ଏହି ୩ଟି ବାଛନ୍ତୁ ଯେ କୌଣସି ଗୋଟିଏ ହୃଦୟ ଓ ଜାଣନ୍ତୁ କଣ କହୁଛି ଆପଣଙ୍କ ଭବିଷ୍ୟତ

କୁହାଯାଏ କି ଯେ ମଣିଷ କୁ ଜୀବନରେ କେବେ ନା କେବେ ହୃଦୟ ଓ ମସ୍ତିସ୍କ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡେ ବା ଜଣଙ୍କ କଥା ଶୁଣିବାକୁ ପଡେ,ତେବେ ଅଧିକାଂଶ ଲୋକ ନିଜ ହୃଦୟ କଥା ହିଁ ଶୁଣିଥାନ୍ତି । ଏହାର କାରଣ ହେଉଛି ମଣିଷର ହୃଦୟ କେବେ ତାଙ୍କୁ ଭୁଲ୍ ପରାମର୍ଶ ଦେଇନଥାଏ । ଆଜି ଆମେ ଆପଣଙ୍କୁ ୩ଟି ଏମିତି ହୃଦୟର ଫଟୋ ଦେଖାଇବୁ । ଆପଣ ଭାବୁଥିବେ କି ଆଜି ଆମେ ହଠାତ୍ ହୃଦୟ ଓ ମସ୍ତିସ୍କ କଥା କାହିଁକି କହୁଛୁ । କହି ଦେଉଛୁ କି ଏଥିରୁ ଆପଣଙ୍କୁ ଗୋଟିଏ ହୃଦୟକୁ ହିଁ ବାଛିବାକୁ ହେବ । ଆପଣଙ୍କ ଜାଣିବା ପାଇଁ କହୁଛୁ ଯେ, ହୃଦୟ କୁ ନେଇ ଏ ଖେଳ ବହୁତ ମଜାଦାର ଅଟେ ।

ଆଜି ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ , ଆପଣଙ୍କୁ ସେଥିରୁ କେବଳ ଗୋଟିଏ ଚିତ୍ର ବାଛିବାକୁ ହେବ ଓ ତାପରେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ କିଛି ବିଶେଷ କଥା ଜଣାଇବୁ । ଆପଣଙ୍କୁ ୩ ଟି ରଙ୍ଗର ୩ ଟି ହୃଦୟ ଦେଖାଇ ଦିଆଯିବ ଆପଣ ସେଥିରୁ ଗୋଟେ ହିଁ ବାଛିବେ । ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇ ଦେବୁ କି କେଉଁ ରଙ୍ଗ ହୃଦୟର ଅର୍ଥ କଣ ଅଟେ ।

ପ୍ରଥମ ହୃଦୟ

ଯଦି ଆପଣ ପ୍ରଥମ ହୃଦୟ ବାଛନ୍ତି ବା ଆପଣଙ୍କୁ ପ୍ରଥମ ହୃଦୟ ର ଚିତ୍ର ପସନ୍ଦ ଆସେ,ତେବେ ଏହାର ଅର୍ଥ ହେଉଛି କି ପ୍ରକୃତି ଆପଣଙ୍କୁ ନିଜ ଆଡକୁ ଟାଣୁଛି । ହଁ ଏହି ହୃଦୟକୁ ବାଛିବା ଅର୍ଥ ହେଉଛି ଆପଣ ସେହି କାର୍ଯ୍ୟ ଉପରେ ବେଶି ଧ୍ୟାନ ଦେବା ଉଚିତ୍,ଯାହା ପ୍ରକୃତି ବା ଭଗବାନ୍ ଙ୍କ ସହ ଜଡ଼ିତ । ଯଦି ଆପଣ ଏମିତି କାମ ବାଛିବେ ତେବେ ଏଥିରେ ଆପଣଙ୍କୁ ନୂଆ ଉର୍ଜା ମିଳିବ। ଏମିତିକି ପ୍ରକୃତିର ଆଢ଼ୁଆଳରେ ରହି ଆପଣ ନିଜ ଜୀବନର କେତେକ ସମସ୍ୟା ର ମଧ୍ୟ ସମାଧାନ କରି ପାରିବେ । ଆମେ କହିବାର ଅର୍ଥ ହେଉଛି ପ୍ରଥମ ହୃଦୟ କୁ ବାଛିବା ର ଅର୍ଥ ହେଉଛି ପ୍ରକୃତି ସହ ଜଡ଼ିତ ରହିବା ।

ଦ୍ଵିତୀୟ ହୃଦୟ

ଏହା ବ୍ୟତୀତ ଯଦି ଆପଣ ଦ୍ଵିତୀୟ ହୃଦୟ କୁ ବାଛନ୍ତି ତେବେ ଏହାର ଅର୍ଥ ହେଉଛି କି ଏହି ସମୟରେ ଆପଣ ଦୂରଗାମୀ ଯୋଜନା ବିଷୟରେ ଭାବୁଛନ୍ତି ଓ ଏହି ସମୟ ଏଥିପାଇଁ ବହୁତ ଶୁଭ ଅଟେ। ଏହାର ଅର୍ଥ ଏହା କି ଆପଣଙ୍କୁ ନିଜ ପରିବାର ଓ ସେହି ଲୋକମାନଙ୍କ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯିଏ ଆପଣଙ୍କ ଉପରେ ନିର୍ଭର କରନ୍ତି ଓ ଏହା ସହିତ ଆପଣଙ୍କୁ ନିଜ ଭବିଷ୍ୟତ ବିଷୟରେ ମଧ୍ୟ ଉଚିତ୍ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ଏମିତିରେ ବି ଆପଣଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ଵ ନିଜେ ଉଠେଇବା ଆବଶ୍ୟକ। ଯଦି ଆମେ ସିଧା ଶବ୍ଦରେ କହିବୁ ତେବେ ଦ୍ଵିତୀୟ ହୃଦୟକୁ ବାଛିବାର ଅର୍ଥ ହେଉଛି ପରିବାର ବିଷୟରେ ଗମ୍ଭୀର ଭାବେ ବିଚାର କରିବା ।

ତୃତୀୟ ହୃଦୟ

ଏହା ବ୍ୟତୀତ ତୃତୀୟ ହୃଦୟକୁ ବାଛିବା ଅର୍ଥ ହେଉଛି କି ଆପଣଙ୍କ ଜୀବନରେ କିଛି ନୂଆ ହେବାକୁ ଯାଉଛି । କାରଣ ଏହି ହୃଦୟ ଆପଣଙ୍କ ପାଇଁ କିଛି ବିଶେଷ ଖବର ଆଣିକି ଆସିଛି । ଏମିତିକି ଆପଣଙ୍କ ହୃଦୟ ଓ ବୁଦ୍ଧି ରେ ଏହି ବିଚାର ନିଶ୍ଚିତ ଚାଲୁଥିବ କି ଯେଉଁ ଜୀବନ ଆପଣ ବଞ୍ଚୁଛନ୍ତି , କଣ ଆପଣ ସେହି ଜୀବନ ସବୁବେଳେ ବଞ୍ଚିବାକୁ ଚାହୁଁଥିଲେ ।

ତେବେ ଆମେ ଆପଣଙ୍କୁ ଜାଣିବା ପାଇଁ କହୁଛୁ ଯେ ଆପଣ ଜୀବନରେ ଯାହା କିଛି ହାସଲ କରିବାକୁ ଚାହୁଁଥିଲେ , ସେହି ସବୁ ହାସଲ କରିବାର ଉଚିତ୍ ସମୟ ଏବେ ଆସିଛି । ଏହି ହୃଦୟ କୁ ବାଛିବାର ଠିକ୍ ଅର୍ଥ ହେଉଛି କି ଯଦି ଆପଣ ଏହି ଯୋଗ୍ୟତା ଅନୁସାରେ ଭଲ କାମ କରି ପାରିନାହାଁନ୍ତି,ତେବେ ଏହି ସମୟରେ ଆପଣ ନିଜ ଜୀବନରେ ସବୁ କିଛି ଠିକ୍ କରି ପାରିବେ, କାରଣ ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଉଚିତ୍ ଅଟେ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *