ବାଛନ୍ତୁ ନିଜ ଜନ୍ମ ମାସ ବାଲା ୧ ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ ୧ ଖାସ କଥା – Personality Test

ମଣିଷର ପସନ୍ଦ ନା ପସନ୍ଦ ତାହାର ସ୍ଵଭାବ ଓ ଚରିତ୍ର ର ଆଇନା ହୋଇଥାଏ । ତାହାର ପସନ୍ଦ ଅନୁସାରେ ହିଁ ଏହା ଜଣା ପଡିଥାଏ କି ତାହାର ସ୍ଵଭାବ କିପରି ବା ସେ କେଉଁପରି ମଣିଷ ଅଟେ । ଆଜି ଆମେ ଆପଣଙ୍କୁ ଏଠାରେ ଅଲଗା ଅଲଗା ମାସ ଅନୁସାରେ ହାର୍ଟ ଦେଖାଇବୁ ଯାହା ମଧ୍ୟରୁ ଆପଣଙ୍କୁ ନିଜ ଜନ୍ମ ମାସ ବାଲା ହାର୍ଟ ବାଛିବାର ଅଛି ଯାହା ଦ୍ଵାରା ଆପଣଙ୍କ ହୃଦୟର କିଛି ବଡ ରାଜ ଆମେ ଆପଣଙ୍କୁ କହିବୁ । ନିଜ ଜନ୍ମ ମାସ ବାଲା ହୃଦୟ ବାଛିବା ପାଇଁ ଆପଣଙ୍କୁ ଏଠାରେ କେବଳ 5 ମିନିଟ ଦିଆଯିବ ଓ ସେହି ଅନୁସାରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର କିଛି ବଡ ରାଜ । ତେବେ ଚାଲନ୍ତୁ ବାଛନ୍ତୁ ଗୋଟିଏ ହୃଦୟ ।

ଯଦି ଆପଣ ଜାନୁୟାରୀ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ କେବେବି ସତ୍ୟ ଓ ନିଜର ସିଦ୍ଧାନ୍ତ ଠାରୁ କେବେ ବି ପଛକୁ ହଟନ୍ତି ନାହିଁ , ଏଥିପାଇଁ ଆପଣ କାହାସହ ମଧ୍ୟ ଝଗଡା କରିବାପାଇଁ ପ୍ରସ୍ତୁତ ହେଇଯାଆନ୍ତି । ଆପଣ ନିଜକୁ ବଡ ପ୍ରମାଣିତ କରିବା ପାଇଁ ଚେଷ୍ଟା କରନ୍ତି । ଆପଣ ଜୀବନରେ ବହୁତ ହସମୁଖ ଓ ବିଳାସି କିସମର ହୋଇଥାଆନ୍ତି । ଏମାନେ ପାର୍ଟି ଓ ଫଙ୍କସନରେ ବହୁତ ଖୁସି ଓ ମଜା ଉଠେଇଥାନ୍ତି ।

ଯଦି ଆପଣ ଫେବୃୟାରୀ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ହୋଇ ଥାଆନ୍ତି ,ଆପଣଙ୍କୁ କୌଣସି କାମ ଅଲଗା ଅନ୍ଦାଜରେ କରିବା ବହୁତ ପସନ୍ଦ ଲାଗେ । ଏମାନଙ୍କୁ ଭିଡରେ ଚାଲିବା ବିଲକୁଲ ପସନ୍ଦ ନୁହେଁ । ଏମାନେ ନିଜର ଉତ୍ତମ ବୁଝାବଣାରେ ନିଜର ଆସିବିଧାକୁ ଦୁରେଇ ଦେଇଥାନ୍ତି ।  ଏମାନେ ନିଜର ପର୍ସନାଲ କଥା ଅନ୍ୟକୁ ସେୟାର କରିବା ପାଇଁ ବିଲକୁଲ ପସନ୍ଦ କରନ୍ତି ନାହିଁ ।

ଯଦି ଆପଣ ମାର୍ଚ୍ଚ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ମାନେ ବହୁତ ପରିଶ୍ରମୀ ଓ କଥାରେ ଏତେ ଧନି ଅଟନ୍ତି ଯେ , ସାମ୍ନାରେ ଥିବା ଲୋକଟି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଯାଇଥାଏ । ଏହି ଲୋକମାନେ ଜ୍ଞାନର ବହୁତ ଭୋକିଲା ଅଟନ୍ତି । ଯେଉଁଠାରେ ଜ୍ଞାନ ମିଳେ ସେହି ଜ୍ଞାନକୁ ସେମାନେ ହାସଲ କରିବାକୁ ଚେଷ୍ଟା କରନ୍ତି । କେବେ କେବେ ଏମାନଙ୍କ ରାଗ ଏମାନଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଖରାପ କରିଦେଇଥାଏ ।

ଯଦି ଆପଣ ଏପ୍ରିଲ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ସହଜରେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ । ଏଥିପାଇଁ ଆପଣଙ୍କ ସାଙ୍ଗ ବି ବହୁତ କମ ରହିଥାନ୍ତି । ଏମାନଙ୍କୁ ସବୁବଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ଜାଗାରେ ବୁଲିବାକୁ ଭଲ ଲାଗିଥାଏ । ଆପଣ ଦୃଢ ନିଶ୍ଚୟ ବାଲା ବ୍ୟକ୍ତି ଅଟନ୍ତି, ଯେଉଁ କାମକୁ ଆପଣ ଥରେ ପୁରା କରି ନିଅନ୍ତି ତାହାକୁ ପୁରା କରି କି ହିଁ ଦମ ନିଅନ୍ତି ।

ଯଦି ଆପଣ ମେ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ସଵୁବଳେ କିଛି ନା କିଛି ଜିନିଷ ବଦଳାଇଥାନ୍ତି । ଆପଣ ହୃଦୟର ବହୁତ ଭଲ ଅଟନ୍ତି । ଆପଣ ସକରାତ୍ମକ ଭାବନାର ବ୍ୟକ୍ତି ଅଟନ୍ତି । ଆପଣ ହୃଦୟରୁ ବହୁତ ଭଲ ଅଟନ୍ତି । ଆପଣ ବହୁତ ସାନ୍ତ ସ୍ଵଭାବର ହୋଇଥାନ୍ତି ।

ଯଦି ଆପଣ ଜୁନ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ମାନେ ସାଧାରଣତଃ ପ୍ରେମରେ ବହୁତ ଅସଫଳ ହୋଇଥାନ୍ତି । ଏମାନେ ଏମାନଙ୍କର କର୍ମର ହିସାବରେ ହିଁ ଫଳ ପାଇ ଥାଆନ୍ତି । ଏମାନଙ୍କୁ ନିଜ କର୍ମ ଠାରୁ କିଛି ବି ଅଧିକ ମିଳିନଥାଏ । ଏମାନେ ସଵୁବଳେ ପରିବାରର ଚିନ୍ତା କରିଥାନ୍ତି ।

ଯଦି ଆପଣ ଜୁଲାଇ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ମାନେ ଜୀବନରେ ବହୁତ ମେହନତ କରିଥାନ୍ତି । ଆପଣ ବଡ଼ ଦୟାବାନ ହେବା ସହିତ ବହୁତ ଭାବୁକ ମଧ୍ୟ୍ୟ ହୋଇଥାନ୍ତି । ଆପଣ କାହାର ଦୁଃଖ ଦେଖିଲା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଥାନ୍ତି । ଆପଣ ଯେଉଁ କାମ ନିଜ ହାତକୁ ନେଇଥାଆନ୍ତି ତାହାକୁ ବଡ ଚତୁରତାର ସହ ପୁରଣ କରିଥାନ୍ତି ।

ଯଦି ଆପଣ ଅଗଷ୍ଟ ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ମାନେ ଜୀବନରେ ୩୦ ବର୍ଷ ପରେ ଭୌତିକ ସୁଖ ପାଇଥାନ୍ତି । ଆପଣ ବହୁତ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି । ଆପଣ ଜୀବନରେ ବହୁତ ଯାତ୍ରା ମଧ୍ୟ କରିଥାନ୍ତି । ଆପଣ ସବୁବେଳ ପାଇଁ ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି । ଆପଣ ନିଜ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।

ଯଦି ଆପଣ ସେପ୍ଟେମ୍ବର ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ମାନେ ଦୁନିଆର ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟମାନଙ୍କ ଉପରେ ଶୀଘ୍ର ବିଶ୍ୱାସ କରି ନେଇଥାନ୍ତି , ଯେଉଁଥି ପାଇଁ କି ଆପଣ ପଛରେ ବହୁତ ପସ୍ତେଇ ଥାଆନ୍ତି । ଆପଣଙ୍କୁ ଯିଏ ଯେ କୌଣସି କାର୍ଯ୍ୟ କରିବାକୁ କହିଦିଏ ଆପଣ ତାକୁ ମନା କରିପାରନ୍ତି ନାହିଁ । ଆପଣ ବହୁତ ଦୟାବାନ ସ୍ଵଭାବର ଲୋକ ହୋଇଥାନ୍ତି ।

ଯଦି ଆପଣ ଅକ୍ଟୋବର ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ଆପଣଙ୍କ ଲକ୍ଷ ପ୍ରତି ବହୁତ ନିଷ୍ଠାପର ହୋଇଥାନ୍ତି । ଆପଣ ଆପଣଙ୍କ ଜୀବନରେ ସବୁବେଳେ ଆପଣଙ୍କ ଲକ୍ଷ ପାଇବା ଆଶାରେ କାମ କରିଥାନ୍ତି । ଆପଣ ଗୋଟିଏ ଜାଗାରେ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଖରାପ ପରିସ୍ଥିତିରୁ ବାହାରିବା ଆପଣଙ୍କୁ ଭଲ ଭାବେ ଜଣାଥାଏ । ଆପଣ ବହୁତ ସ୍ୱାଭିମାନି ହୋଇଥାନ୍ତି ।

ଯଦି ଆପଣ ନଭେମ୍ବର ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ବହୁତ ଆକର୍ଷକ ଓ ପ୍ରଫେସନାଲ କିସମର ବ୍ୟକ୍ତି ଅଟନ୍ତି । ଆପଣ ବହୁତ ମେହନତ କରିଥାନ୍ତି । ମିଳିମିଶି କାମ କରିବା ଆପଣଙ୍କୁ ବହୁତ ପସନ୍ଦ ଆସିଥାଏ । ଆପଣ ଆପଣଙ୍କ ବନ୍ଧୁ ମାନଙ୍କ ମହତ୍ଵ ବହୁତ ଭଲ ଭାବରେ ବୁଝିଥାନ୍ତି । ଏମାନେ ଜୀବନକୁ ବହୁତ ଭଲ ଭାବେ ବଞ୍ଚିବା ଜାଣିଥାନ୍ତି ।

ଯଦି ଆପଣ ଡିସେମ୍ବର ମାସ ବାଲା ହୃଦୟ ବାଛିଛନ୍ତି ତେବେ ଆପଣ ଟିକେ ମଜାକିଆ ଓ ଫ୍ରେଣ୍ଡଲି ନେଚର ର ହୋଇଥାନ୍ତି । ଆପଣଙ୍କ ମଧ୍ୟରେ ପ୍ରତ୍ଯେକ କାମ କୁ କରିବାର ଜବରଦସ୍ତ କଳା ରହିଥାଏ । ଆପଣଙ୍କର କାମ କରିବାର ୟୁନିକ ଉପାୟକୁ ଲୋକମାନେ ବହୁତ ପ୍ରଶଂସା କରନ୍ତି । ଆପଣ ଯାହାଙ୍କୁ ଥରେ ହୃଦୟ ଦେଇ ବସନ୍ତି ସାରା ଜୀବନ ତା ପାଇଁ ସମର୍ପିତ ଥାଆନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *