ଅଭିଯୁକ୍ତ Siba Sahu ଙ୍କ ପତ୍ନୀ ମିଡିଆ ଆଗରେ ବଖାଣିଲେ ନିଜର ଦୁଃଖ, କହିଲେ କିପରି ତାଙ୍କ ବଡ ଭାଇ-ଭାଉଜ ସେମାନଙ୍କ ଉପରେ କରୁଥିଲେ ଅତ୍ୟାଚାର, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତୟଆ ଘଟଣା । କେନ୍ଦ୍ର କରି ବଡ଼ଭାଇଙ୍କ ପୂରା ପରିବାରକୁ ମୂଳପୋଛ କରିଦେଇଛି ହତୟଆକାରୀ ସାନଭାଇ । ବଡ଼ ଭାଇ ପରିବାରର ୫ ଜଣଙ୍କୁ ସାନ ଭାଇ ହତୟଆ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ଅଭୁଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ସ୍ୱୀକାର କରିଛନ୍ତି ।

ତାଙ୍କୁ ବି ଶିବୁ ମାଆରିବା ପାଇଁ ଗୋଡାଇବାରୁ ଘରୁ ଦୌଡି ପଳାଇବା ସହ ରାତି ସାରା ଅନ୍ୟତ୍ର ଆଶ୍ରହ ନେଇଥିବା ବୟାନ୍‌ରେ କରିଛନ୍ତି । ଭୋର୍‌ ୪ ଟାରେ ଘରେ ପଶି, ଶୋଇଥିବା ଅବସ୍ଥାରେ ବଡ଼ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁରିରେ ହାଆଣିଇ ଅତି ନିର୍ମମ ଭାବେ ହତୟଆ କରିଛି ଅଭିଯୁକ୍ତ ସାନଭାଇ । ହତୟଆ ପରେ ଭିଡିଓ ରେକର୍ଡିଂ କରି ଦୋଷ ସ୍ୱୀକାର କରିବା ସହ ନିକଟସ୍ଥ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ ସାହୁ ।

ତେବେ ସୁନିତା ଙ୍କ କହିବା କଥା ମୋର ଗୋଟିଏ ଝିଅ ପୁଅ ନାହିଁ ତେଣୁ ଶାଶୂ ଶ୍ବଶୁର ଯାଆ ଦେଢଶୁର ସମସ୍ତେ ଆମକୁ ପସନ୍ଦ କରନ୍ତି ନାହିଁ ସବୁବେଳେ ହଇରାଣ ହରକତ କରନ୍ତି ଚୁଲି ଭାଙ୍ଗି ଦିଅନ୍ତି ପାଣି ଆଣିବା ପାଇଁ ଗଲେ ଭିତରୁ କବାଟ ଦେଇ ଦେଇଥାନ୍ତି । ଡାକିଲେ ମଧ୍ୟ ଶୁଣିବେ ନାହିଁ ସବୁବେଳେ ଝଗଡା ଲାଗି ରହିଥାଏ । ନିଜ ଘର ଥାଇ ମଧ୍ୟ ଆମେ ଭଡା ଘରେ ରହୁଥିଲୁ । ତେବେ ସୋମବାର ଦିନ ଅଲେଖ ଓ ଶିବଙ୍କ ପରିବାର ଭିତରେ ଗଣ୍ଡଗୋଳ ହୋଇଥିବା ବେଳେ ସେଠାରେ ଶିବଙ୍କ ପତ୍ନୀ ସୁନୀତା ସାହୁ ସେଠାରେ ଉପସ୍ଥିତ ଥିଲେ ।

ସେ କହିଛନ୍ତି ଯେ, ‘ସ୍ୱାମୀ ଚାବି ମାଗିଲେ, ସେମାନେ ନଦେବାରୁ ପାଟିତୁଣ୍ଡ ଆରମ୍ଭ ହେଲା । ସେମାନେ ସମସ୍ତେ ମିଶିକି ମାରିଲେ, ଇଏ ବି ମାରିଛନ୍ତି । ମୋତେ ବାହାରପଟୁ ସ୍ୱାମୀ କବାଟ ଦେଇଦେଲେ । ’ ଗତ ୧୦/୧୨ ବର୍ଷ ହେବ ସେମାନେ ହଇରାଣ କରି ଆସୁଥିଲେ । ସ୍ୱାମୀଙ୍କ ସହ ଆଉ କେହି ନଥିଲେ ବୋଲି ଅଭିଯୁକ୍ତ ଶିବଙ୍କ ପତ୍ନୀ କହିଛନ୍ତି । କିଏ କବାଟ ଖୋଲିଲା ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଭିଯୁକ୍ତଙ୍କ ପତ୍ନୀ ।

ସେ କହିଛନ୍ତି ଯେ, ‘ସ୍ୱାମୀ କବାଟ ଖୋଲି କହିଲେ ପଳା ନଚେତ୍ ମାଆରିଇଦେବି । ମୁଖ୍ୟ ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ପରୀକ୍ଷା କରିଛି ମାହାଙ୍ଗା ପୋଲିସ । କଡ଼ା ସୁରକ୍ଷା ବଳୟ ଭିତରେ ମାହାଙ୍ଗା ଥାନାରୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶିବ ସାହୁକୁ ଅଣା ଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ ପୁଣି ଥାନାକୁ ନିଆଯାଇଛି । ସେପଟେ ମାହାଙ୍ଗା ଗଣହତୟଆ ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ହୋଇଛି ସିନ ରିକ୍ରିଏସନ । ଏନେଇ ସୂଚନା ଦେଇଛନ୍ତି ସାଲେପୁର ଏସ୍ ଡିପିଓ ।

ତେବେ ମୃତକ ହେଉଛନ୍ତି  ଅଲେଖ ପ୍ରସାଦ ସାହୁ(୪୬), ପତ୍ନୀ ରଶ୍ମିରେଖା ସାହୁ(୩୮), ଝିଅ ସ୍ମୃତିସନ୍ଧ୍ୟା ସାହୁ(ପାୟଲ୍‌, ୧୮ ବର୍ଷ), ବଡ଼ପୁଅ ସ୍ମୃତିସାହିଲ୍‌ ସାହୁ(ଗୁଡୁ, ୧୬ବର୍ଷ) ଓ ସାନପୁଅ ସ୍ମୃତିସୌରଭ ସାହୁ(ରିଷି, ୧୫ବର୍ଷ) । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *