‘ନାଇଟ କର୍ଫ୍ଯୁ କେବେ ଲାଗିଲା ମୁଁ ତ ଜାଣିନି’ ନାଇଟ କର୍ଫ୍ଯୁ ସମୟରେ ଧରା ପଡିବା ପରେ ଏହି ବ୍ୟକ୍ତି ଜଣକ ଯାହା କହିଲେ ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ଜଟିଳ ଚାଲିଛି । ଦେଶରେ କରୋନା ମହାମାରୀର କୋପ ବର୍ତ୍ତମାନ ପର୍ଯ୍ୟନ୍ତ କମି ନାହିଁ । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଦେଶରେ ଲକଡାଉନ ହୋଇଥିଲା । ହେଲେ ଏହି ବର୍ଷ ମାତ୍ର କିଛି ମାସ ପାଇଁ କରୋନା ସ୍ଥିତିକୁ ଦେଖି ଲକଡାଉନ କରଯାଇଥିଲା । କିନ୍ତୁ ଏବେ ଲକଡାଉନ ଓଡିଶାରେ ଲକଡାଉନ ତ ନୁହେଁ ନାଇଟ କର୍ଫ୍ଯୁ କରାଯାଇଛି । ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ନବରାତ୍ରି ଚାଲିଛି ।

ବର୍ଷକୁ ଥରେ ଏହି ପର୍ବ ପାଳନ ହୁଏ ଓ ରାସ୍ତା ଘାଟରେ ଲୋକମାନଙ୍କର ଭିଡ ବହୁତ ମାତ୍ରାରେ ହୁଏ । କରୋନା ସ୍ଥିତିକୁ ଆଖି ଆଗରେ ରଖି ସରକାର ଏହି ନବରାତ୍ରି ପାଇଁ ରାତି ୮ରୁ ନାଇଟ କର୍ଫ୍ଯୁ ଜାରି କରିଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଜଣେ ବ୍ୟକ୍ତି ନାଇଟ କର୍ଫ୍ଯୁ ବିଷୟରେ କୌଣସି ସୂଚନା ଜାଣି ନାହାନ୍ତି । ବ୍ୟକ୍ତି ଜଣକ ରାତି ୮ଟା ପରେ ଘରକୁ ଫେରୁଥିବା ବେଳେ ତାଙ୍କୁ ମିଡିଆ ବାଲା ଘେରି ଅନେକ ପ୍ରଶ୍ନ ପଚାରିଥିଲେ ଓ ବ୍ୟକ୍ତିଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବ୍ୟକ୍ତିଙ୍କ ମତରେ, ସେ ବହୁତ ବ୍ୟସ୍ତ ବହୁଳ ତଥା ନିଜ ଦୁନିଆରେ ରୁହନ୍ତି । ତାଙ୍କ ପାଖରେ ନ୍ୟୁଜ ଦେଖିବା ପାଇଁ କୌଣସି ସମୟ ନାହିଁ । ସେ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାର କରନ୍ତି ନାହିଁ ।

ତାଙ୍କ ମତରେ ତାଙ୍କ ଅଫିସ ୮ଟାରେ ବନ୍ଦ ହୁଏ ତ ତାଙ୍କୁ ଘରକୁ ଯିବା ପାଇଁ କିଛି ସମୟ ତ ଲାଗିବ । ହେଲେ ସେ ନାଇଟ କର୍ଫ୍ଯୁ ବିଷୟରେ କୌଣସି ସୂଚନା ପାଇନାହାନ୍ତି ବୋଲି କହିଛନ୍ତି । ବ୍ୟକ୍ତିଙ୍କ ମତରେ, ଯଦି ସେ ନାଇଟ କର୍ଫ୍ଯୁ ବିଷୟରେ ଜାଣିଥାନ୍ତେ ତା ହେଲେ ସେ କେବେବି ବାହାରି ନଥାନ୍ତେ । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *