ଏହି ବିଜିନେସକୁ ଆରମ୍ଭ କରି ଆପଣ କମେଇ ପାରିବେ ମାସକୁ ଲକ୍ଷ ଲକ୍ଷ ଟଙ୍କା, ସରକାର ବି ଦେଉଛନ୍ତି ସବସିଡି

ଆମ ଦେଶରେ ବିଜୁଳିର ବ୍ୟବହାର ବହୁତ ପରିମାଣରେ ହେଉଛି । ଯାହା ଫଳରେ ସୋଲାର ପ୍ରଡକ୍ଟ ଉପରେ ଚାହିଦା ବୃଦ୍ଧି ପାଇଛି । ଏଥିପାଇଁ ଯଦି ଆପଣ ବିଜିନେସ ଆରମ୍ଭ କରିବାକୁ ଚାହୁଁଛନ୍ତି । ତାହେଲେ ଆପଣ ସୋଲାର ଲାମ୍ପ୍ ଫାକଟ୍ରି ଲଗାଇ ପାରିବେ । ସୋଲାର ପ୍ରଡକ୍ସ ବ୍ୟବହାର କରିବା ପାଇଁ ଆଗକୁ ବଢ଼ିବା ପାଇଁ ସରକାର ବି ସହଯୋଗ କରୁଛନ୍ତି । ସୋଲାର ବିଜିନେସକୁ ଆରମ୍ଭ କରିବା ପାଇଁ ସରକାର ବି ଲୋନ୍ ଦେଉଛନ୍ତି ।

ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟମ ଡେଭ୍ଲପମେନ୍ଟ  ଇଂଷ୍ଟିଚ୍ୟୁଟ ର ପ୍ରୋଜେକ୍ଟ ରିପୋର୍ଟ୍ ଅନୁସାରେ ପ୍ରଥମ ମାସରେ ବ୍ୟାଙ୍କ ମୂଳଧନ ୧.୫୦ ଲକ୍ଷ ଟଙ୍କାର ଆବଶ୍ୟକ ହେବ ଏବଂ ଏହା ସହିତ ଫିକ୍ସ୍ ପୁଞ୍ଜି ହିସାବରେ ମେସିନ ଓ ଏହାର ଉପକରଣ ଉପରେ ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଏଥିରେ ଆପଣଙ୍କୁ ରିଲ ମେସିନ୍, ଗ୍ରାଇଣ୍ଡର, ହାଇ ଭୋଲଟେଜ ବ୍ରେକ ଡାଉନ ଟେଷ୍ଟର, ଅଟୋ ଟ୍ରାନ୍ସଫରମର୍, ଇଂସୁଲେସନ୍ ଟେଷ୍ଟର, ଟେଷ୍ଟିଂ ଶେଟ୍ଅପ୍, ଡିଜିଟାଲ ମଲ୍ଟିମିଟର, ଭୋଲଟେଜ୍ ଷ୍ଟାବିଲାଇଜର, କମ୍ପ୍ୟୁଟର ପ୍ରିଣ୍ଟର ଅଦି ସବୁ ସାମିଲ ଅଛି । ଏହାର ଇନଷ୍ଟାଲେସନ ଉପରେ ପାଖପାଖି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ମାନେ ୫ ଲକ୍ଷ ୩୦ ହଜାର ଟଙ୍କା ଫିକ୍ସ ମୂଳଧନ ଉପରେ କରିବାକୁ ପଡ଼ିବ ।

ଯଦି ଆପଣ ବର୍ଷକ ମଧ୍ୟରେ ୧୨ ହଜାର ସୋଲାର ଲ୍ୟାମ୍ପ ତିଆରି କରୁଛନ୍ତି ତ ଆପଣଙ୍କର ସବୁ ମିଶିକରି ୨,୪୩,୬୬,୦୦୦ ଟଙ୍କା ଖର୍ଚ୍ଚ ହେବ । ଯାହା ମଧ୍ୟରେ ଡେପ୍ରେସେସନ୍ ଓ ସୁଧ ମିଶିଚି । ଯାହାକି ଆପଣ ଗୋଟେ ଲ୍ୟାମ୍ଫ୍ ୨୨୦୦ ଟଙ୍କାରେ ବିକ୍ରୀ କରାଯାଏ ତାହେଲେ ଆପଣଙ୍କୁ ଗୋଟେ ବର୍ଷରେ ଟର୍ନଓଭର ୨.୬୪ କୋଟି ମିଳିବ ।

ଆପଣଙ୍କ ଟୋଟାଲ ସଞ୍ଚୟ ୨୦.୩୩ ଲକ୍ଷ ଟଙ୍କା ହେବ ।ସୋଲାର ଲ୍ୟାମ୍ପ୍ ର ଫ୍ୟାକ୍ଟ୍ରି କରିବାକୁ କେନ୍ଦ୍ରସରକାରଙ୍କ ମଞ୍ଜୁରୀ ଓ ସାହାର୍ଯ୍ୟ ମଧ୍ୟ ପଡିପାରେ ଓ ୨ କୋଟି ଲୋନ ପର୍ଯ୍ୟନ୍ତ କୌଣସି ସିକ୍ୟୁରୀଟି ଦରକାର ନାହିଁ । ଆଶା କରୁଛୁ ଏହା ଆପଣଙ୍କୁ ପସନ୍ଦ ଆସିଥିବ, ଯଦି ଭଲ ଲାଗିଛି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *