‘ମୋ ବାପାଙ୍କୁ ସେମାନେ ବାଡେଇ କି….’ ନିଜ ବାପାଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି କଣ କହିଲେ ବସ ଚାଳକଙ୍କ ଝିଅ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ବସ କହଲକ ଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମାଷ୍ଟରକ୍ୟାନ୍ଟି ଛକରେ ବସ ରୁ ମିଳିଲା ଚାଳଙ୍କ ମୃତ ଦେହ । ଅନ୍ୟ ପକ୍ଷରେ ପରିବାର ଲୋକେ ହତ୍ୟା ମାମଲା ରୁଜୁ କରିଛନ୍ତି । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ଓ ପୋଲିସ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରତିକାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ଯାତ୍ରୀବାହି ବସ ଚଲାଉଥିବା ବେଳେ ଅଚାନକ ଭାରସମ୍ୟ ହରାଇ ମାଷ୍ଟର କ୍ୟାନ୍ଟି ପାଚେରି ରେ ଆଘାତ ହେବା ସହ ଏକ ଅଟୋ କୁ ଧକ୍କା ଦେଇଥିଲେ ଯାହା ସୂତ୍ରରୁ ଜଣ ପଡିଛି ।

ତେବେ ରତିକାନ୍ତ ଙ୍କ ଝିଅ ଙ୍କ କହିବା ଅନୁଯାୟୀ ତାଙ୍କ ବାପା ସାବିତ୍ରୀ ପାଇଁ ଜିନିଷ କିଣିବାକୁ ଯାଇଥିଲେ । ବସ ଷ୍ଟାଣ୍ଡ ରେ ଲାଗିବା ପରେ ବାପା ପୁଅକୁ ଫୋନ କରି କହିଲେ ସେ ଅଳ୍ପ ସମୟରେ ଘରେ ପହଞ୍ଚିବେ । କିନ୍ତୁ କିଛି ସମୟରେ ପରେ ଫୋନ ଲଗାଇବାରୁ ବାପାଙ୍କ ଫୋନ ନ ଲାଗିବାରୁ ଘର ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ ।

ଏହା ପରେ ରତିକାନ୍ତ ଙ୍କ ପୁଅ ସୂଚନା ପାଇଥିଲେ ତାଙ୍କ ବାପାଙ୍କର ଦେହାନ୍ତ ଘଟିଛି ।ଏ ହି ବିଷୟରେ ସେ ତାଙ୍କ ଭଉଣୀଙ୍କୁ ଫୋନ କରି ସୂଚନା ଦେଇଥିଲେ ।  ଏହା ପରେ ଝିଅ ବାପାଙ୍କୁ ଦେଖିବା ପାଇଁ ହସପିଟାଲ ରେ ପହଞ୍ଚିବା ବେଳକୁ ବାପା ରକ୍ତ ଜୁଡୁବୁଡୁ ହୋଇଥିଲେ ଯାହା ଝିଅ ନିଜ ରାଏ ରେ କହିଛନ୍ତି । ତେବେ ବସ କଣ୍ଡକ୍ଟର ରତିକାନ୍ତ ଙ୍କ ଝିଅ ଙ୍କୁ କହିଛନ୍ତି କି ଗାଡି ଗାଡି ଯାଉଥିଲା ଆଉ ମୁଁ ଇଟା ଦେଇ ବଞ୍ଚାଇଥିଲି ।

କିନ୍ତୁ ଅନ୍ୟ ଜାଗାରେ ଷ୍ଟେଟମେଣ୍ଟ କଣ୍ଡକ୍ଟର ଦେଇଛି କି ରତିକାନ୍ତ ଗାଡି ବାହାରକୁ ମୁହଁ ବାହାର କରିଥିଲେ ପଚାରୁ ଗୋଟେ ଗାଡି ଆସି ମାଆଡ କରିଦେଲା । ତେବେ ରତିକାନ୍ତ ଙ୍କ ହତୟଆ କରାଯାଇଛି ବୋଲି ଝିଅ ଟି ସନ୍ଦେହ କରିଛନ୍ତି । ତେବେ ତାଙ୍କୁ ବାପାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ରତିକାନ୍ତଙ୍କ ଝିଅ । ରତିକାନ୍ତ ଙ୍କ ଏକ୍ସପିରିଏନ୍ସ ଡ୍ରାଇଭର ମିଳିବା ବହୁତ କଷ୍ଟକର ଯାହା ତାଙ୍କ ଝିଅ କହିଛନ୍ତି ।

ତାଙ୍କର ଏହି ଭଲ ଗୁଣ ପାଇଁ ହୁଏ ତ କେହି ରାଗରେ ତାଙ୍କୁ ମାରି ଦେଇଛି ବୋଲି ଅଭିଯୋଗ ହୋଇଛି । ସେ ନିଜେ ଭୋକ ଉପାସରେ ଅନ୍ୟକୁ ସାହାଜ୍ଯ କରିଛଣି ଯାହା ରତିକାନ୍ତ ଙ୍କ ଝିଅ ମତ ଦେଇଛନ୍ତି । ଯଦିଓ କଣ୍ଡକ୍ଟର ଈର୍ଷାରେ ଏମିତି କରିଛି ଆଉ ମାଲିକ ମଧ୍ୟ ଏଥିରେ ସାମିଲ ଅଛି ଦୁହେଁ ସାମନାକୁ ଆସନ୍ତୁ ବୋଲି ଦାବି କରିଛନ୍ତି ରତିକାନ୍ତଙ୍କ ଝିଅ ।

ତାଙ୍କ ବାପାଙ୍କର କୌଣସି ପ୍ରକାରର ରୋଗ ନ ଥିଲା ଯାହା ସେମାନେ ପିଲାଦିନୁ ଦେଖି ଆସିଛନ୍ତି । ତାଙ୍କ ବାପାଙ୍କ ଭଳି ମଣିଷ ଦୁନିଆରେ ଆଉ ମିଳିବେ ନାହି ବୋଲି ମତ ଦେଇଛନ୍ତି । ସେ ଗତ କାଲି ରାତିରେ ପୂରାପୂରି ସୁସ୍ଥ ଥିଲେ ଓ କଥା ହୋଇଥିଲେ ବୋଲି ତାଙ୍କ ଝିଅ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *