‘ମୁଁ ସବୁ ଦିନ ପଖାଳ ଖାଏ, ଦିନରେ ଦହି ପଖାଳ, ରାତିରେ ଲେମ୍ବୁ ପଖାଳ ଖାଏ, ପେଟରୁ ମୋର ପଖାଳ ସରିଲେ ନା ମତେ ଲାଗେ ଯେମିତି…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ସବୁ ଦିନ ପଖାଳ ଖାଏ ! ପଖାଳ ପେଟରୁ ସରିଗଲେ ମୁଁ ଭୋକରେ ହାଁ ହାଁ ହୁଏ । ତେବେ ନିଜର ମଜାଳିଆ ମଜାଳିଆ ରୋଚକପୂର୍ଣ୍ଣ କଥା ପାଇଁ ସବୁବେଳେ ଚର୍ଚାର ପରିସରରେ ରହୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କଙ୍ଗ୍ରେଶ ବିଧାୟକ ସୁରେଶ ରାଉତରାୟ । ତେବେ ସୁର ଭାଇଙ୍କ ମୁହଁରୁ ପଖାଳ ଦିବସ ଉପଲକ୍ଷେ ଏପରି କିଛି ପଖାଳକୁ ନେଇ ପ୍ରତିକ୍ରିୟା ଶୁଣିବାକୁ ମିଳିଛି ।

ତେବେ ସୁର ଭାଇଙ୍କ କହିବା ଆଧାରରେ ଜଣେ ଓଡିଆ ହିସାବରେ ମୋର ପଖାଳ ଖାଦ୍ୟ ବହୁତ ହିଁ ପ୍ରିୟ । ଦିନରେ ମୁଁ ଦହି ପଖାଳ ଓ ରାତିରେ ମୁଁ ଲେମ୍ବୁ ପଖାଳ ଖାଇଥାଏ । ପଖାଳ ଖାଇ ଦେଲେ ଦିନ ତମାମ ପେଟ ଓ ମନ ଉଭୟ ଖୁଷ୍ ! ତାପରେ ପଖାଳ ଖାଇବା ଦ୍ଵାରା ଶରୀରରେ ଅଯଥା ରୋଗ ବେମାରୀ ମଧ୍ୟ ହୋଇନଥାଏ । ଯେଉଁ ମାନେ ସକଳ ସମୟରେ ଅଯଥା ତେଲ ମସଲା ଯୁକ୍ତ ବ୍ରେକଫାଷ୍ଟ କରୁଛନ୍ତି ।

ସେମାନଙ୍କ ଠାରୁ ପଖାଳ ଖାଉଥିବ ଲୋକ ମାନଙ୍କ ଶରୀର ଅଧିକ ଫୁର୍ତ୍ତି, ସତେଜ ଓ ନିରୋଗ ମଧ୍ୟ ରହୁଛି । ତେଣୁ ପଖାଳ ଆମ ଓଡିଆ ମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ହୋଇଥାଏ । ପଖାଳ ଖାଇଲେ ବହୁତ ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ । ସକାଳେ ପଖାଳ ଖାଇଦେଲେ ବହୁ ସମୟ ପର୍ଯ୍ୟନ୍ତ ପେଟ ମଧ୍ୟ ଭର୍ତ୍ତି ହୋଇରହିଥାଏ । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ମୁଁ ବି ପଖାଳ ଖାଉଛି ।

ଅନ୍ୟ ଓଡିଶାବାସୀଙ୍କୁ ମଧ୍ୟ ପଖାଳ କହିବା ପାଇଁ କହୁଛି । ତେବେ ମାର୍ଚ ୨୦ ପଖାଳ ଦିବସରେ ତ ସୁନିଶ୍ଚିତ ପଖାଳ ଖାଇବା ଉଚିତ । କାରଣ ଏହା ହେଉଛି ପଖାଳ ଦିବସ । ଏହି ଦିନ ସବୁ ଲୋକ ପଖାଳ ସହିତ ଦହି, ଲେମ୍ବୁ ଲଙ୍କା, ପିଆଜ ଶାଗ, ମାଛ ଭଜା, ଆଳୁ ଭର୍ତ୍ତା, ପିଆଜ ଓ ଏହିଭଳି ଅନେକ ଖାଦ୍ୟର ମଜା ଉଠାଇଥାନ୍ତି ।

ଯେତେ ବଡ ବଡ ଲୋକିଆ ହୋଇଥାନ୍ତୁ ନାହିଁ କାହିଁକି ପଖାଳ କଂସାଏ ଖାଇଦେଲେ । ପେଟ ଓ ଆତ୍ମା ଉଭୟ ଶାନ୍ତି ହୋଇଯାଏ ବୋଲି ବିଧାୟକ ସୁର ରାଉତ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *