ସାମ୍ନାକୁ ଆସିଲା Manish ଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ, ଭୋର 3.30 ରୁ 4.22 ଭିତରେ ହୋଇଥିଲେ ଅପହୃତ ଆଉ ଅତ୍ୟାଚାର ଶୀକାର, ଆଉ ଶ୍ୱାସରୁଦ୍ଧ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ କିଭଳି ହେଲା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ମନୀଷଙ୍କ ମୃ-ତ୍ୟୁ । ଦୁଇ ଦିନ ବିତିଥିଲେ ମଧ୍ୟ ଏହି ଘ-ଟ-ଣା ଏବେ ବି ର-ହ-ସ୍ୟ ଘେରରେ ରହିଛି । ଯେଉଁଦିନ ମନୀଷଙ୍କ ମୃ-ତ୍ୟୁ ହୋଇଥିଲା, ସେହି ରାତିର ଏକ ଫଟୋ ପୋଲିସ ପକ୍ଷରୁ ଜାରି କରାଯାଇଛି । ଅନୁମାନ କରାଯାଉଛି ବାରରୁ ବାହାରି ମନୀଷ ଯାଉଥିବା ବେଳେ ଏହି ଫଟୋ ଉଠିଛି ।

ତେବେ ସୂଚନା ଅନୁସାରେ ମନୀଷଙ୍କ ଦୁଇ ସାଙ୍ଗଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ମନୀଷ ଅନୁରାଗଙ୍କ ମୃ-ତ୍ୟୁ କେମିତି ହେଲା ତାର ତ-ଦ-ନ୍ତ ଚାଲିଥିବାବେଳେ ମିଳିଛି ମନୀଷଙ୍କ ଶେଷ ଫଟୋ । ଅନ୍ଧାର ରାତିରେ ମନୀଷ ଏକାକୀ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜରୁ ଜଣା ପଡୁଛି । ସିସିଟିଭି ଫୁଟେଜର ଫଟୋ ଏବେ ପୋଲିସ ହାତରେ ଲାଗିଛି ।

ଭୁବନେଶ୍ୱର ପାତ୍ରପଡାରେ ଥିବା ହୋଟେଲ ସାଉଥ ସିଟିରୁ ମନୀଷ ବାହାରି ଯାଉଥିବାର ଚିତ୍ର, ମୃତ୍ୟୁ ପୂର୍ବର ଶେଷ ଫଟୋ ବୋଲି ଅନୁମାନ କରାଯାଉଛି । ତେବେ ଫଟୋ ସିନା ମିଳିଛି, କିନ୍ତୁ ମନୀଷଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ ପ-ର-ଦା ଉଠି ପାରିନାହିଁ । ମୃ-ତ୍ୟୁ-ର ର-ହ-ସ୍ୟ ଖୋଜିବାକୁ ମନୀଷଙ୍କ ପୋ-ଷ୍ଟ-ମ-ର୍ଟ-ମ ରି-ପୋର୍ଟକୁ ଅପେକ୍ଷା କରାଯାଇଥିଲା । ତେବେ ବାରରେ ଦୀର୍ଘ ସମୟ ଧରି ରହିବା ପରେ ରାତି ସାଢ଼େ ୩ଟା ପୂର୍ବରୁ ଅନ୍ୟ ୩ ଜଣ ଆଗୁଆ ପଳାଇଥିବାବେଳେ ସାଢ଼େ ୩ଟାରେ ଏକୁଟିଆ ବାରରୁ ବାହାରିଥିଲେ ମନୀଷ ।

ବାରରୁ ବାହାରି ଏକୁଟିଆ ଏଭଳି ଚାଲି ଚାଲି ଯାଇଥିଲେ ମନୀଷ । ସାଙ୍ଗରେ କୌଣସି ସାଙ୍ଗସାଥୀ ନଥିଲେ । ଆଉ ଏହାର କିଛି ସମୟ ପରେ ଅର୍ଥାତ ରାତି ୪ଟା ୨୨ମିନିଟରେ ବାପା ନବୀନ ଦାସଙ୍କୁ ଫୋନରେ କଥା ହେବା ପରେ ସୁଇଚ ଅଫ୍ ହୋଇଯାଇଥିଲା ମନୀଷଙ୍କ ମୋବାଇଲ । ତେବେ ମନୀଷଙ୍କୁ କାହିଁକି ଖସିଗଲେ ୩ ଯୁବକ ? ବାପାଙ୍କ ସହ କଥା ହେବା ପରେ କଣ ଘ-ଟି-ଲା ? ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି ମନୀଷଙ୍କ ପୋ-ଷ୍ଟ-ମ-ର୍ଟ-ମ-ର ପ୍ରାଥମିକ ତଥ୍ୟ । ଯେଉଁଥିରେ ଦର୍ଶାଯାଇଛି, ଶରୀର ଉପରେ କୌଣସି କ୍ଷ-ତ ଚିହ୍ନ ନାହିଁ । କିନ୍ତୁ ଶ୍ୱା-ସ-ରୁ-ଦ୍ଧ ହୋଇ ପ୍ରା-ଣ ହରାଇଛନ୍ତି ମନିଷ । ତେବେ ବର୍ତ୍ତମାନ ବଡ଼ ପ୍ରଶ୍ନ ଏହା ଉଠୁଛି କି ମନୀଷ ପୋଖରୀରେ ପଡ଼ି ଶ୍ୱା-ସ-ରୁ-ଦ୍ଧ ହୋଇ ପ୍ରା-ଣ ହରାଇଲେ ନା ଶ୍ୱା-ସ-ରୁ-ଦ୍ଧ କରି ହ-ତ୍ୟା ପରେ ମନୀଷଙ୍କୁ ଫି-ଙ୍ଗି-ଦି-ଆଯାଇଥିଲା ପୋଖରୀକୁ ?

ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡା-ଇ-ଟ-ମ୍, ଭି-ସେ-ରା ଆଦି ଏକାଧିକ ଟେ-ଷ୍ଟ କରିବା ସହ କିଛି ନମୂନାକୁ ହାଇଦ୍ରାବାଦ ପଠାଯାଇଛି । ତେବେ ବାପା ନବୀନ ଦାସ ଙ୍କ କହିବା କଥା ତାଙ୍କ ପୁଅ କୁ ଅ-ପ-ହ-ର-ଣ କରି ମା-ରି ଦିଆଯାଇଛି ତେବେ ଏ ପର୍ଯ୍ୟନ୍ତ କୌଣସି ସମ୍ପୂର୍ଣ୍ଣ ପ୍ରମାଣ ମିଳି ନାହିଁ । ଏହା ସହ ପୋଲିସ ମଧ୍ୟ ନିଜର ତ-ଦ-ନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *