ ଚାହାନ୍ତି । ଏହା ସହିତ ଝାରସୁଗୁଡାର ଦାୟିତ୍ଵ ବାପା ଦୀପାଳିଙ୍କୁ ହିଁ ସମର୍ପିବାକୁ ହିଁ ଚାହୁଁଥିଲେ । ତେବେ ନବ ଦାସଙ୍କ ବୋହୁଙ୍କର ଏପରି ମନ୍ତବ୍ୟ ପରେ ଏହି କଥାକୁ ନେଇ ସବୁଆଡେ ଚର୍ଚା ପ୍ରଘଟ ହେବାରେ ଲାଗିଛି ।

ତେବେ ନବ ଦାସଙ୍କ ପୁଅ ଓ ଝିଅ ମଧ୍ୟରୁ ବିଜେଡି ଟିକେଟ ଲାଗିଯିବ କି ନବ ଦାସଙ୍କର ବୋହୁ ହାତରେ । କାରଣ ପ୍ରଥମ ଥର କରି ହୁଏତ କ୍ୟାମେରା ସାମ୍ନାରେ ନିଜର ନିର୍ବାଚନ ଉପରେ ଏପରି କିଛି ମତ ରଖିଛନ୍ତି । ହେଲେ ସେ ମଧ୍ୟ ବାହାର ରାଜ୍ୟର ପ୍ରତିଷ୍ଟିତ ବ୍ୟବସାୟୀଙ୍କର ଜଣେ କନ୍ୟା ଅଟନ୍ତି ।

ତେବେ ଝାରଶୁଗୁଡା ନିର୍ବାଚନର ମଙ୍ଗ ନବ ଦାସଙ୍କର ପରିବାରର କାହା ହାତରେ ରହୁଛି । ତାହା ଆଗାମୀ ନିର୍ବାଚନ ଯେତେ ଯେତେ ପାଖେଇ ଆସିବ । ସେତେ ମାତ୍ରରେ ସବୁ କିଛି ସ୍ପଷ୍ଠ ହୋଇଯିବ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *