ବିବାହରେ ସ୍ୱାମୀ ଏମିତି କ’ଣ କଲା ? ଯେଉଁଥିପାଇଁ ବିବାହ ପରଦିନ ସ୍ତ୍ରୀ ଦେଲା ଛାଡ଼ପତ୍ର…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣିପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବିବାହ କରିବା ଓ ଛାଡପତ୍ର ଦେଇଦେବା କଣ ଏତେ ଶସ୍ତା କାରଣ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ବିବାହ ପରଦିନ ସ୍ଵାମୀକୁ ଛାଡପତ୍ର ଦେଇଛି ସ୍ତ୍ରୀ । ବିବାହରେ ସ୍ଵାମୀ ଏମିତି କଣ ଭୁଲ କଲେ ଯେ, ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଦେଲେ ତାକୁ ଏବେ ଚର୍ଚା ।

ବିବାହରେ ଦୁଇଟି ମନର ମିଳନ ହୋଇଥାଏ ଓ ଉଭୟ ସ୍ଵାମୀ ସ୍ତ୍ରୀ ୭ ଜନ୍ମର ସାଥି ହୋଇଥାନ୍ତି । ଉଭୟ ବର କନ୍ୟା ଏହି ଦିନର ଅପେକ୍ଷା କରିଥାନ୍ତି ଓ ବିବାହ ସମସ୍ତଙ୍କ ପାଇଁ ବହୁତ ଖାସ ଅଟେ । ଯଦି ଆପଣଙ୍କ ପାର୍ଟନର କିଛି ଭୁଲ କରିବେ ତା ହେଲେ ଆପଣ କଣ କରିବେ ହେଲେ ଜଣେ ମହିଳା ନିଜ ସ୍ଵାମୀଙ୍କର ଗୋଟେ ଭୁଲ ପାଇଁ ତାଙ୍କୁ ଛାଡପତ୍ର ଦେଇଛନ୍ତି । ଏହା ବିଷୟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ।

ସେ କହିଛନ୍ତି, ବିବାହ ଦିନ କେକ୍ କାଟିବା ପାଇଁ ଯୋଜନା କରିଥିଲେ ଓ ମହିଳା ଜଣକ ଚାହୁଁ ଥିଲେ ଯେପରି କେହି ତାଙ୍କ ମୁହଁରେ କେକ୍ ନଲଗାଇବେ । ଏ କଥା ତାଙ୍କ ସ୍ଵାମୀ ମଧ୍ୟ ଜାଣିଥିଲେ ଏହା ପରେ ତାଙ୍କ ସ୍ଵାମୀ କେକ୍ ରେ ମାଡି ଦେଇଥିଲେ ଯାହା ସେ ବିଲୁକୁଲ ଚାହୁଁ ନଥିଲେ । ଖ୍ରୀଷ୍ଟମାସ ପୂର୍ବରୁ ହୋଇଥିବା ବିବାହକୁ ଏହି ଜାନୁୟାରୀ ଶେଷ ସୁଧା ବିଚ୍ଛେଦ କରିବାକୁ ଚାହୁଁ ଛନ୍ତି ମହିଳା ।

ମହିଳାଙ୍କ ସ୍ଵାମୀ ତାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଥିଲେ । ତେଣୁ ସେ ଜାଣିଶୁଣି ଏଭଳି କରିଛନ୍ତି ବୋଲି ମହିଳା କହିଛନ୍ତି । ତାଙ୍କ ସ୍ଵାମୀ ଆଗରୁ ଏକ କପ୍ କେକ୍ ରଖିଥିଲେ କାରଣ ସେ ଏମିତି କରିବାକୁ ଚାହୁଁ ଥିଲେ । ଏହି ଘଟଣା ପରେ ତାଙ୍କ ସ୍ଵାମୀ ତାଙ୍କୁ କ୍ଷମା ମାଗିଥିଲେ ଓ ବିବାହ ବିଚ୍ଛେଦ ନକରିବା ପାଇଁ କହିଥିଲେ । ହେଲେ ସୋସିଆଲ ମିଡିଆ ୟୁଜର୍ସ ମାନେ ବରକୁ ଦୋଷୀ କରିବା ସହ କନ୍ୟାଙ୍କ ନିଷ୍ପତ୍ତି ଉପରେ ସମର୍ଥନ କରୁଛନ୍ତି ।

Leave a Reply

Your email address will not be published. Required fields are marked *