ନିଜ ପରିସ୍ରା ବିକ୍ରି କରି କୋଟିପତି ହେଲେ ମଡେଲ, ଏମିତି କଣ ଅଛି ସେହି ପରିସ୍ରାରେ କି ଯାହାର 1 କପ ପରିସ୍ରାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣିପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଜଣେ ମହିଳା ନିଜ ପରିସ୍ରା ବିକି କୋଟିପତି ହୋଇଛନ୍ତି । ଆଜିକାଲି ଦୁନିଆରେ ଟଙ୍କା ଅର୍ଜନ କରିବାର ବିଭିନ୍ନ ଉପାୟ ରହିଛି । ଜଣେ ବ୍ୟକ୍ତି ଚାହିଁଲେ ଯେକୌଣସି କାମ କରି ଟଙ୍କା ରୋଜଗାର କରିପାରିବ । ହେଲେ ପରିସ୍ରା ବିକ୍ରି କରି କୋଟିପତି ହେବା ନିଶ୍ଚୟ ଏକ ଆଶ୍ଚର୍ଯ୍ୟର କଥା ।

ଅନଲାଇନରେ ପରିସ୍ରା ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି ଜଣେ ମଡେଲ । ପରିସ୍ରାକୁ ଲୋକମାନେ ଘୃଣା କରନ୍ତି ହେଲେ ଏମିତି ବି ସ୍ଥାନ ଅଛି ଯେଉଁଠି ପରିସ୍ରାକୁ ଲୋକ କିଣି ନେଇଯାନ୍ତି । କାର୍ସକୁଟି ନାମକ ଜଣେ ମଡେଲ ନିଜ ପରିସ୍ରାକୁ ବିକ୍ରି କରି ବହୁତ ଟଙ୍କା ଅର୍ଜନ କରୁଛନ୍ତି । ଏକ କପ୍ ପରିସ୍ରାକୁ ସେ ପାଞ୍ଚ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି ।

ସେ ୨୦୧୬ ମସିହାରୁ ଏଭଳି ବ୍ୟବସାୟ ଆରମ୍ଭ କରିଥିଲେ ଓ ସେ ୧୦ ମିନିଟ ପର୍ଯ୍ୟନ୍ତ ପରିସ୍ରା କରୁଥିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପେସାରେ ସେ ଜଣେ ଫଟୋ ଗ୍ରାଫର ହୋଇଥିବାରୁ ତାଙ୍କର ଏହି ଭିଡିଓକୁ ଦେଖି ଲୋକମାନେ ବେସ ପ୍ରଶଂସା କରିଛନ୍ତି । ତାଙ୍କ ୟୁରିନ ଗୋଲ୍ଡ ଲିକ୍ଵେଡ ଭଳି ହୋଇଥିବାରୁ ସେ ଏତେ ଟଙ୍କା ରୋଜଗାର କରିପାରୁ ଛନ୍ତି ।

କାର୍ସକୁଟିଙ୍କ ବ୍ୟତୀତ ଆମେରିକାର ଷ୍ଟିଭେନ ମେଟୋ ନାମକ ଜଣେ ମହିଳା ନିଜ ବାୟୁ ବିକ୍ରି କରୁଥିଲେ । ସେ ନିଜ ବାୟୁକୁ ଏକ ଜାରରେ ବନ୍ଦ କରି ଏଥିରେ ଗୋଲାପ ପାଖୁଡା ମିଶାଇ ବିକ୍ରି କରୁଥିଲେ । ଏହାକୁ ବିକ୍ରି କରି ସେ ଗୋଟିଏ ସପ୍ତାହରେ ୪୦ ଲକ୍ଷ ରୋଜଗାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *