ଧରମ ଭାଇର ଅଧର୍ମ ଭଉଣୀ ଗର୍ଭବତୀ, ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ । ନୟାଗଡ ଜିଲ୍ଲା ଦଶପଲା ଥାନା ଅଞ୍ଚଳ ରୁ ଆସିଛି ସଙ୍ଗିନ ଅଭିଯୋଗ । ତେବେ ସୂଚନା ଅନୁଯାୟୀ ଭଉଣୀ ଙ୍କୁ ଧରମ ଭାଇ ଗଣ ଦୁଷ୍କର୍ମ କରିଛି । ୧୮ ଫେବୃଆରୀ ୨୦୨୨ ରେ ନାବାଳିକଙ୍କ ମା ଥାନାରେ ଅଭିଯୋଗ କରିଥିଲେ କି ତାଙ୍କର ୭ମ ଶ୍ରେଣୀ ପାଠ ପଢୁଥିବା ଝିଅ କୁ କେହି ନେଇ ଯାଇଛି । ପୋଲିସ ତଦନ୍ତ କରିବା ପରେ ଜଣ ପଡିଲା କି ନାବାଳିକା ଜଣକ ତାଙ୍କର ସମ୍ପର୍କୀୟ ଭାଇ ଙ୍କ ସହ ଘରୁ ଫେରାର ହୋଇ ଯାଇଥିଲେ । ଏହ ପରେ ଦୁହେଁ ପରସ୍ପର ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି ।

ଯୁବକ ଜଣକ ନାବାଳିକା ଙ୍କୁ ନେଇ କୌଣସି ଦୂର ଜାଗାରେ ସ୍ଵାମୀ ସ୍ତ୍ରୀ କହି ଭଡା ଘର କରି ରଖିଥିଲା । କିନ୍ତୁ ପୋଲିସ କହିବା ଅନୁଯାୟୀ ନାବାଳିକା ଙ୍କୁ କଥା ରେ ଭୁଲାଇ ଭାଇ ଜଣକ କୁଆଡେ ନେଇ ପଳାଇଥିଲା । ତେବେ ଗତ ଦୁଇ ଦିନ ତଳେ ଯୁବକ ଜଣକ ଧରା ପଡିଛି । ପ୍ରଥମେ ଝିଅ ଟି ଉଦାହାର କରା ଯାଇଥିଲା ବୋଲି ପୋଲିସ ତଦନ୍ତ ରୁ ଜଣା ପଡିଛି । ତେବେ ଭାଇ ଭଉଣୀ ର ସମ୍ପର୍କ କୁ ଏଭଳି ବଦନାମ କରିଛି ଯୁବକ ଜଣକ । ସୂଚନା ଅନୁଯାୟୀ ପୋଲିସ ଯୁବକ ଜଣକଙ୍କୁ ଆଜି କୋର୍ଟ ଫରୱାର୍ଡ କରିଛି ।

ତେବେ ଯାହା ସୂତ୍ର ରୁ ଜଣା ପଡିଛି କି ନାବାଳିକା ଙ୍କ ଘରକୁ ପ୍ରତେକ ଦିନ ଯୁବକ ଜଣକ ଆସୁଥିଲେ । ଦୁହିଙ୍କ ମଧ୍ୟରେ ସମ୍ପର୍କ ଏତେ ଗଭୀର ହୋଇଗଲା ଯେ ଘର ଲୋକେ କେହି କିଛି ଜାଣି ପାରିଲେ ନାହି । ତେବେ ମେଡିକାଲ ଅପରିଖା ପାଇଁ ଝିଅ ର ପଠା ଯାଇଛି ଯାହା ପୋଲିସ ସୂତ୍ରରୁ ଜଣା ପଡିଛି । ତେବେ ମେଡିକାଲ ରିପୋର୍ଟ ଆସିବା ପରେ ଜଣା ପଡିବ ଝିଅର ସ୍ଥିତି କଣ ରହିଛି । ଯୁବକ ଜଣକ ଝିଅର ଧରମ ଭାଇ ହେବ ବୋଲି ଝିଅର ପରିବାର ଲୋକେ କହିଛନ୍ତି ।

ଘରକୁ ଯିବା ଆସିବାରେ ଝିଅ ସହ ଶାରୀରିକ ଓ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ଯୁବକ ଜଣକ । ତେବେ ଝିଅ ଟି ଘରୁ ଯିବାକୁ ବାହାରିଲାଣି କିନ୍ତୁ ଝିଅର ପରିବାର ଲୋକେ କେହି କିଛି ଜାଣି ପାରିଲେ ନାହି । ତେଣୁ ଏହି ଘଟଣା ରୁ ସ୍ପଷ୍ଟ ହେଉଛି କି ଯେତେବେଳେ ଅଜଣା ବ୍ୟକ୍ତି କୁ ଘରେ ପୁରାଇବେ ତାର ସବୁ ତଥ୍ୟ ଜାଣିବା ଉଚିତ । ଏଭଳି ଅଜଣା ବ୍ୟକ୍ତି କୁ ଘରେ ପ୍ରବେଶ କରିବା ପୂର୍ବ ରୁ ସତର୍କ ରହିବା ଉଚିତ ।

ତେବେ ବୟସର ସୁଯୋଗ ନେଇ ନାବାଳିକା ଙ୍କୁ ଗର୍ଭବତୀ କରିଛନ୍ତି ତାର ଧରମ ଭାଇ ଯାହା ଏହି ଘଟଣା ରୁ ଜଣା ପଡୁଛି । ବାସ୍ତବରେ ଭାଇ ଭଉଣୀ ର ସମ୍ପର୍କରେ କଳଙ୍କା ଲଗାଇଛି ଏହି ଘଟଣା ସହ ଯୋଡି ହୋଇଥିବା ଯୁବକ ଯୁବତୀ ଜଣକ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *