ଭାଇଙ୍କ ମରଶରୀର କୁ ଦେଖି ନିଜକୁ ସମ୍ଭାଳି ପାରିଲେ ନାହିଁ Pintu ଙ୍କ ଭଉଣୀ, କାନ୍ଦି କାନ୍ଦି ହେଇଗଲେ ବେହୋସ, ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁଙ୍କ ଦେହାନ୍ତରେ ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡିଛନ୍ତି ଅଭିନେତା ପିନ୍ଟୁ  ନନ୍ଦଙ୍କ ପରିବାର ! ତେବେ ସୂଚନା ମୁତାବକ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉନଥିବା ସମୟରେ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ଘଟିଥିଲା । ତେବେ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ସାରା ଓଡିଶାକୁ ଏକ ଦୁଃଖର ଶକ୍ତ ଝଟକା ଲାଗିଥିଲା । ତେବେ ପିନ୍ଟୁଙ୍କର ଦେହାନ୍ତ ପରେ ହାଇଦ୍ରାବାଦରୁ ଓଡିଶାକୁ ଗତ କାଲି ଅଣା ଯାଇଥିଲା ।

ତେବେ ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ପରେ ପିନ୍ଟୁଙ୍କ ବାସଭବନକୁ ପିନ୍ଟୁ ନନ୍ଦଙ୍କୁ ଅଣା ଯାଇଥିଲା । ତେବେ ସେଠାରେ ପିନ୍ଟୁଙ୍କ ମରଶରୀର ପହଞ୍ଚିଲା ପରେ ପିନ୍ଟୁଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ଲୋକଙ୍କର ଅନେକ ଭିଡର ସମାଗମ ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କ ଆଖି ଲୁହରେ ଝଳ ଝଳ ହୋଇଯାଇଥିଲା । ତେବେ ଏହାରି ମଧ୍ୟରେ ପିନ୍ଟୁଙ୍କ ଭଉଣୀ ଓ ତାଙ୍କ ପୁଅ କିଏ ନିଜର ଭାଇ ତ ଆଉ କିଏ ନିଜର ବାପା ହରାଇ ଥିବା ଦୁଃଖରେ ଭାଙ୍ଗି ପଡିଛନ୍ତି ।

ତେବେ ପିନ୍ଟୁଙ୍କର ପରଲୋକକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି । ତେବେ ସେଠାରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି କାହା ଆଖିରେ ବ ଲୁହ ଜକେଇ ନଆସିବ । ତେବେ ଛାତି ଫଟାଇ ପିନ୍ଟୁଙ୍କ ପରିବାର ଲୋକେ ପିନ୍ଟୁଙ୍କ ମରଶରୀର ପାଖରେ ଛିଡା ହୋଇ କାନ୍ଦୁଛନ୍ତି । ତେବେ ପିନ୍ଟୁଙ୍କ ଅନ୍ତିମ ଦର୍ଶନ କରିବା ନିମନ୍ତେ ଆଖପାଖ ସ୍ଥାନୀୟ ଲୋକଙ୍କର ମଧ୍ୟ ପିନ୍ଟୁଙ୍କ ଘର ଆଗରେ ଗହଳି ଦେଖିବାକୁ ମିଳିଛି ।

ତେବେ ପିନ୍ଟୁ ନନ୍ଦ ଏକ ଭଲ କଳାକାର ହେବା ସହ ଯେତେ ଯାହା ହେଲେ ବି ପିନ୍ଟୁ ଜଣେ ବହୁତ ଭଲ ମଣିଷଟିଏ ଥିଲେ । ତେବେ ଓଡିଶାର ସମସ୍ତ ସିନେ କଳାକାର ମଧ୍ୟ ପିନ୍ଟୁଙ୍କ ଦେହାନ୍ତରେ ଅତ୍ୟନ୍ତ ମ୍ରିୟମାଣ ହୋଇ ଦୁଃଖ ପ୍ରକାଶ କରୁଛନ୍ତି । ତେବେ ପିନ୍ଟୁଙ୍କ ଦେହାନ୍ତ ସିନେ ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ ଏକ ଲସ ବୋଲି ଏବେ ସବୁ କଳାକାରଙ୍କ ମୁହଁରେ ଏହି କଥା ରହୁଛି ।

ତେବେ ଓଡିଆର ଅତି ସୁପରିଚିତ କଳାକାର ପିନ୍ଟୁ ନନ୍ଦଙ୍କ ଅମରଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ସବୁବେଳେ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *