Independence day ରେ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରଦ୍ଧା, ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ର ଲିଡ଼ ନାୟିକା ଶ୍ରଦ୍ଧା ଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ । ଶ୍ରଦ୍ଧା ଏହି ଧାରାବାହିକ ରେ ଜଣେ ଓଡ଼ିଆ ଘରର ଝିଅ ଭୂମିକା ରେ ଅଭିନୟ କରୁଥିବାର ନଜର ରେ ଆସିଥାନ୍ତି । ଶ୍ରଦ୍ଧା ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି । ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି ।

ଏହି ଧାରାବାହିକ ରେ ତାଙ୍କର ଅଭିନୟ ପାଇଁ ହିଁ ଟିଆର୍ପି ମଧ୍ୟ ଜୋରସୋରରେ ବଢ଼ିବାରେ ଲାଗିଛି । ତେବେ ଆମେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କୁଆଁରୀ ବୋହୁ ଧାରାବାହିକ ର ଅଭିନେତ୍ରୀ ଶ୍ରଦ୍ଧା ଗତ ସ୍ବାଧୀନତା ଦିବସ ରେ ଅଦ୍ଭୁତ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ କୁଆଁରୀ ବୋହୁ ଧାରାବାହିକ ର ନାୟିକା ଶ୍ରଦ୍ଧା ଅଗଷ୍ଟ ମାସ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସ ଦିନ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନିଜର ନୃତ୍ୟ ଦ୍ଵାରା ସମସ୍ତ ଦର୍ଶକ ଙ୍କୁ ସ୍ବାଧୀନତା ଦିବସ ର ଶୁଭେଚ୍ଛା ଜଣାଇଥିଲେ । ସେ ଏହି ଭି-ଡି-ଓ ରେ ଏକ ଧଳା ରଙ୍ଗର ଶାଢୀ ପିନ୍ଧି ହିନ୍ଦୀ ସଙ୍ଗୀତ ଦେଶ ରଙ୍ଗିଲା ରେ ନାଚିଥିଲେ । ସେ ଏହି ଗୀତ ରେ ବହୁତ ସୁନ୍ଦର ଭାବରେ ନିଜର ନୃତ୍ୟ ପରିବେଷଣ କରିଥିଲେ ।

ତାଙ୍କ ଦ୍ୱାରା ପ୍ରଦର୍ଶିତ ଏହି ନୃତ୍ୟ ତାଙ୍କ ଫାନ୍ସ ତଥା ସମସ୍ତ ଦର୍ଶକ ଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା । ଶ୍ରଦ୍ଧା ଙ୍କ ଫାନ୍ସ ମାନେ ତାଙ୍କର ଏହି ଭି-ଡି-ଓ ଦେଖି ତାଙ୍କର ଖୁବ ପ୍ରଶଂସା କରିଥିଲେ । ଶ୍ରଦ୍ଧା ଏହି ଭିଡିଓ ରେ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ । କୁଆଁରୀ ବୋହୁ ଧାରାବାହିକ ର ନାୟିକା ଶ୍ରଦ୍ଧା ଙ୍କ ଏହି ଭି-ଡି-ଓ ରୁ ଜଣା ପଡିଥିଲା ଯେ, ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି ।

ଦର୍ଶକ ମାନଙ୍କୁ ତାଙ୍କର ନୃତ୍ୟ ବହୁତ ହିଁ ଭଲ ଲାଗିଥିଲା । ଓଡ଼ିଶା ର ସମସ୍ତ ଦର୍ଶକ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ନିଜର ଭଲ ପାଇବା କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *