‘ମୋ ମାମା କେତେଜଣଙ୍କ ସହ ଚାଟିଂ କରିବାର ମୁଁ ଦେଖିଛି, ପରିଡା ସହ ମୋ ମାମା…’ ନିଜ ମା’ର ସବୁ କଳା କାରନାମା ଖୋଲି କହିଦେଲା ପୁଅ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଦୁନିଆ ରେ ମାଆ ପୁଅ ର ସମ୍ପର୍କ କଣ ତେବେ ଜଣେ ମାଆ ତା ପିଲା ପାଇଁ କିଛି ବି କରି ପାରେ କାହା ସହ ମଧ୍ୟ ଲଢ଼ିପାରେ । ତେବେ ସେ ତା ପିଲାକୁ ଜୀଵନ ଠାରୁ ମଧ୍ୟ ଅଧିକ ଭଲ ପାଏ । ତେବେ କିନ୍ତୁ ବର୍ତ୍ତମାନ ର ସମୟରେ କିଛି ଏଭଳି ମାଆ ଙ୍କୁ ଆମେ ଦେଖିବାକୁ ପାଉଛୁ ଯିଏ କି ନିଜ ସ୍ୱାର୍ଥ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଏମିତି କି ନିଜ ପିଲା କୁ ମରଣ ମୁହଁରେ ଛାଡିବାକୁ ମଧ୍ୟ ପଛାଏ ନାହିଁ ।

ତେବେ ସେହି ଭଳି ଏକ ଅଜବ ଘଟଣା ଘଟିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ପଞ୍ଚସଖା ରେ ରହୁଥିବା ପ୍ରବୀଣ କୁମାର ମହାପାତ୍ର ଙ୍କ ର । ତେବେ ତାଙ୍କ ଅଭିଯୋଗ ହେଉଛି କି ୨୦୨୧ ଜାନୁଆରୀ ୯ ରେ ତାଙ୍କ ବାପାଙ୍କ ହୃଦ୍ଘାତ ରେ ମୃତ୍ୟୁ ହୋଇଥିଲା ଏବଂ ସେତେବେଳେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ଚାଟିଂ ରେ ବ୍ୟସ୍ତ ଥିଲେ ତେବେ ଏହା ପରେ ସେ ତାଙ୍କ ସ୍ତ୍ରୀ କୁ ତାଙ୍କ ମାମୁଁ ଘରେ ଛାଡ଼ି ଦେଇଥିଲେ ଏବଂ ପରେ ସବୁ କାମ ପରେ ଫୁଣି ଘରକୁ ନେଇ ଆସିଥିଲେ ।

ତେବେ ଏହାର କିଛି ଦିନ ପରେ ତାଙ୍କ ବାପ ଘର ଲୋକ ସବୁ ଆସି ସେଠାରେ ପ୍ରବୀଣ ଙ୍କୁ ମାରିଥିଲେ ଏବଂ ସ୍ତ୍ରୀ ପିଲାକୁ ନେଇ ପଳେଇ ଥିଲେ ତେବେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମୁଁ ମୋ ପୁଅ କୁ ଦେଖି ପାରି ନଥିଲି କି କଥା ବି ହୋଇ ନଥିଲି । ତେବେ ଏହି କିଛି ଦିନ ତଳେ ମୁଁ ମୋ ସ୍ତ୍ରୀ ଙ୍କୁ ଫୋନ କରିବାରୁ ତାଙ୍କ ମାଆ ଫୋନ ଉଠାଇ ମୋତେ କହିଲେ କି ମୋ ସ୍ତ୍ରୀ ଜଣଙ୍କ ସହ ପଳେଇଛି ତେବେ ସେଠାରେ ପହଁଚି ଜାଣିବାକୁ ପାଇଲି କି ସେ ଯେଉଁଠି କାମ କରୁଥିଲା ସେଠାରେ ଯିଏ ବସ୍ ଥିଲେ ସେ ତାଙ୍କ ସହ ଦୀର୍ଘ କଥା ହେଉଥିଲା ଏବଂ ତାଙ୍କ ସହ ହିଁ ପଳେଇଛି ।

ତେବେ ସେହି ବ୍ୟକ୍ତି ଙ୍କ ର ମଧ୍ୟ ସ୍ତ୍ରୀ ଓ ଗୋଟିଏ ଝିଅ ଅଛି । ତେବେ ସେ ସେହି ବ୍ୟକ୍ତି କୁ ବାହା ହୋଇଛି କିମ୍ବା ନାହିଁ ଜଣା ନାହିଁ କିନ୍ତୁ ସେଠାରେ ତାଙ୍କ ପୁଅ ସୁରକ୍ଷିତ ନାହିଁ ତେଣୁ ସେ ଚାହୁଁଛନ୍ତି କି ତାଙ୍କ ପୁଅ ତାଙ୍କ ପାଖରେ ରହୁ ଏବଂ ତାର ସବୁ ଦାୟିତ୍ୱ କୁ ମଧ୍ୟ ସେ ବହନ କରିବାକୁ ରାଜି ତେଣୁ ଏହି ଅଧିକାର କୁ ନେଇ ସେ ଏହି ଅଭିଯୋଗ ନେଇ କରିଛନ୍ତି ।

ତେବେ ତାଙ୍କ ପୁଅ ମଧ୍ୟ ମିଡ଼ିଆ ଆଗରେ କହିଛି କି ମୋ ମାମା ସବୁବେଳେ ଚାଟିଂ କରୁଥାଏ ପ୍ରଥମେ ମନୋଜ ରଞ୍ଜନ ସାହୁ ଙ୍କ ସହିତ ଚାଟିଂ କରୁଥିଲା ଏବଂ ପରେ ସେ ସେହି ପରିଡା ସହ ପଳେଇଛି ଏବଂ ସେ ପରିଡା ଯିଏ ସେ ତାଙ୍କ ସ୍ତ୍ରୀ କୁ ବାଡେଇଛନ୍ତି ତେବେ ମୋ ବାବା ମୋତେ ଅଜା ଘରୁ ନେଇ ଆସିଛନ୍ତି ମୁଁ ବାବାଙ୍କ ସହ ରହିବି । ତେବେ ଏଭଳି ମାଆ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *