“ମୋ ସ୍ତ୍ରୀର ଆଉ ଗୋଟେ ପୁଅ ସହିତ ସମ୍ପର୍କ ଥିଲା, ସେ ସିନ୍ଦୁର ପିନ୍ଧାଉଥିବାର ମୋ ପୁଅ ଦେଖିଛି…” ନିଜ ସ୍ତ୍ରୀଙ୍କ କଳା କାରନାମା ବିଷୟରେ ବ୍ୟକ୍ତି ଜଣକ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ ।

ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି । ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା ।ତେବେ ଘଟଣା ଟି ହେଉଛି ପ୍ରବୀଣ କୁମାର ମହାପାତ୍ର ତେବେ ସେ ପଞ୍ଚଶଖା ନଗରରେ ରୁହନ୍ତି ତେବେ ତାଙ୍କ ଅଭିଯୋଗ ହେଉଛି କି ୨୦୨୧ ଜାନୁଆରୀ ୯ ରେ ତାଙ୍କ ବାପାଙ୍କ ହୃଦ୍ଘାତ ରେ ମୃତ୍ୟୁ ହୋଇଥିଲା ।

ସେତେବେଳେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ଚାଟିଂ ରେ ବ୍ୟସ୍ତ ଥିଲେ ତେବେ ଏହା ପରେ ସେ ତାଙ୍କ ସ୍ତ୍ରୀ କୁ ତାଙ୍କ ମାମୁଁ ଘରେ ଛାଡ଼ି ଦେଇଥିଲେ ଏବଂ ପରେ ସବୁ କାମ ପରେ ଫୁଣି ଘରକୁ ନେଇ ଆସିଥିଲେ । ତେବେ ଏହାର କିଛି ଦିନ ପରେ ତାଙ୍କ ବାପ ଘର ଲୋକ ସବୁ ଆସି ସେଠାରେ ପ୍ରବୀଣ ଙ୍କୁ ମାରିଥିଲେ ଏବଂ ସ୍ତ୍ରୀ ପିଲାକୁ ନେଇ ପଳେଇ ଥିଲେ ତେବେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମୁଁ ମୋ ପୁଅ କୁ ଦେଖି ପାରି ନଥିଲି କି କଥା ବି ହୋଇ ନଥିଲି ।

ତେବେ ଏହି କିଛି ଦିନ ତଳେ ମୁଁ ମୋ ସ୍ତ୍ରୀ ଙ୍କୁ ଫୋନ କରିବାରୁ ତାଙ୍କ ମାଆ ଫୋନ ଉଠାଇ ମୋତେ କହିଲେ କି ମୋ ସ୍ତ୍ରୀ ଜଣଙ୍କ ସହ ପଳେଇଛି ତେବେ ସେଠାରେ ପହଁଚି ଜାଣିବାକୁ ପାଇଲି କି ସେ ଯେଉଁଠି କାମ କରୁଥିଲା ସେଠାରେ ଯିଏ ବସ୍ ଥିଲେ ସେ ତାଙ୍କ ସହ ଦୀର୍ଘ କଥା ହେଉଥିଲା ଏବଂ ତାଙ୍କ ସହ ହିଁ ପଳେଇଛି । ତେବେ ସେହି ବ୍ୟକ୍ତି ଙ୍କ ର ମଧ୍ୟ ସ୍ତ୍ରୀ ଓ ଗୋଟିଏ ଝିଅ ଅଛି ।

ତେବେ ସେ ସେହି ବ୍ୟକ୍ତି କୁ ବାହା ହୋଇଛି କିମ୍ବା ନାହିଁ ଜଣା ନାହିଁ କିନ୍ତୁ ସେଠାରେ ମୋ ପୁଅ ସୁରକ୍ଷିତ ନାହିଁ ତେଣୁ ମୁଁ ଚାହୁଁଛି କି ମୋ ପୁଅ ମୋ ପାଖରେ ରହୁ ଏବଂ ତାର ସବୁ ଦାୟିତ୍ୱ କୁ ମଧ୍ୟ ମୁଁ ବହନ କରିବାକୁ ଚାହୁଁଛି ତେଣୁ ଏହି ଅଧିକାର ମୁଁ ଚାହୁଁଛି ସେଥିପାଇଁ ମୁଁ ଏହି ଅଭିଯୋଗ ନେଇ ଆସିଛି ତେବେ ମୋ ପୁଅ ମଧ୍ୟ ତା ମାମାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହ ସିନ୍ଦୁର ପିନ୍ଧାଉଥିବାର ଦେଖିଛି ଏବଂ ଚାଟିଂ କରିବାର ମଧ୍ୟ ଦେଖିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *