ହାସ୍ୟ ଅଭିନେତ୍ରୀ ଲାଲି କହିଲେ ‘ରାଣ ଅଛି, ଆଗ ମାପ ନେବି ତା’ ପରେ ବାହା ହେବାକୁ କହିବି, ତାକୁ କହିବି ବୋତାମ ଖୋଲ…’

ବନ୍ଧୁଗଣ, ଟିଭି ପରଦାରେ ଅନେକ ଏଭଳି ଅଭିନେତା ତଥା ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନଙ୍କ ଅଭିନୟ ଦେଖିବାକୁ ଆପଣ ମାନେ ବେସ ପସନ୍ଦ କରିଥାନ୍ତି । ତେବେ ଆଜି ଆମ୍ଭେ ଆପଣଙ୍କୁ ଲାଲି ଙ୍କ ସମ୍ବନ୍ଧରେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଲାଲି ଯାତ୍ରାରେ ନିଜର ଅଭିନୟ କରିଛନ୍ତି, ରିଲ ଆର୍ଟିଷ୍ଟ ସହିତ ସେ ଜଣେ ବହୁତ ଭଲ କମେଡିଆନ ଅଟନ୍ତି ।

ଲାଲି କ୍ୟାରେକ୍ଟରରେ ଲୋକେ ତାଙ୍କୁ ବହୁତ ପସନ୍ଦ କରି ଆସିଛନ୍ତି । ତାଙ୍କ ରିୟଲ ନାମ ହେଉଛି ସଞ୍ଜିତା । ଲୋକମାନଙ୍କୁ ସେ କମେଡି କରି ବହୁତ ହସାନ୍ତି ବୋଲି କହିଥିଲେ । ପରିବାରକୁ ଷପୋର୍ଟ କରିବା ପାଇଁ ସେ ପ୍ରଥମେ ଯାତ୍ରା ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ସେ ଯେତେବେଳେ ମଧ୍ୟ ଆସିଥିଲେ ଘରୁ ଲୁଚିକି ଆସିଥିଲେ । ଯାତ୍ରାରେ ସେ 15 ରୁ 16 ବର୍ଷ ରହିବା ପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ଏହି ଲାଇନରେ ବହୁତ ଷ୍ଟ୍ରଗଲ କରିଲେ ଯାଇ ଫଳଟିଏ ମିଳିବ ।

ଅପେକ୍ଷାର ଫଳ ସବୁଠାରୁ ମିଠା ହୋଇଥାଏ । ବହୁତ କଷ୍ଟ କରି ଆଜି ସେ ଯେଉଁ ଜାଗାରେ ପହଞ୍ଚିଛନ୍ତି ସେ ଜାଗାକୁ ଆଜି ସେ ନିଜେ ତିଆରି କରିଛନ୍ତି । ତାଙ୍କ ଜୀବନରେ ତାଙ୍କୁ ଦୁଇଜଣ ମଣିଷ ବହୁତ ସାହାର୍ଯ୍ୟ କରିଛନ୍ତି ଏବଂ ସେ ଏହା ମଧ୍ୟ କହିଥିଲେ ଯେ କେବଳ ଗୋଟିଏ ଛୋଟ କ୍ୟାରେକ୍ଟର ଆଜି ତାଙ୍କୁ ଆଣି ଏହି ଜାଗାରେ ପହଞ୍ଚାଇଦେଇଛି ।

କୋଣାର୍କ ଗଣନାଟ୍ୟରେ ତାଙ୍କୁ କମେଡି କ୍ୟାରେକ୍ଟର କରିବାର ସୁଯୋଗ ମିଳିଥିଲା । ଅଭିନୟ କରିବାର ମନବାଞ୍ଛା ତାଙ୍କୁ ଆଜି ଏହି ଜାଗାରେ ପହଞ୍ଚାଇବାରେ ସାହାର୍ଯ୍ୟ କରିଛି । ଅଧିକ ରୁ ଅଧିକ ରୋଜଗାର କରିବାର ଇଛା ରହିଥିଲା ଲାଲି ଙ୍କର ଏଣୁ ସେ ତାଙ୍କ ପ୍ରତୀଟି ପ୍ରୟାସ କରି ଆଜିଭଳି ଦିନରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ବିସ୍ତାର କରିପାରିଛନ୍ତି ।

ତେବେ ଲାଲି ନିଜ ଦର୍ଶକ ମାନଙ୍କୁ ହସାଇବାକୁ ଯାଇ ମିଡିଆ ଆଗରେ ଏକ ଅଭିନୟ କରିଥିଲେ । ଯେଉଁଥିରେ ଡାଇଲୋଗ ଥିଲା “ରାଣ ଅଛି, ମୁଁ ବି ପିଇବି, ଆଗ ମାପ ନେବି ତା’ ପରେ ବାହା ହେବି” । ଏହିଭଳି କିଛି ଡାଇଲୋଗ ସହିତ ଅଭିନୟ କରି ଲାଲି ଆଜି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *