Bollywood ଓ South ଇଣ୍ଡଷ୍ଟ୍ରି ର ଏହି 5 ଟି ଫେମସ ଯୋଡି 2021 ରେ ବିବାହ କରିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବର୍ଷ 2020 ଟି କରାନା ମାହାମାରୀ ହେତୁ ସମସ୍ତଙ୍କ ପାଇଁ ବହୁତ କଷ୍ଟଦାୟକ ରହିଛି ହେଲେ ଅନ୍ୟ ପକ୍ଷରେ ବଲିଉଡ ଓ ସାଉଥର କିଛି ଷ୍ଟାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ନୂଆ ଜୀବନର ଆରମ୍ଭ କରିଛନ୍ତି । ବନ୍ଧୁଗଣ ସାଧାରଣତଃ କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ନୂଆ ବର୍ଷ ୨୦୨୧ରେ କେତେକ ଷ୍ଟାର୍ସ ମାନେ ବିବାହ କରିବାକୁ ଯାଉଛନ୍ତି ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଷ୍ଟାର୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର୍ସ ମାନଙ୍କ ବିଷୟରେ ।


ରଣବିର କପୁର ଓ ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟ । ଲକଡାଉନ ସମୟରେ ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ଲିଭିଙ୍ଗ ରିଲେସନସିପରେ ରହିଥିଲେ । ଏମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ନିଜ ରିଲେସନ ବିଷୟରେ କହିସାରିଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, ଏହି ଦୁଇଜଣ ଆସୁଥିବା ବର୍ଷ ୨୦୨୧ରେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଶୃତି ହସନ ଓ ମାଇକେଲ କୋର୍ସେଲ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥ ଅଭିନେତ୍ରୀ ଶୃତି ହସନ ଓ ତାଙ୍କ ବୟଫ୍ରେଣ୍ଡ ମାଇକେଲ କୋର୍ସେଲ । ବନ୍ଧୁଗଣ ଏହି ଦୁଇଜଣ ଗତ ବର୍ଷ ଏକ ସ୍ଟେଜ ସୋରେ ସାକ୍ଷାତ କରିଥିଲେ ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଏମାନେ ପରସ୍ପରକୁ ଡେଟ କରିଥିଲେ । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ଖବର ମିଳିଛି ଯେ, ଏହି ଦୁଇଜଣ ଆସୁଥିବା ବର୍ଷ ୨୦୨୧ରେ ବିବାହ କରିବାକୁ ଯାଉଛନ୍ତି ।

ଟାଇଗର ଶ୍ରୋଫ ଓ ଦିଶା ପଟାନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରୋଫ ଓ ଅଭିନେତ୍ରୀ ଦିଶା ପଟାନୀ । ଏହି ଦୁଇଜଣ ପରସ୍ପରକୁ ୪ ବର୍ଷ ହେବ ଡେଟ କରୁଛନ୍ତି, ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ଏହି ଦୁଇଜଣ ଆସୁଥିବା ବର୍ଷ ୨୦୨୧ରେ ପରସ୍ପର ସହ ବିବାହ କରିପାରନ୍ତି ।

ପ୍ରଭାସ ଓ ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଅନୁସ୍କା ସେଟି । ବାହୁବଲି ଫିଲ୍ମରୁ ପ୍ରସିଦ୍ଧି ହାସଲ କରିଥିବା ଏହି ଦୁଇଜଣ କଳାକାର ନିଜ ରିଲେସନକୁ ନେଇ ବହୁତ ସମୟ ହେବ ଚର୍ଚାରେ ରହିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଏହି ଦୁଇଜଣ ଆସୁଥିବା ବର୍ଷ ୨୦୨୧ରେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *