ଜେଲରେ ଥିବା ବେଳେ ନିରାଆର୍ୟାଙ୍କ ଛାତିରୁ ଲୁଗା ଖୋଲି କରାଯାଇଥିଲା ଅତି କଦର୍ଯ୍ୟ କାମ, ବିଂଶ ଶତାବ୍ଧିର ଏହି କରୁଣ କାହାଣୀ ଶୁଣିଲେ ଭିଜିବା ଆଖି

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଂଶ ଶତାଦ୍ଦୀର ଆରମ୍ଭ ହେଉଥିଲା । ପରାଧୀନତାର ଶିକୁଳୀରୁ ମୁକ୍ତ ହେବାକୁ ପ୍ରୟାସ ଚଳାଇଥିଲା ଭାରତ । ଏହି ସମୟରେ ଉତ୍ତରପ୍ରଦେଶ ବାଗପତ ବ୍ୟବସାୟୀ ପରିବାରରେ ଜନ୍ମ ନେଇଥିଲେ ଏକ କନ୍ୟା ସନ୍ତାନ । ତାଙ୍କର ନାମ ଥିଲା ନିରା ଆର୍ୟା । ବୟସ ବଢିବା ସହିତ ଦେଶପ୍ରେମ ସହିତ ସ୍ଵାଧୀନତା ଲଢେଇରେ ଭାଗ ନେବାପାଇଁ ସ୍ଥିର କରିଦେଇଥିଲେ ନିରା ।

ସେହି ସମୟରେ କୋଲକାତାରେ ଥିବା ତାଙ୍କ ବାପାଙ୍କ କାରବାର ବେସ ଭଲ ଚାଲୁଥିଲା । ଏଥିପାଇଁ ନିରା ଙ୍କ ଶିକ୍ଷା ଦିକ୍ଷା ମଧ୍ୟ କୋଲକାତାରେ ହୋଇଥିଲା । ଏହି ସମୟ ମଧ୍ୟରେ ହିନ୍ଦୀ, ଇଂରାଜୀ ଏବଂ ବଙ୍ଗଳା ସହିତ ବିଭିନ୍ନ ଭାଷାରେ ପାରଙ୍ଗମ ହୋଇଥିଲେ ନିରା । ଏହି ସମୟରେ ତାଙ୍କର ବିବାହ ବ୍ରିଟିଶ ଶାସନାଧୀନ ଭାରତରେ ସିଆଇଡି ଇନ୍ସପେକ୍ଟର ଶ୍ରୀକାନ୍ତ ଜୟରଞ୍ଜନ ଦାସ ଙ୍କ ସହିତ କରିଦିଆଯାଇଥିଲା ।

ସ୍ଵାମୀ ଜଣେ ଇଂରେଜ ଭକ୍ତ ଅଧିକାରୀ ଥିବା ବେଳେ ନିରା ଙ୍କ ମନରେ ଦେଶଭକ୍ତି ଥିଲା । ଏହା ଫଳରେ ଆଜାଦ ହିନ୍ଦ ଫଉଜର ଝାନ୍ସି ରେଜିମେଣ୍ଟରେ ଯୋଗ ଦେଇଥିଲେ ନିରା । ସେତେ ବେଳେ ନିରା ଙ୍କ ସ୍ଵାମୀ ଶ୍ରୀକାନ୍ତ ଙ୍କୁ ସୁବାସ ଚନ୍ଦ୍ର ବୋଷ ଙ୍କୁ ଜୀବନରୁ ମ-ଆରିଦେବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଏକଥା ଜାଣିବା ପରେ ନେତାଜୀ ଙ୍କୁ ବଞ୍ଚାଇବା ପାଇଁ ପଣ କରିଥିଲେ ନିରା ।

ନେତାଜୀ ଙ୍କୁ ବଞ୍ଚାଇବା ପାଇଁ ନିରା ଏକ ଧ-ଆରୁଆ ଅସ୍ତ୍ରରେ ଶ୍ରୀକାନ୍ତ ଙ୍କ ପେଟକୁ ମ-ଆରିଥିଲେ ଯେଉଁଥିରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା । ନିରା ଙ୍କ ବିରୁଦ୍ଧରେ ମୋକଦମା ଚାଲିଲା । ନିରା ଙ୍କୁ ନିଜ ସ୍ଵାମୀ ଙ୍କୁ ମ-ଆରିଥିବା ଅପ-ର-ଆଧରେ କଳାପାଣିର ଦଣ୍ଡ ଦିଆଯାଇଥିଲା । ସେଠାରେ ତାଙ୍କୁ ଦିଆଯାଇଥିଲା ଅକ-ଥନୀୟ ଅତ-ୟଆଚାର । ସଜା ପାଇଁ ନିରା ଙ୍କୁ କୋଲକାତା ଜେଲରୁ ଆଣ୍ଡାମାନ ଙ୍କୁ ଅଣାଯାଇଥିଲା ।

ସେଠାରେ ପୂର୍ବରୁ ଅନେକ ମହିଳା ସଜା କାଟୁଥିଲେ । ଶିକୁଳୀ କାଢିବା ସମୟରେ ତାଙ୍କ ହାତ ଏବଂ ଗୋଡ ଛେଲି ହୋଇଯାଇଥିଲା । ଏହାପରେ ସେ କହିଥିଲେ ତୁମକୁ ଦେଖାଯାଉନାହିଁ ? ଶିକୁଳୀ କାଢୁଥିବା କମାର କହିଥିଲା ଖାଲି ପାଦ ଆଉ ଗୋଡ କ’ଣ ମୁଁ ଚାହିଁଲେ ତୁମ ଛାତିରେ ମଧ୍ୟ ହାତ ମ-ଆରିପାରିବି । ଏହା କହିବା ପରେ ଜେଲର ସୁବାସ ଚନ୍ଦ୍ର ବୋଷ ଙ୍କ ସମ୍ବନ୍ଧରେ ପଚାରିଥିଲେ, ନିରା କହିଥିଲେ ଯେ ସେ ମୋ ମନରେ ଅଛନ୍ତି ।

କିନ୍ତୁ ସେତେବେଳେ ତାଙ୍କ ମୃ-ତ୍ୟୁ ହୋଇ ସାରିଥିଲା । ଜେଲର କହିଲେ ଯଦି ସେ ମନରେ ଅଛନ୍ତି ତେବେ ସେଥିରୁ କାଢି ଆଣିବି । ଏହା କହି ନିରା ଙ୍କ ଲୁ-ଗା ଏବଂ ବ୍ଳାଉଜ ଫା-ଆଡି ତାଙ୍କ ଡାହାଣ ପଟ ସ୍ତ-ଅନକୁ କଇଁଚିରେ କାଟିବାକୁ ଲାଗିଥିଲେ । ସେହି କଷ୍ଟ କୁ ନିରା ସହିବା ବହୁତ କଷ୍ଟ ବୋଲି କହିଥିଲେ ।

ତେବେ ଏହିଭଳି ଅନେକ ଘଟଣା ମାନ ଅଛି ଯାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଲୋକମାନେ ଜାଣି ନାହାଁନ୍ତି । ଆମ ସ୍ଵାଧୀନତା ସଂଗ୍ରାମୀ ମାନେ ବହୁତ ବଳିଦାନ ଦେଇଛନ୍ତି ଯାହାକୁ ଚିରସ୍ମରଣୀୟ ହୋଇ ରହିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *