ଦେଖନ୍ତୁ କେଉଁ କାରଣ ପାଇଁ ହସ୍ପିଟାଲ ରେ ଭର୍ତ୍ତି ହେଲେ ହୀରୋ Amlan Das ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ସୁପର ଷ୍ଟାର ଅମ୍ଳାନ ଦାସଙ୍କ ବିଷୟରେ କହିବାକୁ ଯାଉଛୁ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅମ୍ଳାନ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତା ସେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଏହା ସହିତ ସେ ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ମିହିର ଦାସଙ୍କ ପୁଅ ଅଟନ୍ତି ।

ଅମ୍ଳାନ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଅମ୍ଳାନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଫଟୋ ଭା-ଇ-ରା-ଲ ହେଉଛି ଏହି ଫଟୋରେ ଅମ୍ଳାନ ହସ୍ପିଟାଲରେ ଭର୍ତ୍ତି ଥିବାର ନଜର ଆସୁଛନ୍ତି ।

ହେଲେ ଅମ୍ଳାନ କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।  ଅମ୍ଳାନ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନିଜର ମେଡିକାଲ ଫଟୋକୁ ପୋ-ଷ୍ଟ କରିଛନ୍ତି ।

ଅବଶ୍ୟ ଅମ୍ଳାନ ମେଡିକାଲରେ ଅଛନ୍ତି ହେଲେ ମେଡିକାଲରେ ଭର୍ତ୍ତି ହେବାର ମୁଖ୍ୟ କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ ଅମ୍ଳାନଙ୍କ ଏହି ଫଟୋ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚା ଜୋରସୋର ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଅମ୍ଳାନ ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *