ଭୟଙ୍କର ବିଷାକ୍ତ ନାଗୁଣୀକୁ କ୍ଷୀର ପିଏବାକୁ ଗଲେ ମହିଳା, ଆଉ ତା’ ପରେ ହେଲା କିଛି ଏମିତି…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପକୁ ନିଶ୍ଚୟ ଦେଖିଥିବେ । ନାଗ ସାପକୁ ଅନେକ ଲୋକ ଭୟ କରନ୍ତି ଓ ଏହା ବହୁତ ମା-ରା-ତ୍ମ-କ ମଧ୍ୟ ହୋଇପାରେ । ଯଦି ନାଗ ସାପ କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରାଣ ହରାଇଥାଏ । ଆମ ହିନ୍ଦୁ ଧର୍ମରେ ସାପର ବହୁତ ମାନ୍ୟତା ରହିଛି । ଆଗ କାଳରେ ଲୋକ ମାନେ ସାପ ଦେଖିଲେ ତାଙ୍କୁ କ୍ଷୀର ପିଇବା ପାଇଁ ଦେଉଥିଲେ ହେଲେ ବନ୍ଧୁଗଣ ଏହା ହେଉଛି ମଣିଷର ସବୁଠାରୁ ବଡ ଭୁଲ କାରଣ ସାପ କେବେ କ୍ଷୀର ପିଏ ନାହିଁ ।

କିନ୍ତୁ ଯେଉଁ ଲୋକ ତାକୁ କ୍ଷୀର ଦବାକୁ ଯାଏ ସାପ ତାକୁ ଚୋ-ଟ ମା-ରି-ପା-ରେ । ନାଗ ସାପକୁ ଏକ ମହିଳା କ୍ଷୀର ଦେବାକୁ ଯାଇଥିଲା ହେଲେ ତାହା ପରେ ଯାହା ହେଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ମି-ଡି-ଆ ରି-ପୋ-ର୍ଟସ ଅନୁସାରେ ଗତ କିଛି ସମୟ ହେବ ବାଲେଶ୍ଵର ଜିଲ୍ଲାରେ ଥିବା ଏକ ଗାଁର ଘଟଣାଟି ବହୁତ ଚର୍ଚାରେ ରହିଛି । ଏହି ଗାଁର ଏକ ଘରେ ଏକ ନାଗୁଣୀ ସାପ ପଶି ଯାଇଥିଲା । ନାଗୁଣୀକୁ ଦେଖିବା ପରେ ଏକ ମହିଳା ତାକୁ କ୍ଷୀର ଦେବା ପାଇଁ ଚେଷ୍ଟା କରିଥିଲା ହେଲେ ସେହି ସମୟରେ ନାଗଟି ମହିଳାକୁ ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଭାଗ୍ୟ ବଶତଃ ମହିଳା ସାପ କବଳରୁ ବଞ୍ଚି ଯାଇଥିଲେ ।

ବନ୍ଧୁଗଣ ଏହା ପରେ ଗାଁ ଲୋକ ଏକ ସାପ ଧରାଳିକୁ ଡକାଇ ଥିଲେ ପାଖା ପାଖି ରାତି ୧୨ଟାରେ ସାପ ଧରାଳି ଜଣକ ଆସି ସେହି ନାଗୁଣୀକୁ ଉଧାର କରିଥିଲେ । ବନ୍ଧୁଗଣ ସାପର ବୁଦ୍ଧି ନାହିଁ ଓ ତାର ଚିନ୍ତା କରିବାର ମଧ୍ୟ ଶକ୍ତି ନାହିଁ । ସାପ ନିକଟକୁ ଯିଏ ବି ଆସିବ ସେ ନିଶ୍ଚୟ ଚୋ-ଟ ମା-ରି-ବ ତେଣୁ ଆପଣ ମାନେ ବି କେବେ ସାପ ସହ ଖେଳିବା ପାଇଁ ଚେଷ୍ଟା କରିବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *