Exclusive :ବୌଦ୍ଧ ଜିଲ୍ଲା ଚଣ୍ଡିପୁରରେ ଖସିଲା ବିରାଟ ଉଲକା…ବଢୁଛି ଆକାର, ଦେଖିବାକୁ ଜମୁଛି ଭିଡ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆକାଶରୁ ଖସିଛି ବେଲୁନ ଆକାରର ବିରାଟ ଉଲକା । ଏହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର । ଏହି ଉଲକା କୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ । ଉଲକାଟି ଖସିବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ ତାକୁ ଶୁଣିବା ପରେ ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ । ଉଲକା ଟି ଯେତେବେଳେ ଆକାଶରୁ ଧୀରେ ଧୀରେ ତଳକୁ ଖସୁଥିଲା ସେତେବେଳେ ଏହାର ଶବ୍ଦ ଭୟଙ୍କର ଥିଲା ।

ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚଣ୍ଡିପୁର ଗ୍ରାମରେ ଦେଖାଦେଇଛି ଏହି ଉଲକା ପିଣ୍ଡଟି । ଆକାଶ ମାର୍ଗରୁ ପଡିଛି ଏକ ବେଲୁନ ଭଳି ଦେଖାଯାଉଥିବା ଉଲକା । ଏହାର ଆକୃତି ଧୀରେ ଧୀରେ ବଢିଚାଲିଛି । ଏହାକୁ ଦେଖିବାକୁ ଲୋକମାନଙ୍କ ଭିଡ ଜମିଥିବା ସହିତ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ତେବେ ଗାଁ ପାଖ ଲୋକେ ଏଭଳି ଭାବରେ ଡରି ଯାଇଛନ୍ତି ତାହାକୁ ସହଜରେ କହି ହେବନାହିଁ ।

ଗାଁ ଲୋକେ ଏଭଳି କେବେ ଘଟିଥିବାର ଆଦୌ ଦେଖିନଥିଲେ । ବର୍ତ୍ତମାନ ହଠାତ ଏଭଳି ଏକ ଘଟଣା ସାମ୍ନାକୁ ଆସିଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଆମ ଆଖପାଖରେ ଏହିଭଳି ଅନେକ ଘଟଣା ଘଟିଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଘଟଣା ମାନ ବ୍ୟକ୍ତି ବିଶେଷ ଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଥାଏ ।

ତେବେ ସେହିଭଳି ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ପିଲାଠାରୁ ଆରମ୍ଭ କରି ବୃଦ୍ଧ ତଥା ମହିଳା ମାନେ ମଧ୍ୟ ଏମିତି ଏକ ଦୃଶ୍ୟ କେବେ ଦେଖି ନଥିବା ବେଳେ ସେମାନେ ନିଜ ସ୍ଵଚକ୍ଷୁରେ ଦେଖୁଥିବାରୁ ସହଜରେ ବିଶ୍ଵାସ କରି ପାରୁ ନାହାଁନ୍ତି । ପ୍ରଶାସନ ଏହି ଖବର ପାଇ ସେଠାରେ ଆସି ଉଲକା ବିଷୟରେ ଅଧିକ ରୁ ଅଧିକ ତଦାରଖ କରିବାକୁ ଲାଗିଛନ୍ତି ।

କାରଣ ଉଲକା ଟି ଆକାଶ ମାର୍ଗରୁ ତଳେ ଖସି ପଡିବା ସହିତ ତାହା କ୍ରମଶଃ ବଡ ହୋଇ ହୋଇ ଯାଇଛି । ଏହା ପଚରା ରହସ୍ୟ କ’ଣ ହୋଇପାରେ ? ଭାଗ୍ୟବଶତ ଏହି ଉଲକା ପିଣ୍ଡ ଜନ ଗହଳି ଅଞ୍ଚଳରେ ନପଡି ଏକ ଖାଲି ପଡିଆରେ ପଡିଥିବାର ଦେଖିବାକୁ ମିଳିଥିଲା । ଯଦି ଲୋକଗହଳୀ ଅଞ୍ଚଳରେ ପଡିଥାନ୍ତା ତେବେ ଅବସ୍ଥା ଯେ କ’ଣ ହୋଇଥାନ୍ତା ତାହା ସହଜରେ କହିବ ଅସମ୍ଭବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *