ଶ୍ରମିକମାନଙ୍କ ପାଇଁ ଠେଲା ଗାଡି ଚଳାଇ ଏହି ଇନ୍ସପେକ୍ଟର କରୁଛନ୍ତି ଏମିତି କାମ ଜାଣିଲେ ଆପଣ ତାଙ୍କ ପ୍ରଶଂସା କରିବେ

ଲକଡାଉନରେ ନିଜେ ଠେଲା ଗାଡି ଚଳାଇ ଶ୍ରମିକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରୁଛନ୍ତି ଏହି ଇନ୍ସପେକ୍ଟର । କରୋନା ଭାଇରସର ସଂକ୍ରମଣର ପ୍ରକୋପ କାରଣରୁ ଦେଶରେ ଲକଡାଉନ ଲାଗୁ ଅଛି । ଏମିତିରେ ଗରିବ ଶ୍ରମିକମାନଙ୍କୁ ଖାଦ୍ୟପେୟର ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏମିତିରେ କେତେକ ଲୋକମାନେ ଏମିତି ଅଛନ୍ତି ଯେଉଁମାନେ ଭଗବାନ ହୋଇ ସଙ୍କଟର ଏହି ସମୟରେ ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । ଏମିତି ହିଁ କାହାଣୀ କିଛି ସାମ୍ନାକୁ ଆସୁଛି, ଅମୃତସରର କୋଟ ଖାଲସାର ଇନ୍ସପେକ୍ଟର ସଂଜୀବ କୁମାରଙ୍କ ।

ସେ ଠେଲା ଗାଡିରେ ଗରିବମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନେଇ ଗଳି ଗଳି ଯାଇ ତାଙ୍କୁ ବାଣ୍ଟି ଦିଅନ୍ତି । ପିଏମ ମୋଦୀଙ୍କ ୨୧ ଦିନର ଲକଡାଉନର ଘୋଷଣା ପରେ ହିଁ ସଂଜୀବ କୁମାର ଠିକ କରି ନେଇ ଥିଲେ କି ସେ ଏହିଭଳି ସମୟରେ କୌଣସି ବି ପରିବାରକୁ ଭୋକିଲା ଶୋଇବାକୁ ଦେବେ ନାହିଁ । ଏହା ପରେ ସଂଜୀବ କୁମାର ସବୁଦିନ ନିଜେ ରିକ୍ସା ଟ୍ରଲି ଚଳାଇ ଗରିବ ଲୋକମାନଙ୍କ ପର୍ଯ୍ୟନ୍ତ ସାହାର୍ଯ୍ୟ ପହଞ୍ଚାଇ ଥାନ୍ତି ।

ତାଙ୍କର ଖାଦ୍ୟ ସାଗ୍ରୀରେ ପିଲାମାନଙ୍କ ପାଇଁ ବିସ୍କୁଟ ବି ଥାଏ । ତାଙ୍କର କହିବା ଅଟେ କି କେତେକ ଜାଗାକୁ ଗାଡି ଯାଇ ପାରିବ ନାହିଁ ଓ ଦିନ ମଜୁରିଆ ଏହି ସମୟରେ ସଙ୍କଟରେ ଅଛନ୍ତି । ତାଙ୍କ ସାମ୍ନାରେ ଖାଦ୍ୟ ସାମଗ୍ରୀର ଅଭାବ ବି ଅଛି । ଏମିତିରେ ତାଙ୍କୁ ସାହାର୍ଯ୍ୟ ପାଇଁ ଆଗକୁ ଆସିବାକୁ ହେବ । ବର୍ତ୍ତମାନ ସବୁ କ୍ଷେତ୍ରରେ ତାଙ୍କର ଏହି କାମକୁ ବହୁତ ପ୍ରଶଂସା ମିଳୁଛି ।

କରୋନା ଭାଇରସ ସଙ୍କଟ ମଧ୍ୟରେ ଲୋକମାନଙ୍କ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସୁଥିବା ପୋଲିସକର୍ମୀଙ୍କୁ ସମ୍ମାନିତ କରିବା ପାଇଁ ବି ଘୋଷଣା କରାଯାଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିଂଦର ସିଂହ ଓ ପୋଲିସ ମହାନିର୍ଦେଶକ ଦିନକର ଗୁପ୍ତା ବର୍ତ୍ତମାନ ସମୟରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ପୋଲିସକର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏକ ପୁରଷ୍କାରର ବି ଘୋଷଣା କରିଛନ୍ତି ।

ଦିନକର ଗୁପ୍ତା ସେବା ଭାବ ସହିତ ବେସାହାରା ଓ ଗରିବ ଲୋକମାନଙ୍କ ସାହାର୍ଯ୍ୟ କରୁଥିବା ଇଂସ୍ପେକ୍ଟର ଏସଏଚଓ ସଂଜୀୱ କୁମାରଙ୍କୁ ପୁରଷ୍କାର ଦେବା ପାଇଁ ବାଛିଛନ୍ତି । କହିଦେଉଛୁ କି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ କହିଲେ କି ଗତ ୨୪ ଘଣ୍ଟାରେ କରୋନା ଭାଇରସ ଦ୍ଵାରା ୮ ଜଣ ଲୋକଙ୍କ ନିଧନ ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୫୩୧୧ ହୋଇ ଯାଇଛି । କରୋନା ଭାଇରସ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ ଜଣଙ୍କ ନିଧନ ହୋଇସାରିଛି । ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିଥିବ, ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଦେଶ ଦୁନିଆରା ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *