ନିଜ ପୁତୁରା କୁ ହିଁ ପ୍ରେମ କରି ବସିଲା ମାଉସୀ, ବାହା ହେବା ପାଇଁ ଯେତେବେଳେ କରିଲା ଜିଦ୍ଦ, ଜାଣନ୍ତୁ ତା’ ପରେ କଣ ହେଲା ?

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ଏହି ସବୁ ମାମଲା ଅଧିକାଂଶ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଏହି ସବୁ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ  । ବନ୍ଧୁଗଣ ଆପଣ ମାନେ ଏହି କଥା ତ ନିଶ୍ଚୟ ଶୁଣିଥିବେ ଯେ, ‘ପ୍ରେମ ଅନ୍ଧ ହୋଇଥାଏ’ । କାରଣ ପ୍ରେମ କେବେବି କାହା ସହ ହୋଇପାରେ । ହେଲେ ପ୍ରେମ ସମ୍ବନ୍ଧିତ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଏହି ମାମଲାଟି ହେଉଛି ଉତ୍ତର-ପ୍ରଦେଶର ଫରିଜାବାଦ ଜିଲ୍ଲା ଅନ୍ତର୍ଗତ ଶିକୋହାବାଦ ଅଞ୍ଚଳରେ । ଏହି ସ୍ଥାନରେ ଏକ ମହିଳାକୁ ନିଜ ପୁତୁରା ସହ ପ୍ରେମ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । ବନ୍ଧୁଗଣ ଏହି ମାମଲାଟି ହେଉଛି ମାଉସୀ ଓ ପୁତୁରା ମଧ୍ୟରେ ହୋଇଥିବା ପ୍ରେମ ସମ୍ବନ୍ଧ ବିଷୟରେ ।

ନେହା ନାମକ ଏକ ମହିଳା ଶିକୋହବାଦ ଅଞ୍ଚଳରେ ନିଜ ବଡ ଭଉଣୀଙ୍କ ସହ ରହୁଥିଲେ । ନେହା ନିଜ ଅଧା ଜୀବନ ନିଜ ବଡ ଭଉଣୀ ସହ ବିତାଇ ଥିଲେ । ନେହାଙ୍କ ବଡ ଭଉଣୀଙ୍କର ଏକ ପୁଅ ଥିଲା । ସେହି ଦ୍ରୁଷ୍ଟିରୁ ସେହି ପୁଅ ଓ ନେହାଙ୍କ ମଧ୍ୟରେ ମାଉସୀ ପୁତୁରାର ସମ୍ପର୍କ ରହିଥିଲା । ହେଲେ ଗୋଟିଏ ଘରେ ରହିବା କାରଣରୁ ମାଉସ ଓ ପୁତୁରା ପରସ୍ପରକୁ ପ୍ରେମ କରି ବସିଥିଲେ । ନେହା ନିଜ ପୁତୁରା ର ପ୍ରେମରେ ପାଗଳ ହୋଇଯାଇଥିଲେ ।

ଏହି ଦୁଇଜଣ ପରସ୍ପର ସହ ଆଜୀବନ ରହିବା ପାଇଁ ମଧ୍ୟ ପ୍ରମିଜ କରିଦେଇଥିଲେ । ଏମାନଙ୍କ ଲଭ ଅଫେୟାର ବିଷୟରେ ପରିବାର ଲୋକ ଜାଣିନଥିଲେ । ଯାହାଫଳରେ ଏମାନଙ୍କ ଲଭ ଅଫେୟାର କିଛି ମାସ ଯାଏଁ ବହୁତ ଭଲ ଭାବରେ ଯାଇଥିଲା ।

ହେଲେ କିଛି ଦିନ ପରେ ନେହାର ଭଉଣୀ ନିଜ ପୁଅର ବିବାହ ଅନ୍ୟ ଏକ ଝିଅ ସହ କରିବାର ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ନେହା ବହୁତ ଦୁଃଖରେ ରହି ନିଜ ଭଉଣୀକୁ ମନର କଥା କହିଦେଇଥିଲେ । ଏହାପରେ ଘରେ ବହୁତ ପାଟି ତୁଣ୍ଡ ହୋଇଥିଲା ଓ ନେହାଙ୍କୁ ଘର ଲୋକ ବହୁତ ବୁଝାଇ ଥିଲେ ।

କିଛି ସମୟ ପରେ ଏହି ମାମଲା ପୋଲିସ ଥାନାକୁ ଯାଇଥିଲା । ଏହାପରେ ପୋଲିସ ଥାନାରେ ବହୁତ କିଛି ବୁଝାବଣା ହୋଇଥିଲା । ନେହାଙ୍କୁ ବହୁତ ବୁଝାଇବା ପରେ ସେ ନିଜ ମନରେ ପଥର ରଖି ପରିବାର ଲୋକଙ୍କ ସହ ଘରକୁ ଯାଇଥିଲେ ।

ବନ୍ଧୁଗଣ ଏହିପରି ମାମଲା ବହୁତ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ପ୍ରେମକୁ ଅନ୍ଧ କହି ସମସ୍ତେ ନିଜ ସୀମାପାର କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହି ରିକା ଭୁଲ କେବେ ହେଲେ କରିବେ ନାହିଁ, ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *