20 ମହଲାରୁ ଖସି ପଡିଲେ OYO ମାଲିକଙ୍କ ବାପା ! ନିକଟରେ ବାହା ହେଇଗଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ OYO ପ୍ରତିଷ୍ଟାତାଙ୍କ ବାପା ୨୦ ମହଲା ଛାତରୁ ଖସିପଡି ହେଲେ ମୃ-ତ ! ତେବେ ହଁ ବନ୍ଧୁଗଣ ଏପରି କିଛି ଦୁଖନୀୟ ଖବର ପହଞ୍ଚିଯାଇଛି । ଯେଉଁଠାରେ କି ରିତେଶ ଅଗ୍ରୱାଲଙ୍କ ବାପାଙ୍କ ଛାତରୁ ପଡି ଦେହାନ୍ତ ହୋଇଯାଇଛି । ତେବେ oyoର ପ୍ରତିଷ୍ଟାତା ହେଉଛନ୍ତି ରିତେଶ ଅଗ୍ରୱାଲ । ତେବେ ତାଙ୍କର ଗତ 3 ଦିନ ତଳେ ମଧ୍ୟ ବିବାହ ସରିଛି । ତେବେ ନିକଟ ନିକଟରେ ରିତେଶଙ୍କ ଜୀବନରେ ବହୁତ ବଡ ଖୁସି ଆସିଲା ପରେ ପୁଣି ଏକ ଦୁଖଖବର ତାଙ୍କ ଜୀବନକୁ ଚାଲିଯାଇଛି ।

ଯେଉଁଠାରେ କି ଗୁରୁଗ୍ରାମର ଏକ ୨୦ ମହଲା ବିଶିଷ୍ଠ DLF ବିଲଡିଙ୍ଗରୁ ରିତେଶଙ୍କ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲ ଖସି ପଡିଛନ୍ତି । ତେବେ ଏହି ଘଟଣା ଏବେ ବହୁ ଆଡେ ପ୍ରସାରିତ ହେବାରେ ଲାଗିପଡିଛି । କାରଣ ରିତେଶ ଅଗ୍ରୱାଲଙ୍କୁ ଭାରତ ବର୍ଷରେ କିଏ ଅବା ଜାଣିନାହିଁ । କାରଣ ବହୁତ ଅଳ୍ପ ବର୍ଷ ବୟସରୁ ଭାରତର କେତେଜଣ ବିଶିଷ୍ଠ କୋଟିପତିଙ୍କ ମଧ୍ୟରୁ ରିତେଶ ଅଗ୍ରୱାଲ ଜଣେ ଥିଲେ ।

ତେବେ OYOନାମକ ସଂସ୍ଥା ପ୍ରତୀଷ୍ଟା କରି ଭାରତ ବର୍ଷରେ ସବୁଆଡେ ଚର୍ଚାରେ ଥିବା ରିତେଶ ନିକଟ ଅତୀତରେ ବାହା ହୋଇଥିଲେ । ତେବେ ସ୍ତ୍ରୀଙ୍କ ନୂଆ କରି ଘରକୁ ଆସିବା ଖୁସିରେ ଘର ପରିବେଶର ମାହୋଲ ବହୁତ ଭଲ ଚାଲିଥିଲା । ହେଲେ ଏହି ସବୁ ଖୁସିରେ ଯେପରି କାହାର ନଜର ଲାଗିଗଲା । ତେଣୁ ରିତେଶଙ୍କ ବାହାଘରକୁ ୨ ଦିନ ପୁରୁ ପୁରୁ ତାଙ୍କ ବାପାଙ୍କର ମୃ-ତ୍ୟୁ ହୋଇଯାଇଛି ।

ତେବେ ଏହା ପଛରେ କଣ ରହିଛି ପ୍ରକୃତ କାରଣ ତାହା ଜାଣିବା ପାଇଁ ପୋଲିସ ଘଟଣା ସ୍ତଳରେ ପହଞ୍ଚିଛି । ଏହା ସହିତ ସମସ୍ତ ପ୍ରକାର ତଥ୍ୟ ହାସଲ କରିବା ପାଇଁ ପଚରାଉଚରା ଆରମ୍ଭ କରି ତଦନ୍ତ ଜାରୀ କରିଦେଇଛନ୍ତି । ତେବେ ରିତେଶଙ୍କ ବାପା ଛାତର ବାଲ୍କୁନୀ ଉପରେ ବୁଲିବା ପାଇଁ ଯାଇଥିଲେ ।

ତେବେ ହଟାତ ଛାତ ଉପରୁ ଗଳିପଡିଥିଲେ । ତେବେ ସେହି ସମୟରେ ପରିବାରର ସମସ୍ତ ସଦସ୍ୟ ଘର ଭିତରେ ଉପସ୍ଥିତ ରହିଥିଲେ । ତେବେ ଏହା ହ-ତ୍ୟା ନା ଦୁର୍ଘଟଣା ବଶତଃ ଏପରି କିଛି ହୋଇଛି ତାହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *