ନଟିଆ (Smruti Ranjan) ଙ୍କ ଅଜବ ପ୍ରେମର ଗଜବ କାହାଣୀ, ସ୍ତ୍ରୀ କହିଲେ ‘ମତେ ସେ ନବମ ଶ୍ରେଣୀରୁ ଲାଇନ ମାରୁଥିଲେ ହେଲେ କେବେ…’

ନମସ୍କାର ବନ୍ଧୁଗଣ, ଆମ ଓଡିଶାର ଛୋଟ ପିଲାମାନଙ୍କର ବର୍ତ୍ତମାନ ସମୟରେ ଅତିପ୍ରିୟ କାର୍ଟୁନ କାମେଡି ହେଉଛି ନଟିଆ କାମେଡି । ତେବେ ନଟିଆ ପାଇଁ ସ୍ଵର ଦେଉଥିବା ସ୍ମୃତି ରୋଜ ଡେ ଦିନ ନିଜ ଜୀବନର ପ୍ରକୃତ ପ୍ରେମ କାହାଣୀର କିଛି କଥା ଲୋକଙ୍କ ସହ ଶେୟାର କରିଛନ୍ତି । ନଟିଆ ତ ବହୁତ ନଟଖଟ ଆପଣ ମାନେ ଦେଖିଥିବେ ତେବେ ରିୟଲ ଲାଇଫରେ ନଟିଆ କିଭଳି ନଟଖଟ ଏବଂ କିଭଳି ତାଙ୍କ ସ୍ତ୍ରୀଙ୍କୁ ନବମ ଶ୍ରେଣୀରେ ଚିଠି ଦେଉଥିଲେ ତାହା ସମ୍ପର୍କରେ କଣ କହିଛନ୍ତି ଆସନ୍ତୁ ଜାଣିବା ।

ସ୍ମୃତି କହିଛନ୍ତି ଆଗର ଭଲ ପାଇବା ବହୁତ ଭଲ ଥିଲା । ଆଜିକାଲିର ଯେଉଁ ଭଲପାଇବା ତାହା ଉପରେ ସେ ନ କହିବା ହିଁ ଭଲ ବୋଲି କହିଛନ୍ତି । 2009 ମସିହାରେ ସ୍ମୁତି ସମ୍ବଲପୁରରେ ଚାକିରି କରିଥିଲେ । ସେହିଠାରେ ସେ ତାଙ୍କର ଜଣେ ଦାଦାଙ୍କ ବାହାଘରକୁ ଯାଇଥିଲେ । ସେହିଠାରେ ହିଁ ସେ ତାଙ୍କ ଧର୍ମ ପତ୍ନୀଙ୍କୁ ଦେଖିଥିଲେ ପ୍ରଥମେ ।

ସେହି ସମୟରେ କାଗଜରେ ନମ୍ବର ଦିଆ ନିଆ ହୋଇଥିଲା । ସ୍ମୃତିଙ୍କ ସ୍ତ୍ରୀ ସେତେବଳେ ନମ୍ବର ଲେଖା ଥିବା କାଗଜକୁ ତାଙ୍କ ମୁଦି ଭିତରେ ଲୁଚାଇ ରଖିଥିଲେ ଜାଣିବି ନଥିଲେ ସେହି କାଗଜରେ ନମ୍ବର ଅଛି ବୋଲି । ଘରକୁ ଯାଇ ଦେଖିଲା ବେଳକୁ ନମ୍ବର ଥିଲା କାଗଜରେ ଆଉ ସେ କଲ ମଧ୍ୟ କରିଥିଲେ ସ୍ମୃତିଙ୍କୁ । ଏହାପରେ ତାଙ୍କର କଥା ବାର୍ତ୍ତା ଆରମ୍ଭ ହୋଇଥିଲା ।

ପ୍ରଥମ ଦେଖା ଦିନ ହିଁ ଉଭୟ ଉଭୟଙ୍କ ଉପରକୁ ଗୋଲାପ ଫୁଲ ଫୋପାଡି ଥିଲେ । ସ୍ମୃତି ତାଙ୍କ ସ୍ତ୍ରୀ ତଥା ତାଙ୍କ ସେତେବେଳର କ୍ରସ ଥିବା ବର୍ତ୍ତମାନର ପତ୍ନୀଙ୍କ ଉପରକୁ ଗୋଲାପ ଫୁଲ ଫୋପାଡିଥିଲେ । ଆଉ ତାଙ୍କ ସ୍ତ୍ରୀ ତାଙ୍କ ଉପରକୁ ଗୋଲାପ ଫୁଲର ପତ୍ର ଫୋପାଡିଥିଲେ । ଏହିଭଳି ଭାବରେ ତାଙ୍କର ପାଞ୍ଚ ବର୍ଷ ଭଲ ପାଇବା ପରେ ବିବାହ ହେଲା । ସ୍ମୃତିଙ୍କ ସ୍ତ୍ରୀ ତାଙ୍କ ଘରେ ପ୍ରଥମେ ଭଲ ପାଇବାର କଥା କହିଥିଲେ ।

ସ୍ମୁତି ନିଜ ଗାଡିର ହର୍ନ ମାରି  ତାଙ୍କ ପତ୍ନୀଙ୍କୁ ଘର ବାହାରକୁ ଆସିବାକୁ ଡାକୁଥିଲେ । ତେବେ ତାଙ୍କ ହର୍ନ ମାରିବାର ଭିନ୍ନ ଅନ୍ଦାଜ ଥିଲା । ସେ ତାଙ୍କର ସେହି ସମୟରେ ଭଲ ପାଇବାରେ ବହୁତ ଖୁସିରେ ଥିଲେ ଏବେ ମଧ୍ୟ ତାଙ୍କୁ ନିଜ ସ୍ତ୍ରୀ ଭାବରେ ପାଇ ବହୁତ ଖୁସି ଥିବାର କଥା କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *