Rourkela ମାର୍କେଟରେ ବୁଲୁଛି PK, ଦେଖିବା ପାଇଁ ଜମିଗଲା ଲୋକଙ୍କ ଭିଡ, PK ଙ୍କ ଏମିତି ମସ୍ତି ଦେଖିଲେ ଆପଣ ପୁରା ଖୁସି ହେଇଯିବେ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭଲରେ ଦେଖନ୍ତୁ ଏହି ଭିଡିଓଟି ଏହି ଭିଡିଓ ଦେଖିଲେ ଆପଣ ମାନଙ୍କୁ ବଲିଉଡ ଅଭିନେତା ଆମିର ଖାନଙ୍କ ପି.କେ ଫିଲ୍ମ କଥା ମନେ ପଡି ଯାଉଥିବ । ଆପଣ ଭାବୁଥିବେ ସିନେମା ପରଦାକୁ ଛାଡି ସହରକୁ ଆସିଯାଇଛନ୍ତି କିଏ ପି.କେ । ଏହି ବ୍ୟକ୍ତି ଜଣକ ଅବିକଳ ପିକେ ଗେଟ ଅପ୍ ରେ ନଜର ଆସୁଥିବା ବେଳେ ତାଙ୍କ କଥା ଚାହାଣି, ରଙ୍ଗ, ଢଙ୍ଗ ପିକେ ଭଳି ଅଛି ।

ଆଉ ଏହା ଲୋକ ମାନଙ୍କୁ ଭଲ ଲାଗୁଛି । ତେଣୁ ସେ ପହଞ୍ଚୁ ଥିବା ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁ ଥିବା ବେଳେ ଲୋକେ ତାଙ୍କ ସହ ସେଲଫି ବି ନେଉଛନ୍ତି ।ତେବେ ବନ୍ଧୁଗଣ ଏହି ଯୁବକ ଜଣକ ହେଉଛନ୍ତି ଉତ୍ତମ ତାଣ୍ଡି । ଉତ୍ତମଙ୍କ ଘର ହେଉଛି ବରଗଡ ଜିଲ୍ଲା ତୁରୁଙ୍ଗା ଅଞ୍ଚଳରେ । ସେ ବର୍ତ୍ତମାନ ରାଉଲକେଲାରେ ପି.ଜି କରୁଛନ୍ତି ।

ସେ ଡ୍ରାମାର ଛାତ୍ର ହୋଇଥିବା ବେଳେ ଜଣେ କଳାକାର ମଧ୍ୟ । ପ୍ରତ୍ୟକ ବର୍ଷ ଜାମଶେଦ ପୁର ସୋନାରୀ ଅଞ୍ଚଳରେ ଦେବା ଦେବୀ ଭେଶରେ ସେ ନିଜ କଳା ପଦର୍ଶନ କରନ୍ତି । ହେଲେ ଏହି ପିକେ ଗେଟ ଅପ୍ ତାଙ୍କୁ ଦେଇଛି ପରିଚୟ । ଲୋକେ ତାଙ୍କୁ ପିକେ ପାର୍ଟ 2 ନାମରେ ଜାଣି ଛନ୍ତି । ଲୋକଙ୍କ ମନୋରଞ୍ଜନ ପାଇଁ ସେ ଏହି ଗେଟ ଅପ୍ ନେଇଥିବା କହିଛନ୍ତି ।

ବନ୍ଧୁଗଣ ଲୋକେ ମଧ୍ୟ ତାଙ୍କ ସହ ମିଶି ବହୁତ ଖୁସି ହେଉଛନ୍ତି । ପିକେ ପାର୍ଟ 2 ଭାବେ ଖୁବ ଜଣା ଶୁଣା ହୋଇସାରିଛନ୍ତି ଉତ୍ତମ । ଉତ୍ତମଙ୍କ ପିକେ ଗେଟ ଅପ୍ ର ଭିଡିଓ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତ ଲୋକ ଏହି ଭିଡିଓ ଦେଖି ବେସ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *