ରାଜଧାନୀ Bhubaneswar ର ରାଜରାସ୍ତାରେ ନିଆରା ଢଙ୍ଗରେ ପ୍ରତିବାଦ ‘ଝୁଲରେ ନବୀନ ଝୁଲ… !’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝୁଲରେ ନବୀନ ଝୁଲ ! ରାଜଧାନୀ ରାଜରାସ୍ତାରେ ନିଆରା ଢଙ୍ଗର ରାଜ୍ୟ ସରକାରଙ୍କୁ ପ୍ରତିବାଦ କରିଲେ ନବ ନିର୍ମାଣ କୃଶକ ସଂଗଠନ ! ତେବେ ହଁ ବନ୍ଧୁଗଣ ସମସ୍ତଙ୍କ ନିଜ ନିଜର ଏକ ନିଆରା ଶୈଳୀ ରହିଥାଏ । ଯେଉଁ ମାନଙ୍କର ନିଜସ୍ଵ ଶୈଳୀ ପାଇଁ ସେମାନେ ନିଜର ଏକ ଅଭିନବ ପ୍ରୟାସ ଦ୍ଵାରା ନିଜ ଏକ ସ୍ଵତନ୍ତ୍ରତା ଗଢି ପାରନ୍ତି । ହେଲେ ଏଠାରେ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଦ୍ଧ କରିବାକୁ ଯାଇ ଏପରି କିଛି କରି ଦେଖାଇଛନ୍ତି ।

ନବ ନିର୍ମାଣ କୃଶକ ସଂଗଠନ ଦଳ । ଯେଉଁ ମାନେ କି ରାଜ୍ୟ ସରକାରଙ୍କ ଉପରେ କୃଷି ଭିତ୍ତିକ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇ ଥିଲେ । ତେବେ ସେମାନେ ଖାଲି ରାସ୍ତାରେ ଲୋକ ଏକତ୍ର କରି ଆନ୍ଦୋଳନର ନାରା ଡାକିନାହାନ୍ତି । ବଂର ଏକ ପ୍ରସିଦ୍ଧ ଗୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାମକୁ ଖଞ୍ଜି ଏହା ସହ କୃଷି ଭିତ୍ତିକ ପ୍ରସଙ୍ଗ ଉପରେ ମଧ୍ୟ ଗୀତରେ ଗୀତରେ ସବୁ କିଛି ବାକ୍ଷା କରିଦେଇଛନ୍ତି ।

ତେବେ କୃଷି ସହ ଜଡିତ ଯଦି ବହୁ ଲୋକ ସେହି ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନ ମାତିଛନ୍ତି । କିଛି ଲୋକ ସେହି ଆନ୍ଦୋଳନ ମଧ୍ୟରେ ରହି ଝୁଲରେ ନବୀନ ଝୁଲ ନାଲି ପାଣି ପିଇ ପିଇ ଫୁଲ ଏପରି ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଗୀତ ଗାଇଛନ୍ତି । ଏହା ସହିତ କୃଷି ଭିତ୍ତିକ ଭଳି ଅନ୍ୟ ଯେଉଁ ଯେଉଁ ସବୁ ପ୍ରସଙ୍ଗ ସରକାର ଜାଣି ମଧ୍ୟ ନଜାଣିଲା ପରେ ଅଣଦେଖା କରି ଦେଉଛନ୍ତି ।

ତେବେ ଏହି କଥାରେ ଉତ୍ତେଜିତ ହୋଇ ନବ ନିର୍ମାଣ କୃଶକ ସଂଗଠନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହା ସହ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରି ଆନ୍ଦୋନନ ବିଷୟରେ ମତ ରଖିଛନ୍ତି । ତେବେ ସଜ ସଜ ମଧ୍ୟ ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ମାନଙ୍କ ଦାବୀ ଆନ୍ଦୋଳନ ରାଜରାସ୍ତାରେ ଡ୍ରାଇଭର ମାନେ ସଂଗଠିତ ହୋଇ କରୁଥିଲେ ।

ତେବେ ଖାଲି ଏତିକି କାହିଁକି ଯେଉଁଠାରେ ସରକାରଙ୍କୁ ନିଜର ଦାବୀ ଶୁଣାଇଲା ପରେ ସରକାର ତାହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥାନ୍ତି । ସେହି ଜାଗାରେ ବାଧ୍ୟ ହୋଇ ଜନତା ମୁହଁ ଖୋଲିବା ସହ ରାସ୍ତା ଉପରେ ଆନ୍ଦୋଳନ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *