ବାଛନ୍ତୁ ନିଜ ପସନ୍ଦର ଗୋଟିଏ ହୃଦୟ ଓ ଜାଣନ୍ତୁ ନିଜ ବିଷୟରେ କିଛି କଥା- Personality Test

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜଣେ ବ୍ୟକ୍ତି ର ପସନ୍ଦ ତାର ଜୀବନ ର ବିଚାର ଓ ସ୍ଵଭାଵ ର ଆଇନା ହୋଇଥାଏ।ଏଥିରୁ ସେହି ବ୍ୟକ୍ତିର ସ୍ଵଭାଵ ବିଷୟ ରେ ଜଣା ପଡିଥାଏ।ଜଣେ ବ୍ୟକ୍ତିର ସ୍ଵଭାଵ ରୁ ସେ ବ୍ୟକ୍ତି ର ସେହି ବ୍ୟକ୍ତିର ଚରିତ୍ର ସମ୍ପର୍କରେ ଜଣାପଡ଼ିଥାଏ।ଆଜି ଆମେ ଆପଣ ନିଜ ବିଚାର ମାଧ୍ୟମରେ କିପରି ନିଜର ସ୍ଵଭାଵ ଜାଣି ପାରିବେ ସେ ସମ୍ପର୍କରେ ଜଣେଇବାକୁ ଯାଉଛ।ବର୍ତ୍ତମାନ ଆପଣ ଙ୍କୁ ୪ ଟି ରଙ୍ଗର ହୃଦୟ ଦେଖେଇବୁ ଏହା ମଧ୍ୟରୁ ଆପଣ ଗୋଟିଏ ରଙ୍ଗକୁ ବାଛିବେ ଏବଂ ଆମେ ଆଜି ସେହି ରଙ୍ଗ ଅନୁସାରେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ।

ଏହା ଦ୍ଵାରା ଆପଣ ଜାଣି ପାରିବେ ନିଜ ବିଷୟରେ କିଛି ଖାସ କଥା।ତେବେ ଆସନ୍ତୁ ଜାଣିବା ଏହି ରୋଚକ ତଥ୍ୟ ସମ୍ପର୍କରେ। ବର୍ତ୍ତମାନ ଆପଣ ଏହି ୪ଟି ହୃଦୟ ମଧ୍ୟରୁ ଗୋଟିଏ ହୃଦୟ ବାଛନ୍ତୁ।ବର୍ତ୍ତମାନ ଆପଣ ଯେଉଁ ରଙ୍ଗର ହୃଦୟ ବାଛିଛନ୍ତି ସେ ବିଷୟରେ ଆମେ ଆପଣଙ୍କୁ କିଛି ଖାସ କଥା କହିବାକୁ ଯାଉଛୁ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ପ୍ରଥମ ହୃଦୟ ବାଛିଥିବା ବ୍ୟକ୍ତି ମାନେ ସ୍ଵଭାଵ ରେ ବହୁତ ଦୁଃଖିତ ହୋଇଥାନ୍ତି।ଏହି କାରଣ ରୁ ସେ ସମସ୍ତ ଛୋଟ ଛୋଟ କଥାରେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଥାନ୍ତି।ଆପଣ ମାନେ ସ୍ପଷ୍ଟ ବାଦୀ ହୋଇଥାନ୍ତି।ଆପଣ କେବେ ମଧ୍ୟ ବୁଲେଇ ବଙ୍କେଇ କଥା କୁହନ୍ତି ନାହିଁ କିମ୍ବା ଶୁଣିବାକୁ ପସନ୍ଦ କରନ୍ତି ନାହିଁ।

ଆପଣଙ୍କ ଜୀବନରେ ସମ୍ପର୍କର ମହତ୍ତ୍ୱ ବହୁତ ଅଧିକ ହୋଇଥାଏ।ଆପଣ ସମସ୍ତ ସମ୍ପର୍କ ପ୍ରତି ବହୁତ ବିଶ୍ୱସ୍ତ ହୋଇଥାନ୍ତି ଓ ସଚ୍ଚୋଟ ମଧ୍ୟ ହୋଇଥାନ୍ତି।ନିଜ ସାଙ୍ଗ ମାନଙ୍କ ର ଗ୍ରୁପରେ ବହୁତ ସ୍ୱତନ୍ତ୍ର ହୋଇଥାନ୍ତି।ଆପଣଙ୍କ ସହିତ ମିଶିବା କୁ ସବୁ ଭଲ ପାଇଥାନ୍ତି।ଆପଣ ନିଜ କାର୍ଯ୍ୟ ପ୍ରତି ବହୁତ ଉତ୍ସାହିତ ଥାନ୍ତି।ନିଜ ଛୋଟ ଛୋଟ କାମ କୁ ସେମାନେ ଗମ୍ଭୀରତା ର ସହିତ ତୁଲାଇ ଥାନ୍ତି।

ଏହାପରେ ଆମେ କଥା ହେବେ ଦ୍ଵିତୀୟ ହୃଦୟ ବିଷୟରେ।ଏମାନେ ବହୁତ ସଫା ଏବଂ ସ୍ୱଚ୍ଛ ହୃଦୟ ର ବ୍ୟକ୍ତି ହୋଇଥାନ୍ତି।ଏହି ବ୍ୟକ୍ତି ମାନେ ଖୋଲା ବିଚାରର ଏବଂ ବନ୍ଧୁତା ପୂର୍ଣ୍ଣ ହୋଇଥାନ୍ତି।ଆପଣ ନିଜର ଆଖପାଖ ର ମାହୋଲ ହାସଖୁସି ରଖିବାକୁ ସବୁବେଳେ ପ୍ରୟାସ କରିଥାନ୍ତି।ଆପଣ ନିଜର ଭାବନା ପାଇଁ ଜଣାଯାଇଥାନ୍ତି।ଆପଣ କେବଳ ଅନ୍ୟର ସୁଖରେ ନୁହେଁ ଅନ୍ୟର ଦୁଃଖରେ ମଧ୍ୟ ସାଥ ଦେଇଥାନ୍ତି।ଆପଣ ବହୁତ ଭରସାବାନ ବ୍ୟକ୍ତି ଅଟନ୍ତି।

ଆପଣ ଜାଣିଶୁଣି କାହାର ବିଶ୍ୱାସ ଭାଙ୍ଗନ୍ତି ନାହିଁ।ଏହି କାରଣ ରୁ ଆପଣଙ୍କୁ ସହଜରେ ବିଶ୍ୱାସ କରାଯାଇପାରେ।ସବୁ ସମୟରେ ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି ସେଥିପାଇଁ ଆପଣଙ୍କର ଏକ ନିର୍ଦ୍ଧିଷ୍ଟ ପରିଚୟ ରହିଛି।ସବୁ ବିଷୟରେ ଆପଣଙ୍କ ରାୟ ସଠିକ ହୋଇଥାଏ।ସତ କୁ ସତ କହିବାରେ ଆପଣ ବିଲକୁଲ ବି ଡରନ୍ତି ନାହିଁ।ଆପଣ ସବୁବେଳେ ସତ ର ସାଥ ଦେଇଥାନ୍ତି।

ବର୍ତ୍ତମାନ ଯେଉଁ ମାନେ ତୃତୀୟ ହୃଦୟ ବାଛିଥିବା ଲୋକଙ୍କ ବିଷୟରେ କଥା ହେବା।ଆପଣ ଜୀବନରେ ସ୍ୱତନ୍ତ୍ରତା ର ପକ୍ଷରେ ରହିଥାନ୍ତି।ଆପଣ ନିଜ ଜୀବନ ନିଜ ଅନ୍ଦାଜ ରେ ବଂଚିବାକୁ ପସନ୍ଦ କରିଥାନ୍ତି।ଆପଣ ସବୁବେଳେ ପଜିଟିଭ ରହିଥାନ୍ତି ଏବଂ ନିଜର ଆଖପାଖ ରେ ମଧ୍ୟ ସେହିଭଳି ମାହୋଲ ଆଶା କରିଥାନ୍ତି।ଆପଣ କାମ ପାଇଁ ଅନ୍ୟ କାହା ଉପରେ ନିର୍ଭର କରନ୍ତି ନାହିଁ।ଆପଣ ସବୁ କାମ କୁ ସମ୍ଭାଳି କରି କରିଥାନ୍ତି।ଆପଣଙ୍କ ଗୁଣ ସମସ୍ତଙ୍କୁ ସାଙ୍ଗରେ ନେଇକରି ଚାଲିଥାନ୍ତି।ତେଣୁ ସମସ୍ତେ ଆପଣଙ୍କର ଏହି ସଂଗତି ପ୍ରତି ଆକର୍ଷିତ ହୋଇଥାନ୍ତି।ସବୁ ପରିସ୍ଥିତି ରେ ଆପଣ ଦୃଢ଼ ଭାବରେ ଠିଆ ହୋଇ ରହିଥାନ୍ତି।ଏହା ଆପଣଙ୍କର ଏକ ଭଲ ପ୍ରକୃତି ହୋଇଥାଏ।

ବର୍ତ୍ତମାନ କଥା ହେବା ଯେଉଁମାନେ ଚତୁର୍ଥ ହୃଦୟ ବାଛିଛନ୍ତି ତାଙ୍କ ବିଷୟରେ।ଆପଣ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଓ ସଚ୍ଚୋଟ ମଧ୍ୟ ହୋଇଥାନ୍ତି।ନିଜ ପାଇଁ ଆପଣ କାହାକୁ କଷ୍ଟ ଦିଅନ୍ତି ନାହିଁ।ଆପଣ ନିଜ ବାଣୀ ଏବଂ କଥା ବାର୍ତା ପାଇଁ ବହୁତ ଲୋକଙ୍କ ହୃଦୟରେ ଜାଗା ତିଆରି କରିଥାନ୍ତି।ଆପଣଙ୍କର ଏକ ଅଲଗା ସ୍ୱପ୍ନର ଦୁନିଆ ଅଛି ଓ ଆପଣ ସେଥିରେ ହିଁ ବଂଚିଥାନ୍ତି।ଆପଣ ସ୍ଵଭାଵ ରେ ଟିକେ ରାହସ୍ୟମୟୀ ଅଟନ୍ତି ସେଥିପାଇଁ ନିଜର ବ୍ୟକ୍ତିଗତ କଥା ଆଉ କାହାକୁ କହି ନ ଥାନ୍ତି।ଆପଣ ନିଜ ପରିବାର କୁ ବହୁତ ଭଲ ପାଇଥାନ୍ତି ଓ ନିଜ ପରିବାର ର ଦ୍ୱାୟିତ୍ୱ ମଧ୍ୟ ବହୁତ ଭଲ ଭାବରେ ନେଇଥାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *