ମହିଳାଙ୍କ ରାସଲୀଳା ! ଜଣଙ୍କର ସ୍ତ୍ରୀ ହୋଇ କରୁଛନ୍ତି ଏମିତି ଖେଳ, ଭିଡ଼ିଓ ଦେଖନ୍ତୁ ଜାଣିପାରିବେ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆଗ କାଳରେ ଲୋକମାନେ ବିବାହ ପରେ ପ୍ରେମ କରୁଥିଲେ ତା ବି ନିଜ ଜୀବନ ସାଥି ସହ । ହେଲେ ବର୍ତ୍ତମାନ ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବିବାହିତା ପୁରୁଷ ଓ ମହିଳା ପ୍ରେମ କରୁଛନ୍ତି ।

ବିବାହିତା ମହିଳା ମାନେ ଅଧିକାଂଶ ଅଲଗା ପୁରୁଷଙ୍କ ସହ ଖରାପ ସମ୍ପର୍କ ରଖୁଛନ୍ତି । ଆଉ ଏଭଳି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦିନ ଦୁଇପହରେ ପାହାଡ ତଳେ ଏକ ପଥର ସନ୍ଧିରେ ଜଣେ ବିବାହିତା ସ୍ତ୍ରୀ ନିଜ ପ୍ରେମିକ ସହ କରୁଥିଲେ ରାସଲୀଳା । ରାସଲୀଳା କରିବା ସମୟରେ ଜଣେ ଯୁବକ ସେଠାରେ ପହଞ୍ଚି ଯାଇଥିଲେ ଆଉ ସେମାନଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ ।

ଭିଡିଓ କରିବା ସମୟରେ ଉଭୟ ଯୁବକ ଓ ମହିଳା ସେ ଜାଗରୁ ମୁହଁ ଲୁଚାଇ ଚମ୍ପଟ ମାରିଥିଲେ । ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଆମ ଭାରତ ବର୍ଷରେ ଘଟିଛି ହେଲେ ଏହା କେଉଁ ସ୍ଥାନରେ ଘଟିଛି ତାହାର କୌଣସି ସୂଚନା ମିଳିନାହିଁ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *