ମନ୍ତ୍ରୀଙ୍କୁ ବୁଦ୍ଧି ଶିଖେଇଲେ ଭୋଟ ଦିଆ ଜନତା, କଲେ ଏମିତି କାମ ଶୁଣିଲେ ଆପଣ କହିବେ ବାଃ…ବହୁତ ବଢିଆ ! ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ମନ୍ତ୍ରୀ ମହାଶୟଙ୍କୁ ପାନେ ଦେଇଛନ୍ତି ଗାଁ ବାସୀ । ଅନ୍ୟ ପଟେ ମନ୍ତ୍ରୀଙ୍କ ଇମେଜ ଯେତେବେଳେ ଡାଉନ ହୋଇଗଲା ସେତେବେଳେ ପୋଲିସ ଦେଖାଇଦେଲା ତା ଦବଙ୍ଗ ଗିରି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସୂଚନା ଅନୁଯାଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡହାର ଗ୍ରାମରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ହଟହଟା ହୋଇଛନ୍ତି । ଭୋଟ ସମୟରେ ତଣ୍ଡହାର ଗ୍ରାମକୁ ମନ୍ତ୍ରୀ ମାନେ ଆସି ପକ୍କା ସଡକ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବିଧାୟକ ହେବାର ବହୁତ ଦିନ ପରେ ଗାଁ କଥା ସତେ ଯେମିତି ଭୁଲିଗଲେ ଆଉ ସହରୀ ବାବୁ ପାଲଟିଗଲେ ।

ଲୋକମାନେ ମନ୍ତ୍ରୀ ତୁଷାର କାନ୍ତି ଓ ଅସ୍ତରଙ୍ଗ ବ୍ଲକ ଚେୟାର ମ୍ୟାନ ସ୍ଵାଧୀନ ନାୟକଙ୍କ ସହ ବହୁତ ପ୍ରଶାସନିକ ଅଧିକ ମାନଙ୍କୁ ବୁଦ୍ଧି ଶିଖାଇ ଦେଇଛନ୍ତି । ମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ଚାରି ଚକିଆରେ ଆସିଥିଲେ । ସେହି ସମୟରେ କଚା ରାସ୍ତାରେ ବାଲି ମାଟି ଦେଇ ଗାଁ ଲୋକ ମାନେ ମରାମତ କରିଥିଲେ । ଯେତେବେଳେ ଗାଁ ଲୋକ ଗ୍ରାମ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ କହିଥିଲେ ସେତେବେଳେ ମନ୍ତ୍ରୀ କିଛି ନଶୁଣି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟି ଚାଲିଥିଲେ ଓ ନିଜ କାରରେ ଫେରୁଥିଲେ ।

ହେଲେ ଫେରିବା ବାଟରେ କାହାଣୀ ଏକ ନୂଆ ମୋଡ ନେଇଥିଲା । କାର ଆସିବା ପାଇଁ ଗାଁ ଲୋକମାନେ ଯେଉଁ ରାସ୍ତାର ମରାମତି କରିଥିଲେ ସେହି ରାସ୍ତାକୁ ସେମାନେ ପୁଣି ବିଗାଡି ଦେଇଥିଲେ । ଯାହାଫଳରେ କୌଣସି ଗାଡି ଫେରିବା ସମ୍ଭବ ହୋଇନଥିଲା । ବହୁତ ସମୟ ଧରି ଏନେଇ ଉତ୍ତେଜନା ବି ପ୍ରକାଶ ପାଇଥିଲା । ଅନ୍ୟ ପଟେ ପୋଲିସର ଦ-ବ-ଙ୍ଗ ଗିରି ବି ଦେଖିବାକୁ ମିଳିଥିଲା  । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *