TV ଦୁନିଆରୁ ଆସିଲା ଏକ ବଡ ଦୁଃଖ ଖବର, ମାତ୍ର 29 ବର୍ଷ ବୟସରେ ଆଖି ବୁଜିଦେଲେ ସିରିଏଲ ‘Jodha Akbar’ ର ଏହି Actress

ବନ୍ଧୁଗଣ, ପାପୁଲାର ଟିଭି ସୋ ଯୋଦ୍ଧା ଅକବର ର ଅଭିନେତ୍ରୀ ମନୀଷା ୟାଦବ ର ଅକ୍ଟୋବର ୧ ତାରିଖ କୁ ନି-ଧ-ନ ହୋଇଗଲା । ସେ ସୋ ରେ ସଲିମା ବେଗମ ର କିରଦାର ନିଭାଇ ଥିଲେ । ମାତ୍ର ବର୍ତ୍ତମାନ ତାଙ୍କର ମୃ-ତ୍ୟୁ କିପରି ହେଲା ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ । ସୂଚନା ଅନୁଯାୟୀ ମନୀଷା ଙ୍କ ମୃ-ତ୍ୟୁ ତାଙ୍କର ବ୍ରେ-ନ ହେ-ମ-ରେ-ଜ କାରଣରୁ ହୋଇଅଛି ।

ଏହି ସୋ ରେ ତାଙ୍କ ସହିତ କାମ କରିଥିବା ପରିଧି ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ରେ ଇମେଜ ଶେୟାର କରି ଏହି ଖବର ର ପୁଷ୍ଟି କରିଛନ୍ତି । ପରିଧି ଶର୍ମା ନିଜ ଇନଷ୍ଟାଗ୍ରାମ ଆଇଡି ରେ ଷ୍ଟୋରି ରେ ମନୀଷା ୟାଦବ ର ଫଟୋ ଦେଇ କହିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ଭାବରେ ହୃଦୟ ଭା-ଙ୍ଗି ସାରିଅଛି । ଏହା ସହିତ ପରିଧି ଶର୍ମା କହିଛନ୍ତି ଯେ, ସୋ ଯୋଦ୍ଧା ଅକବର ବନ୍ଧ ହେବା ପରେ ସେ ମନୀଷା ୟାଦବ ଙ୍କ ଟଚ ରେ ନଥିଲେ ।

ସୋ ରେ ବେଗମ ର ରୋଲ ରେ ଅଭିନୟ କରିଥିବା ସମସ୍ତ  ଅଭିନେତ୍ରୀ ୱାଟ୍ସାପ ଗୃପ ରେ ଅଛନ୍ତି । ଆମ୍ଭେ ମାନେ ଏହି ଗୃପ ମାଧ୍ୟମରେ ପରସ୍ପର ଙ୍କ ସହିତ ଜଡିତ ହୋଇ ରହିଥାଉ । ଏହି ଗୃପ ରେ ଯେ କୌଣସି ମେମ୍ବର ଏଥିରେ ଜରୁରୀ କଥା ମଧ୍ୟ ଶେୟାର କରି ଦେଉଥିଲେ । ମତେ କାଲି ମନୀଷା ଙ୍କ ପରଲୋକ ହେବାର ଖବର ମିଳିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପରିଧି କହିଥିଲେ ଯେ ମନୀଷା ୟାଦବ ଜୁଲାଇ ମାସରେ ନିଜ ପୁଅ ର ପ୍ରଥମ ଜନ୍ମ ଦିନ ସେଲିବ୍ରେଟ କରିଥିଲେ ।

ସେ ନିଜ ଟ୍ଵିଟର ଆକାଉଣ୍ଟ ରେ ନିଜ ପୁଅ ର ଜନ୍ମ ଦିନ ର ଫଟୋ ଅ-ପ-ଲୋ-ଡ କରିଥିଲେ । ଏଥିରେ ମନୀଷା ଲେଖିଥିଲେ ଯେ, ମୋର ବେବି ର ପ୍ରଥମ ଜନ୍ମ ଦିନର ଅନେକ ଅନେକ ଶୁଭ କାମନା । ମୋ ଜୀବନରେ ପ୍ରକାଶ ସାଦୃଶ୍ୟ ତୁମେ, ତମର ମା’ ହୋଇଥିବା ରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି ।  ମୁଁ ତୁମକୁ ପୁତ୍ର ରୂପରେ ପାଇ ବହୁତ ଖୁସି ଏବଂ ମୁଁ ତୁମକୁ ବହୁତ ଭଲ ପାଉଛି । ମନୀଷା ଙ୍କ ଅନସ୍କ୍ରୀନ ପୁଅ ସିଯାନ ମହମ୍ମଦ ଏହି ସୋ ରେ ସୁଲତାନ ମିର୍ଜା ର ଅଭିନୟ କରିଥିଲେ । ପରିଧି କହିଲେ ଏହା ଅତ୍ୟନ୍ତ ଦୁଖଦ ଘଟଣା ଅଟେ ।

Leave a Reply

Your email address will not be published. Required fields are marked *