ଭାରତର ସବୁଠୁ ସୁନ୍ଦର କିନ୍ନରକୁ ଦେଖି ଐଶ୍ୱର୍ଯାଙ୍କୁ ହେଇଥିଲା ଇର୍ଷା, ଫଟୋ ଦେଖିଲେ ଆପଣ ବି ହେଇଯିବେ ଦିବାନା

ଆମ ସମାଜରେ କିନ୍ନର ମାନଙ୍କୁ ଅଜବ ନଜରରେ ଦେଖିଥାନ୍ତି ଏବଂ ସେମାନଙ୍କୁ ଅଲଗା ସ୍ଥାନ ଦିଆଯାଇଛି । ଏମିତିକି ସେମାନଙ୍କୁ ତୃତୀୟ ଲିଙ୍ଗୀ ହିସାବରେ କୋର୍ଟ ତରଫରୁ ମାନ୍ୟତା ମିଳିସାରିଛି କିନ୍ତୁ ବ୍ୟବହାରିକ ହିସାବରେ ସେମାନଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ମଧ୍ୟ ସେମାନଙ୍କୁ ଘୃଣ୍ୟ ନଜରରେ ଦେଖିଯାଏ । ଆମେ ଆପଣଙ୍କୁ ଏମିତି ଏକ କିନ୍ନର ବିଷୟରେ କହିବାକୁ ଯାଉଛୁ କି ବଲିଉଡ ର ହିରୋଇନ ମଧ୍ୟା ତାଙ୍କ ଆଗରେ ଫିକା ପଡିଯିବେ ।

ଆଜିକାଲି ମଣିପୁର ବେଶ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କେବଳ ଗୋଟିଏ ସୁନ୍ଦର କିନ୍ନର ପାଇଁ । ଏହି କିନ୍ନର ର ଚର୍ଚା ଖାଲି ଦେଶରେ ନୂହେଁ ବିଦେଶରେ ମଧ୍ୟ ଖୁବ ଜୋର ଧରିଛି । ସତ କୁହାଯାଏ କି ସେହି କିନ୍ନରକୁ ଦେଖିଲେ ଆପଣଙ୍କ ମନ ତାଙ୍କ ପ୍ରତି ଆକର୍ଷିତ ହେବ ।

ମଣିପୁର କୁ ଭାରତର ଏକ ସୁନ୍ଦର ଜାଗା ବୋଲି ବିବେଚନା କରାଯାଏ । ଏଠାକାର ବାତାବରଣ ଓ ସବୁଜିମା ଯେତିକି ସୁନ୍ଦର ସେଠାର ମହିଳା ମାନେ ମଧ୍ଯ ସେତିକି ସୁନ୍ଦର ହୋଇଥାନ୍ତି । ସେହି ସୁନ୍ଦର କିନ୍ନର ଉପରେ ଯଦି କାହାର ନଜର ପଡେ ତେବେ ତାଙ୍କ ଉପରୁ ସହଜରେ ନଜର ହଟି ନଥାଏ । ଆପଣଙ୍କୁ ଜାଣଇ ଦେବାକୁ ଚାହୁଁଛୁ କି ମଣିପୁର ର ସେହି କିନ୍ନର ର ସୁନ୍ଦରତା ତୁଳନାରେ ଅନ୍ୟ ମହିଳାମାନେ ଫିକା ଅଟନ୍ତି ।

ଥାଇଲାଣ୍ଡର ଚେନ୍ୟୁରୀ ରେ ହୋଇଥିବା ପ୍ରତିଯୋଗୀତାରେ ବିଶେଷ ଭବରେ ଚୟନ ହୋଇଥିବା ୩୦ଜଣ ସୁନ୍ଦରୀ ମାନଙ୍କ ମଧ୍ୟରେ ସେ ଅନ୍ୟତମ ଅଟନ୍ତି । ତାଙ୍କର ନାମ ହୁଇରେମ ଅଟେ । ଏହି ପ୍ରତିଯୋଗିତା ୨୦୦୪ ରୁ ପ୍ରତିବର୍ଷ କରାଯାଉଛି । ହୁଇରେମ ବାଙ୍ଗାଲୋର ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଫ୍ୟାଶନ ଡିଜାଇନ ବି କରିଛନ୍ତି ।

ଏକଥା ବି ସତ ଯେ ତାଙ୍କ ପାଖରେ ସେମିତି କିଛି ଭଲ କାମ ନଥିଲା ସେଥିପାଇଁ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା । ଆମେ ଆପଣକୁ କହି ରଖୁଛୁ କି ଆଜି ତାଙ୍କର ମାତା ପିତା ଏଥିପାଇଁ ବହୁତ ଗର୍ବିତ ଅଟନ୍ତି । କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ କିନ୍ନର ଅଟେ ସେତେବେଳେ ସତେ କି ତାଙ୍କ ଉପରେ ପାହାଡ଼ ଖସି ପଡିଥିଲା । ତଥାପି ସେମାନେ ବହୁ ଶାନ୍ତି ଓ ଧୈର୍ଯ୍ୟର ସହକାରେ ଏହାକୁ ଆପଣାଇ ଥିଲେ ।

ହୁଇରେମଙ୍କ ପିତାଙ୍କୁ ଯେତେବେଳେ ତାଙ୍କ ପୁଅ ବିଷୟରେ ପଚରା ଯାଇଥିଲା ସେ କହିଲେ କି ତାଙ୍କ ପୁଅ କୌଣସି ଝିଅ ଠାରୁ କମ ନୂହେଁ । କେବେ ସେ ତାଙ୍କ ପୁଅର ଏହି ବ୍ୟକ୍ତିତ୍ୱକୁ ନାପସନ୍ଦ କରୁଥିଲେ କିନ୍ତୁ ପରେ ସେ ତାଙ୍କ ପର୍ସନାଲିଟିକୁ ଆପଣାଇ ନେଲେ । ଯେତେବେଳ ତାଙ୍କ ମାତାଙ୍କୁ ପଚରା ଯାଇଥିଲା ପୁଅର ଏହି ବ୍ୟବହାରେ ବିଷୟରେ ତାପରେ ସେ କହିଲେ କି ତାଙ୍କୁ ଯେତେବେଳ ଏକଥା ଜଣାପଡ଼ିଲା କି ତାଙ୍କ ପୁଅ ଝିଅଙ୍କ ଡ୍ରେସ ପ୍ରତି ଆକର୍ଷିତ ହୋଇଥିଲେ, ଏହାକୁ ଶୁଣି ତାଙ୍କୁ ବହୁତ ରାଗ ଆସିଥିଲା କିନ୍ତୁ ସମୟ ଅନୁସାରେ ତାଙ୍କୁ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପଡିଥିଲା ।

ହୁଇରେମ ଆପଣଙ୍କୁ କିପରି ଲାଗିଲେ ଆପଣ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ । ଭଲ ଲାଗୁଥିଏ ଲାଇକ ଓ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *