Manish Anurag ହତ୍ୟାକାଣ୍ଡରେ ଯୁବତୀଙ୍କର କଣ ରହିଛି ଲିଙ୍କ୍‌ ? ଯୁବତୀଙ୍କୁ କିଏ କରିଥିଲା ଇନ୍‌ଭାଇଟ୍ ? ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଖୁବ ଶୀଘ୍ର ହ-ଟି-ବା-କୁ ଯାଉଅଛି ମନୀଷ ହ-ତ୍ୟା-କା-ଣ୍ଡ ରୁ ପ-ର-ଦା । ସେଦିନ ରାତିରେ ୨ ଥର କରି ପଇସା ପକାଇଥିଲେ ପରିବାର ଲୋକେ । ପ୍ରଥମ ଥର ୫୦୦୦ ଏବଂ ଦ୍ଵିତୀୟ ଥର ୩୦୦୦ । ହୋଟେଲ ବିଲ କୁ ନେଇ ହୋଇଥିଲା କି ଗ-ଣ୍ଡୋ-ଗ-ଳ ? ସାଉଥସିଟି ରେଷ୍ଟୁରାଣ୍ଟ କୁ ଯୁବତୀ କୁ କିଏ କରିଥିଲା ନିମନ୍ତ୍ରଣ ? ମନୀଷ ଅନୁରାଗ ଙ୍କ ହ-ତ୍ୟା-କା-ଣ୍ଡ ରେ ପୋଲିସ ହାତରେ ଲାଗି ସାରିଛି ୯୦ ପ୍ରତିଶତ ପ୍ରମାଣ ।

ଖୁବ ଶୀଘ୍ର ପୋଲିସ ଖୋଲାସା କରିବାକୁ ଯାଉଛନ୍ତି ହ-ତ୍ୟା-କା-ଣ୍ଡ ର ଷ-ଡ-ଯ-ନ୍ତ୍ର । ପୋଲିସ ଙ୍କ ସୂଚନା ଅନୁଯାୟୀ ସାଙ୍ଗ ମାନେ ମିଶି ମନୀଷ ଙ୍କୁ ହ-ତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ମାତ୍ର ସେମାନେ କେଉଁ କାରଣ ବଶତ ମନୀଷ ଙ୍କୁ ହ-ତ୍ୟା କରିଲେ ତାହାର କାରଣ ଜଣା ପଡିନାହିଁ । ମନୀଷ ଙ୍କ ହ-ତ୍ୟା-କା-ଣ୍ଡ ରେ ଯୁବତୀ ଙ୍କ ଲି-ଙ୍କ କଣ ରହିଅଛି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ଏ ବାବଦରେ ମନୀଷ ଙ୍କୁ ହ-ତ୍ୟା କରିଥିବା ସାଙ୍ଗମାନେ ହିଁ କହିବେ ଯୁବତୀ ଙ୍କ ଲି-ଙ୍କ ସମ୍ପର୍କ ରେ । ମାତ୍ର ପ୍ରଶ୍ନ ଉଠିଛି ଯେ ଯୁବତୀ ଜଣକ ଏତେ ରାତି ପର୍ଯ୍ୟନ୍ତ ସେଠାରେ କରୁଥିଲେ କଣ ? ଏକ ପ୍ରକାରର କହିବାକୁ ଗଲେ ମନୀଷ ଙ୍କ ହ-ତ୍ୟା-କା-ରୀ କିଏ ? ଏହା ସମ୍ବନ୍ଧରେ ସଂପୂର୍ଣ୍ଣ ତତ୍ଵ ପୋଲିସ କୁ ଲାଗି ସାରିଅଛି । ପୋ-ଷ୍ଟ-ମ-ଟ-ମ ରି-ପୋ-ର୍ଟ ରୁ ଜଣା ପଡିଅଛି ଯେ ମନୀଷ ଙ୍କ ଶ୍ଵା-ସ-ରୁ-ଦ୍ଧ ହେବା କାରଣରୁ ତାଙ୍କ ମୃ-ତ୍ୟୁ ହୋଇଛି ।

ମୃ-ତ୍ୟୁ ପୂର୍ବରୁ ମନୀଷ ଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରା ଯାଇଅଛି ବୋଲି ଚର୍ଚ୍ଚା କରା ଯାଉଅଛି । ମନୀଷ ଙ୍କ ୪ ଜଣ ବନ୍ଧୁ ଙ୍କୁ ପୋଲିସ ଅ-ଟ-କ ରଖି ପଚରା ଉଚରା କରୁଅଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ  ଯୁବତୀ ଙ୍କ ପରିଚୟ ମିଳିପାରି ନାହିଁ । ଖୁବ ଶୀଘ୍ର ଯୁବତୀ ଙ୍କ ପରିଚୟ ପୋଲିସ ହାତରେ ଲାଗିବାକୁ ଯାଉଅଛି । ଏହିଭଳି କା-ଣ୍ଡ ଭି-ଆ-ଇ-ବା ପଛରେ ମନୀଷ ଙ୍କ ସାଙ୍ଗ ମାନଙ୍କର ଉଦେଶ୍ୟ କଣ ଥିଲା ? କାହିଁକି ସେମାନେ ଏଭଳି ନିଜ ସାଙ୍ଗ କୁ ଜୀବନରୁ ମା-ରି-ଦେ-ଲେ ? ଏ ନେଇ ପୋଲିସ ନିଜର ତ-ଦ-ନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *