NCB ର ସବୁଠୁ ବଡ ଖୁଲାସା, Aryan Khan ଙ୍କର ଏହି Actress ଙ୍କ ସହିତ ହେଉଥିଲା ଚାଟ, ଡ୍ରଗ୍ସ ନେବାକୁ ବାଧ୍ୟ କରୁଥିଲା Aryan

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବଲିଉଡ ର କିଙ୍ଗ ସାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କୁ ଏନସିବି ର ଏକ ଟିମ ଜାହାଜ ଭିତରେ ଡ୍ର-ଗ୍ସ ପା-ର୍ଟି କରୁଥିବା ସମୟରେ ଧ-ରି ଥିଲେ । ତେବେ ତା ପରେ କୋ-ର୍ଟ ରେ ଏନସିବି ର ତଥ୍ୟ ଆଗରେ ମହଙ୍ଗା ଓକିଲ ଙ୍କ ମହଙ୍ଗା କଥା ମଧ୍ୟ ଫି-କା ପଡିଗଲା ଏବଂ କୋର୍ଟ ଆର୍ଯ୍ୟନ ଙ୍କୁ ଆର୍ଥର ଜେ-ଲ ରେ ରହିବାକୁ ନିର୍ଦେଶ ଦେଇଦେଲେ ।

ତେବେ ବହୁତ ବାର ସାହାରୁଖ ବେ-ଲ ପାଇଁ ଆବେଦନ କରି ସାରିଲେଣି କିନ୍ତୁ ସବୁ ଥର ଏନସିବି କିଛି ଏଭଳି ତଥ୍ୟ ପ୍ରଦାନ କରିଦିଏ ଯାହା ଯୋଗୁଁ କୋ-ର୍ଟ ତାଙ୍କ ଜା-ମି-ନ କୁ ଖା-ର-ଜ କରି ଦେଇଥାଏ । ତେବେ ଆଜି ମଧ୍ୟ ଆର୍ଯ୍ୟନ ଙ୍କ ବେ-ଲର ଶୁଣାଣି ର ଦିନ ଥିଲା । ତେବେ ତାଙ୍କୁ ବେ-ଲ ମିଳୁଛି କିମ୍ବା ନାହିଁ ତା ଆଗରୁ ଆଉ ଏକ ତଥ୍ୟ ଏନସିବି ର ହାତ କୁ ଆସି ଯାଇଛି । ତେବେ ଆଜି ଆର୍ଯ୍ୟନ ଙ୍କ ଶୁଣାଣି ଥିବା ବେଳେ ତା ପୂର୍ବରୁ ହିଁ କୋ-ର୍ଟ-ରେ ତାଙ୍କ ବି-ରୋ-ଧ-ରେ ଆଉ କିଛି ତଥ୍ୟ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ।

ଅକ୍ଟୋବର ୨ରେ କ୍ରୁଜ୍ ପା-ର୍ଟି ବେଳେ ସେ ବଲିଉଡ୍‌ର ଜଣେ ଅପ୍‌କମିଂ ଅଭିନେତ୍ରୀଙ୍କ ସହିତ ଡ୍ର-ଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିଲେ । ସେମାନଙ୍କ ମଧ୍ୟରେ ଡ୍ର-ଗ୍ସ ନେଇ ହୋଇଥିବା ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋ-ର୍ଟ-ରେ ଦାଖଲ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବର ଅନୁଯାୟୀ, ଆର୍ଯ୍ୟନ ଓ ଉକ୍ତ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ର-ଗ୍ସ-କୁ ନେଇ କଥାବାର୍ତ୍ତା ହୋଇଥିଲା ।

ପୂର୍ବ ଶୁଣାଣି ବେଳେ ଏନ୍‌ସିବି ପକ୍ଷରୁ ସେମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ କୋ-ର୍ଟ-ରେ ଦାଖଲ କରାଯାଇଥିଲା । ଏହା ସହିତ କିଛି ଡ୍ର-ଗ୍ସ ବିକ୍ରେତାଙ୍କ ସହିତ ଆର୍ଯ୍ୟନଙ୍କର ହୋଇଥିବା ଚା-ଟ୍ ମେସେଜ୍‌କୁ ମଧ୍ୟ କୋ-ର୍ଟ-ରେ ଦାଖଲ କରିଥିଲା ଏନ୍‌ସିବି । ତେବେ ବଲିଉଡ୍‌ର ଏହି ଅପ୍‌କମିଂ ଅଭିନେତ୍ରୀ ଜଣଙ୍କ କିଏ, ସେ ନେଇ କିଛି ସୂଚନା ମିଳିନାହିଁ ।

କାଲୀ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଥିଲା। ଅକ୍ଟୋବର ୨ରେ ମୁମ୍ବାଇରେ କ୍ରୁଜ୍‌ ପାର୍ଟିରେ ଚ-ଢ଼ା-ଉ ପରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗି-ର-ଫ କରିଛି ଏନ୍‌ସିବି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେ-ଲ୍‌-ରେ ରଖାଯାଇଛି । ତେବେ ଦେଖିବା କି କୋ-ର୍ଟ ଏହି ତଥ୍ୟ ପରେ ବେ-ଲ ପ୍ରଦାନ କରୁଛନ୍ତି କିମ୍ବା ଫୁଣି ଥରେ ଖା-ର-ଜ ହୋଇଯିବ ଆର୍ଯ୍ୟନ ଙ୍କ ବେ-ଲ ।

Leave a Reply

Your email address will not be published. Required fields are marked *