ଶିକାରୀ ନିଜେ ଏଠି ଶିକାର ହେଇଗଲା ! ନିଜ ଆଖିକୁ ବିଶ୍ଵାସ କରି ପାରିବେନି…ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ତେବେ ବନ୍ଧୁଗଣ ଦୁନିଆରେ ଘଟିଥିବା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. କ୍ଳଭାଇନୋ ଡା ସିଲଭା ନାମକ ଜଣେ ଅପରାଧୀ ଜେଲରୁ ବାହାରିବା ପାଇଁ ଏକ ଭିନ୍ନ ଉପାୟ କରିଥିଲେ । ସେ ନିଜ ୧୯ ବର୍ଷୀୟ ଝିଅକୁ କିଛି ଜିନିଷ ଜେଲକୁ ଆଣିବା ପାଇଁ କହିଥିଲା । କ୍ଳଭାଇନୋ ନିଜ ଝିଅ ଭଳି ଭେଶ ନେଇ ଜେଲରୁ ବାହାରୁ ଥିଲା ହେଲେ ବାହାରିବା ସମୟରେ ଧାରା ପଡିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ସ୍ଵୀମିଙ୍ଗ ପୁଲରେ ଚାଲୁ ଥିବାର ନଜର ଆସୁଛି । ହେଲେ ବ୍ୟକ୍ତିର ମୁଣ୍ଡ ଆଉ ତାର ଗୋଡ ଅଲଗା ଅଲଗା ଦେଖା ଯାଉଛି ଏହା ଦେଖି ତାର ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲା । ଏହା ସ୍ଵୀମିଙ୍ଗ ପୁଲ ପ୍ରକାଶର ଅପବର୍ତ୍ତନ ଯୋଗୁଁ ହୋଇଥିଲା ।

୩. ବନ୍ଧୁଗଣ ପରୀକ୍ଷାରେ ଅନେକ ଲୋକ ଚିଟିଙ୍ଗ କରିଥାନ୍ତି । ହେଲେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ପୋଲିସ ପରୀକ୍ଷାରେ ନିଜ ମୁଣ୍ଡରେ ନକଲି ୱିଗ ଲଗାଇ ତା ଭିତରେ ମାଇକ୍ରୋ ଡିଭାଇସ ନେଇ ଆସିଥିଲା । ସନ୍ଦେହ ଦ୍ରୁଷ୍ଟିରୁ ତାର ଚେକିଙ୍ଗ ହେଲା ଆଉ ବ୍ୟକ୍ତି ଜଣକ ଧରା ପଡିଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ମଦ୍ୟପାନ କରିଥିବା ବ୍ୟକ୍ତି ଆନ୍ଦୋଳନ କରିବା କଥା କହୁଛି । ମଦୁଆ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବ୍ୟକ୍ତି ଜଣକ ଆନ୍ଦୋଳନ କରିବାକୁ ଆଗେଇ ଆସିଛନ୍ତି । ମଦୁଆ ମାନଙ୍କ ପାଇଁ ଅଲଗା ନିୟମ, ମେଡିକାଲ ସୁବିଧା ଆଉ ସମ୍ମାନ ଦରକାର ବୋଲି ବ୍ୟକ୍ତି ଦାବି କରୁଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଦୁଇଟି ବାଘୁଣୀ ଜଙ୍ଗଲରୁ ଏକ ଜନଗହଳି ସ୍ଥାନକୁ ଶିକାର କରିବା ପାଇଁ ଆସିଛନ୍ତି । ସେମାନେ ଗୋଟେ ବାଛୁରିକୁ ଏକା ଦେଖି ତା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ବାଛୁରିଟି ନିଜ ବଳ ଓ ବୁଦ୍ଧି ଦେଖାଇ ଦୁଇ ବାଘୁଣୀଙ୍କୁ ଚକମା ଦେଇ ନିଜ ଜୀବନ ବଞ୍ଚାଇ ଦେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଭିଡିଓ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *