ଏହିଭଳି ଆଖି ବାଲା ମହିଳାମାନେ ହୋଇଥାନ୍ତି ସବୁଠୁ ତେଜ, ଅଳ୍ପ ସମ୍ଭାଳିକି ରହିବେ

ମନୁଷ୍ୟର ଆଖି ତାର ଚରିତ୍ର ବିଷୟରେ ବର୍ଣ୍ଣନା କରିଥାଏ । ଯେଉଁଭଳି ଭାବରେ ସମୁଦ୍ରଶାସ୍ତ୍ରରେ ବି ଆଖିର ଏହିଭଳି ଗୁଣର ବର୍ଣନା କରାଯାଇଛି ଓ କୁହା ଯାଇଛି କି ଆଖିର ରଚନାର ଆଧାରରେ ହିଁ ବ୍ୟକ୍ତିର ଗୁଣ ଦୋଷ ଓ ବ୍ୟକ୍ତିତ୍ଵ ବିଷୟରେ ସହଜରେ ଜାଣି ପାରିବେ ।ଯାହାର ଆଖି ବିଲେଇ ପରି ସେମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି କିନ୍ତୁ ଏମାନଙ୍କ ଆଖି ଓ କଥା ଉପରେ ଯାଆନ୍ତୁ ନାହିଁ ।

ଏହିଭଳି ଲୋକମାନେ ନିଜର ଲାଭ ପାଇଁ କାହାର ବି ବିଶ୍ଵାସ ଭାଙ୍ଗି ପାରନ୍ତି । ଏହିଭଳି ବ୍ୟକ୍ତିମାନେ ବହୁତ ହିଁ ଚାଲାକ ଓ ନିଜର କାମ ବାହାର କରିବାରେ ମାହିର ହୋଇଥାନ୍ତି । ଏମାନେ ନିଜର ସମସ୍ତ ପଦକ୍ଷେପ ବୁଝି ସୁଝି ଆଗକୁ ବଢାନ୍ତି । ଯେଉଁ ବ୍ୟକ୍ତିର ଆଖି ସାପ ଭଳି କଳା, ଗଭୀର ଓ ଗୋଲ ହୋଇଥାଏ ତାଙ୍କର ସ୍ଵଭାବ ବି ସାପ ଭଳି ହୋଇଥାଏ । ଚାନ୍ସ ମିଳିଲା ମାତ୍ରେ ଏମାନେ କାହାକୁ ବି କ୍ଷତି ପହଞ୍ଚାଇ ପାରନ୍ତି ।

ଏହିଭଳି ଲୋମାନଙ୍କ ଠାରୁ ଅଳ୍ପ ସାବଧାନ ରୁହନ୍ତୁ । ଏହିଭଳି ବ୍ୟକ୍ତିଙ୍କ ସାହସ ବହୁତ ଥାଏ । ଯେଉଁ ବ୍ୟକ୍ତିର ଆଖି ଛୋଟ ହୋଇଥାଏ ତାଙ୍କ ମଧ୍ୟରେ ସାହସ କମ ଥାଏ । ଏମାନଙ୍କ ଚିନ୍ତାଧାରାର ସୀମା ସୀମିତ ହୋଇଥାଏ । ନିଜର ଲାଭକୁ ଏମାନେ ଅଧିକ ମହତ୍ଵ ଦେଇଥାନ୍ତି । ଏମାନଙ୍କ ମନରେ ଦ୍ଵିତୀୟଙ୍କ ପ୍ରତି ସହାନୁଭୂତି କମ ରହିଥାଏ । ଆଗକୁ ଆମ ସହିତ ରୁହନ୍ତୁ ଓ ଦେଶ ଦୁନିଆର ଅପଡେଟ ବିଷୟରେ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *