ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ବନେଇଲେ ନିଜର ଶେଷ ଭିଡିଓ ଓ କହିଲେ ସମସ୍ତଙ୍କୁ ଜେଲ ହେବା ଦରକାର, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୁଣୁଥିବେ କି ବର୍ତ୍ତମାନ ସମୟରେ କିଛି ଖବର ଏଭଳି ଆସୁଛି ଯାହାକୁ ଶୁଣିବା ପରେ ଆପଣ ଆବାକ ହୋଇ ପଡୁଛନ୍ତି । ତେବେ ଆଜିକାଲି ର ପିଲା ମାନେ ନିଜର ସମସ୍ତ ଆସୁବିଧା ର ସ-ମା-ଧା-ନ ଆ-ତ୍ମ-ହ-ତ୍ୟା ବୋଲି ହିଁ ଭାବୁଛନ୍ତି । ତେବେ ଆ-ତ୍ମ-ହ-ତ୍ୟା କରିବା ଦ୍ୱାରା ତାଙ୍କୁ ଆଉ କୌଣସି ଅସୁବିଧା ହେବ ନାହିଁ । ତେବେ ତାଙ୍କ ଏତେ ବଡ଼ ଫଇସଲା ପରେ ତାଙ୍କ ପରିବାର ଭା-ଙ୍ଗି ଯାଇଥାଏ ଏହା ସେମାନେ ଜାଣି ପାରନ୍ତି ନାହିଁ ।

ତେବେ ସେହିଭଳି ବର୍ତ୍ତମାନ ଜବଲପୁର ର ଜଣେ ଯୁବକ ଯାହାଙ୍କ ନାମ ସୌରଭ ସାହୁ ସେ ଜଣେ ମେଡ଼ିସିନ ବ୍ୟାପାରି ଏବଂ ପୂର୍ବ ବିଜେପି ର ପାର୍ଷଦ ରହିଥିବା ସଦାରାଣୀ ଙ୍କ ଭଣଜା ମଧ୍ୟ । ତେବେ ତାଙ୍କ କହିବା କଥା କି ତାଙ୍କ ଦାଦା ପୁଅ ୠଷି ସାହୁ,ଡାକ୍ତର ତରନ ଜିତ ଗୁଜ ରାଲ, କାକେ ଗୁମର, ତେଜିଦାର ସିଂହ ଲାମ୍ବା, ସନି ଲାମ୍ବା, ଉଦିପ ରିଲଙ୍କୁ ନିଜ ମୃ-ତ୍ୟୁ ର ଦୋ-ଷୀ କହିଛନ୍ତି ।

ତେବେ ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି କି ଏହି ମାନେ ତାଙ୍କୁ ଦୁଇ ବର୍ଷ ହେବ ମା-ନ-ସି-କ ଏବଂ ଶା-ରୀ-ରି-କ ପ୍ର-ତା-ଡ-ନା ଦେଇ ଆସୁଛନ୍ତି । ଦୋକାନ ଖାଲି କରିବାକୁ କହୁଛନ୍ତି ସବୁବେଳେ ମା-ର ପି-ଟ କରୁଛନ୍ତି । ତେଣୁ ସେ ଭା-ଙ୍ଗି ପଡିଛନ୍ତି ଏବଂ ଶେଷ ରେ ଆ-ତ୍ମ-ହ-ତ୍ୟା କରୁଛନ୍ତି ତେବେ ତାଙ୍କ ମୋବାଇଲ ରେ ସେ ଆ-ତ୍ମ-ହ-ତ୍ୟା ନୋ-ଟ ଏବଂ ଭିଡିଓ ରଖି ଦେଇଛନ୍ତି ଏବଂ ଏହି ଭିଡିଓ ସେ ନିଜ ଝିଅ ପାଖକୁ ମଧ୍ୟ ଛାଡି ଦେଇଛନ୍ତି ।

ତେବେ ସୌରଭ ୧୨ ଅକ୍ଟୋବର ରେ ପ-ଙ୍ଖା- ରେ ଫା-ଶୀ ଦେଇ ମାତ୍ର ୪୦ ବର୍ଷ ବୟସ ରେ ମୃ-ତ୍ୟୁ ବ-ର-ଣ କରିଛନ୍ତି । ତେବେ ପୋଲିସ କୁ ସୌରଭ ଙ୍କୁ ମା-ର ପି-ଟ କରୁଥିବାର ଭିଡିଓ ମଧ୍ୟ ମିଳିଛି ଯାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରମାଣ ମଧ୍ୟ । ତେବେ ବର୍ତ୍ତମାନ ପୋଲିସ ସେହି ସବୁ ଅ-ଭି-ଯୁ-କ୍ତ ଙ୍କୁ -ଗି-ର-ଫ କରିବା ସହ ନିଜ ତ-ଦ-ନ୍ତ ମଧ୍ୟ ଆରମ୍ଭ କରିଦେଇଛି ।

Leave a Reply

Your email address will not be published.