ସ୍କୁଲ ଛାତ୍ରୀ ପ୍ରେମ କରିଲା ସମୟରେ କେମିତି ଫସି ଗଲେ ଜଙ୍ଗଲ ଭିତରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।

ଏବେ ସମୟ ଏମିତି ହୋଇଯାଇଛି ଯେ, ସ୍କୁଲରେ ପାଠ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପ୍ରେମ କରୁଛନ୍ତି । ବନ୍ଧୁଗଣ ସ୍କୁଲ ଓ କଲେଜ ପିଲା ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହେଉଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ସ୍କୁଲ ଛାତ୍ରୀ ନିଜ ପ୍ରେମିକ ସହ ଏକ ନିଛାଟିଆ ଜାଗାରେ ରାସଲୀଳା କରୁଥିଲେ ।

ତେବେ ସେହି ସମୟରେ କିଛି ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ହଇରାଣ କରିଥିଲେ ଓ ଭିଡିଓ ରେକର୍ଡ କରିଥିଲେ । ଆପଣ ମାନେ ଏହି ଭିଡିଓ ଦେଖି ଜାଣି ପାରୁଥିବେ ଯେ, କିପରି ସ୍କୁଲ ଛାତ୍ର ଛାତ୍ରୀ ପ୍ରେମ କରୁଥିବା ସମୟରେ ହନ୍ତସନ୍ତ ହୋଇଛନ୍ତି । ଯୁବକ ମାନେ ଉଭୟ ସ୍କୁଲ ଛାତ୍ରୀ ଓ ତାର ପ୍ରେମିକକୁ ବହୁତ ହଇରାଣ କରିଥିଲେ ଯାହା ଭିଡିଓରେ ନଜର ଆସୁଛି ।

ତେବେ ଏହି ଘଟଣାଟି ଭାରତରେ ଘଟିଛି ହେଲେ ଆମ ଓଡିଶାର ନୁହେଁ । ବର୍ତ୍ତମାନ ଏହି ଭିଡିଓରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଅନେକ ଲୋକ ଏହି ଭିଡିଓକୁ ଦେଖି ନିଜ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓତ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *