‘ଯାତ୍ରା ଦେଖିବାକୁ ଯାଇଥିଲି, ସେଠି ମତେ…’ ନିଜ ଜୀବନର କିଛି ରାଜ କହିଦେଲେ ଯାତ୍ରା ଅଭିନେତ୍ରୀ Mama, ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆପଣ ମାନେ ଆମ ଓଡିଆ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ । ତେବେ ଆପଣ ସବୁ ଉପର ବାଲାର ଖେଳ ଗଣନାଟ୍ୟ ବିଷୟରେ ନିଶ୍ଚିତ ଅବଗତ ଥିବେ ତେବେ ସେହି ଗଣନାଟ୍ୟ ର ଅଭିନେତ୍ରୀ ଙ୍କୁ ମଧ୍ୟ ନିଶ୍ଚିତ ଜାଣିଥିବେ ।

ତେବେ ସେ କହିଥିଲେ କି ସେ ଏହି ଯାତ୍ରା ଜଗତ କୁ ୧୦/୧୨ ବର୍ଷ ହେଲାଣି ଆସିଲେଣି ତେବେ ସେ ପ୍ରଥମେ ଏହି ଯାତ୍ରା ରେ ଗୀତ ଗାଉ ଥିଲେ ଏବଂ ଧୀରେ ଧୀରେ ଅଭିନୟ କରିବାକୁ ଇଚ୍ଛା ହେଲା ତେଣୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତେବେ ସେ କହିଥିଲେ କି ପ୍ରଥମେ ସେ ଦ୍ଵାରିକା ପାର୍ଟିରେ ପ୍ରଥମ ନାଟକ କରିଥିଲେ ଆଇ ଲଭ ୟୁ ଏବଂ ପରେ ତାରପୁର ଆସିଥିଲେ ଏବଂ ସେଠାରେ ସେ ଆଙ୍କରିଂ କରିବା ସହ ଅଭିନୟ ମଧ୍ୟ କରୁଥିଲେ ଏବଂ ଏହାପରେ ତାଙ୍କୁ ସିଧା କୋଣାର୍କ ଗଣନାଟ୍ୟ ରେ ସୁଯୋଗ ମିଳିଥିଲା ।

ତେବେ ସେଠାରେ ୬ ବର୍ଷ ପରେ ସେ ଇଷ୍ଟର୍ଣ୍ଣ କୁ ଯାଇଥିଲେ ଏବଂ ପରେ ଗୌରୀ ଗଣନାଟ୍ୟ ରେ ରହିଥିଲେ । ଏବଂ ଏହାପରେ ଇନ୍ଦ୍ରଭୁବନରେ ରହି ସେ କେବଳ ଅଭିନୟ କରିବେ ଆଙ୍କରିଂ ଛାଡ଼ିଦେବେ । ତେବେ ସେ ନିଜ ଇନ୍ଟଭିୟୁ ରେ କହିଥିଲେ କି ସେ ନିଜ ଘର ଲୋକଙ୍କୁ ଛାଡି ପଳାଇ ଆସିଥିଲେ କେହି ଜାଣି ନଥିଲେ କି ସେ ଯାତ୍ରା ରେ ଭାଗ ନେବାକୁ ଯାଉଛନ୍ତି ।


ତେବେ ତାଙ୍କ ମଆ ଙ୍କ ଦେହ ମଧ୍ୟ ଖରାପ ହୋଇ ଯାଇଥିଲା ଭାଇମାନେ ନେବାକୁ ମଧ୍ୟ ଆସିଥିଲେ କିନ୍ତୁ ସେ ଆଉ ଫେରି ନଥିଲେ । ତେବେ ବର୍ତ୍ତମାନ ସେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *