Bollywood ର ଏହି 7 ଜଣ Actress ଙ୍କ ମା’ ମାନେ ଦେଖାଯାନ୍ତି ତାଙ୍କ ଠାରୁ ବି ଅଧିକ ସୁନ୍ଦର ଆଉ ଷ୍ଟାଇଲିସ, Urvashi Rautela ଙ୍କ ମା’ ଲାଗନ୍ତି ସବୁଠୁ ଅଧିକ ହଟ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଯେଉଁ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ବଲିଉଡ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦେଖିବାକୁ ତ ସୁନ୍ଦର କିନ୍ତୁ ତାଙ୍କ ମାଆ ମଧ୍ୟ ଦେଖିବାକୁ କିଛି କମ ନୁହଁନ୍ତି ।

ତାଙ୍କର ମାଆ ମଧ୍ୟ ଦେଖିବାକୁ ତାଙ୍କ ଭଳି ଫିଟ ଓ ଦେଖିବାକୁ ମଧ୍ୟ ସୁନ୍ଦର ଅଟନ୍ତି । ଆପଣ ନିଜେ ହିଁ ଦେଖିଲେ ଜାଣିପାରିବେ ଯେ ଦୁଇଜଣଙ୍କ ମଧ୍ୟ ରେ କୌଣସି ଫରକ ହିଁ ଦେଖିବାକୁ ମିଳିବ ନାହିଁ । ଲୁକ ଓ ଷ୍ଟାଇଲ ମାମଲା ରେ ଏମାନେ ନିଜ ଝିଅ ଙ୍କୁ ବି ପଛରେ ପକାଇ ଦେବେ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ମାଆ ଝିଅ ଙ୍କ ଯୋଡି ବିଷୟ ରେ ଆହୁରି ଅଧିକ କଥା ।

ଉର୍ବଶୀ ରୋଉତେଲା ଓ ମୀରା ରୋଉତେଲା-ଉର୍ବଶୀ ରୋଉତେଲା ବଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ ଓ ମଡେଲ ଅଟନ୍ତି । ସେ ନିଜର ମଡେଲିଙ୍ଗ କ୍ୟାରିଅର ମଧ୍ୟରେ ଅନେକ ବଡ଼ ବଡ଼ ପୁରସ୍କାର ଜିତି ପାରିଛନ୍ତି । ସେ ମିସ ୟୁନିଭର୍ସ ର ଟାଇଟଲ ମଧ୍ୟ ନିଜ ନାମ ରେ କରିସାରିଛନ୍ତି । ଉର୍ବଶୀ ନିଜର ଫିଲ୍ମ କ୍ୟାରିଅର ର ଆରମ୍ଭ “ସିଂହ ସାହାଵ ଦ ଗ୍ରେଟ” ରୁ କରିଥିଲେ ।

ଉର୍ବଶୀ ରୋଉତେଲା ଙ୍କ ସୁନ୍ଦରତା ପାଇଁ ଅନେକ ଲୋକ ତାଙ୍କର ଦିୱାନା ଅଟନ୍ତି । ତେବେ ବନ୍ଧୁଗଣ ସେ ଏହି ସୁନ୍ଦରତା ନିଜ ମାଆ ଠାରୁ ହିଁ ପାଇଛନ୍ତି । ଅତି ନିକଟ ରେ ଉର୍ବଶୀ ସୋସିଆଲ ମିଡିଆ ରେ ତାଙ୍କ ମାଆ ଙ୍କ ସହିତ ତାଙ୍କର ଏକ ଫୋଟୋ ପୋଷ୍ଟ କରିଛନ୍ତି । ଏହି ଫୋଟୋ ଦେଖିଲେ ଆପଣ ଜାଣିପାରିବେ ଯେ ତାଙ୍କ ମାଆ ମଧ୍ୟ ଦେଖିବାକୁ ତାଙ୍କ ଠାରୁ କୌଣସି କମ ନୁହନ୍ତି । ସେ ମଧ୍ୟ ଦେଖିବାକୁ ଅଭିନେତ୍ରୀ ପରି ଅଟନ୍ତି ।

ଅନନ୍ୟା ପାଣ୍ଡେ ଓ ଭାବନା ପାଣ୍ଡେ-ଅନନ୍ୟା ପାଣ୍ଡେ ବଲିଉଡ ର ପ୍ରସିଦ୍ଧ ଅଭିନେତା ଚଙ୍କି ପାଣ୍ଡେ ଙ୍କ ର ଝିଅ ଅଟନ୍ତି । ଅନନ୍ୟା ପାଣ୍ଡେ ନିଜର ଅଭିନୟ କ୍ୟାରିଅର ର ଆରମ୍ଭ “ଷ୍ଟୁଡେଣ୍ଟ ଅଫ ଦ ଇୟର ୨” ରୁ କରିଥିଲେ । ଅନନ୍ୟା ବହୁତ କମ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏମିତି ରେ ଅନନ୍ୟା ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ତାଙ୍କ ମାଆ ମଧ୍ୟ ଦେଖିବାକୁ କିଛି କମ ସୁନ୍ଦର ନୁହଁନ୍ତି । ତାଙ୍କ ମାଆ ଙ୍କ ନାମ ହେଉଛି ଭାବନା ପାଣ୍ଡେ । ସେ ଅନେକ ସମୟ ରେ ନିଜ ମାଆ ଙ୍କ ସହିତ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି ।

ଶ୍ରଦ୍ଧା କପୁର ଓ ଶିବାଙ୍ଗୀ କପୁର-ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ଲିଷ୍ଟ ରେ ଶ୍ରଦ୍ଧା କପୁର ଙ୍କ ନାମ ଆସିଥାଏ । ଶ୍ରଦ୍ଧା କପୁର ବହୁତ କମ ସମୟ ମଧ୍ୟରେ ବଲିଉଡ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବହୁତ କମ ସମୟ ମଧ୍ୟରେ ସେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଯାଇଛନ୍ତି ।

ଆପଣଂକୁ ଜଣାଇ ଦେଉ ଅଛୁ କି ଶ୍ରଦ୍ଧା କପୁର ଙ୍କ ମାଆ ଙ୍କ ନାମ ଶିବାଙ୍ଗି କପୁର ଅଟେ । ସେ ମଧ୍ୟ ନିଜ ଝିଅ ଙ୍କ ଠାରୁ ଦେଖିବାକୁ ଆହୁରି ଅଧିକ ସୁନ୍ଦର ଅଟନ୍ତି । ଶ୍ରଦ୍ଧା କପୁର ସମ୍ପୂର୍ଣ୍ଣ ଭାବରେ ନିଜ ମାଆ ଙ୍କ ଭଳି ହିଁ ଦେଖା ଯାଇଥାନ୍ତି । ତେବେ ଶ୍ରଦ୍ଧାଙ୍କୁ ଦେଖିକି ହିଁ ଆପଣ ଜାଣିପାରିଥିବେ ଯେ ତାଙ୍କ ମାଆ କେତେ ସୁନ୍ଦର ଅଟନ୍ତି ।

ଆଲିଆ ଓ ପୂଜା ବେଦୀ- ଉଭୟ ଆଲିଆ ଏବଂ ପୂଜା ବେଦୀ ସେମାନଙ୍କର ଫ୍ୟାଶନେବଲ୍ ଷ୍ଟାଇଲ୍ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । 23 ବର୍ଷୀୟ ଆଳିଆ ଙ୍କ ମା ସୁନ୍ଦରତାରେ କିଛି କମ ନୁହନ୍ତି । ସେ ତାଙ୍କ ଝିଅ ପରି ମଧ୍ୟ ବହୁତ ବୋଲ୍ଡ ଲାଗନ୍ତି ।

ଆଲିଆ ଭଟ୍ଟ ଓ ସୋନି ରଜଦାନ – ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟଙ୍କୁ ବିବେଚନା କରାଯାଏ । ଲକ୍ଷ ଲକ୍ଷ ଲୋକ ତାଙ୍କର ସୁନ୍ଦରତା ଏବଂ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପାଗଳ । ଆମେ ଆପଣଙ୍କୁ କହିବୁ କି ଆଲିଆ ଭଟ୍ଟଙ୍କ ମା ସୋନି ରଜଦାନ ମଧ୍ୟ ସୁନ୍ଦରତା ଦୃଷ୍ଟିରୁ ଆଲିଆଙ୍କ ଠାରୁ କିଛି କମ ନୁହନ୍ତି । ସୋନି ରଜଦାନ 64 ବର୍ଷ ବୟସରେ ପହଞ୍ଚିଛନ୍ତି କିନ୍ତୁ ତାଙ୍କ ସୁନ୍ଦରତା ଏହି ବୟସରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।

ଟ୍ୱିଙ୍କଲ୍ ଖାନ୍ନା ଓ ଡିମ୍ପଲ୍ କପାଡିଆ- ଟ୍ୱିଙ୍କଲ ଖାନ୍ନା ବଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଡିମ୍ପଲ କାପାଡିଆଙ୍କ ଝିଅ । ଟ୍ୱିଙ୍କଲ ଖାନ୍ନା 47 ବର୍ଷ ବୟସ ରେ ପହଞ୍ଚିଛନ୍ତି  କିନ୍ତୁ ଏହି ବୟସରେ ମଧ୍ୟ ତାଙ୍କ ସୁନ୍ଦରତା ମଳିନ ପଡି ନାହିଁ । ଟ୍ୱିଙ୍କଲ ଖାନ୍ନାଙ୍କ ମା’ ମଧ୍ୟ ଏବେ ବହୁତ ସୁନ୍ଦର ଲାଗନ୍ତି । ଏହି ଦୁଇ ମା- ଝିଅ ର ଯୋଡି ବହୁତ ଷ୍ଟାଇଲିସ୍ ।

ଇଶା ଦେଓଲ ଓ ହେମା ମାଲିନି – ବଲିଉଡ ଇଣ୍ଡଷ୍ଟ୍ରିର ଡ୍ରିମ୍ ଗାର୍ଲ ଭାବରେ ଜଣାଶୁଣା ଅଭିନେତ୍ରୀ ହେମା ମଲିନିଙ୍କ ଝିଅ ଇଶା ଦେଓଲ ମଧ୍ୟ ତାଙ୍କ ମା ’ ଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ କିନ୍ତୁ ସେ ତାଙ୍କ ମା ଙ୍କ ପରି ସଫଳ ହୋଇନଥିଲେ। ଯଦି ଆମେ ଇଶା ଦେଓଲଙ୍କ ସୁନ୍ଦରତା ବିଷୟରେ କହିବା, ତେବେ ସେ କେବଳ ତାଙ୍କ ମା’ଙ୍କଠାରୁ ସୁନ୍ଦରତା ପାଇଛନ୍ତି । ହେମା ମାଳିନୀ ଏବେ ବି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *