‘ନ୍ୟାୟ ପାଇଁ ଗୁଳି ଖାଇବାକୁ ବି ରେଡି’ ହରତାଳ ସମୟରେ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ମମିତା ମେହେର ମୃ-ତ୍ୟୁ ମା-ମ-ଲା ପରେ ଅନେକ ରାଜନୈତିକ ବି-ବା-ଦ ଦେଖିବାକୁ ମିଳୁଛି । ମମିତାଙ୍କ ମୃ-ତ୍ୟୁ ପଛରେ କେବଳ ଗୋବିନ୍ଦ ସାହୁ ନୁହେଁ ତାଙ୍କ ସହ ବିଜେଡି ଦଳର ଏକ ନେତା ମଧ୍ୟ ସମ୍ପୃକ୍ତ ଅଛନ୍ତି । ବଲାଙ୍ଗୀର ମହାଲିଙ୍ଗ କଲେଜରେ ଯାହା ସବୁ କ-ଳା କା-ର୍ଣ୍ଣ-ମା ଚାଲିଥିଲା ତାହା ତ ଆପଣ ମାନେ ଜାଣି ସାରିଥିବେ । କଲେଜରେ ଶିକ୍ଷା ନାମରେ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଶୋ-ଷ-ଣ କରା ଯାଉଥିଲା ।

ତେବେ ମମିତାଙ୍କ ମୃ-ତ୍ୟୁ ପାଇଁ ନେତାଙ୍କ ଇସ୍ତଫା ଦାବି କରିଛନ୍ତି ବି-ରୋ-ଧୀ ନେତା । ଗତ କିଛି ଦିନ ତଳେ କଂଗ୍ରେସ ଦଳ ପକ୍ଷରୁ ନଭେମ୍ବର ୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା ହେଲେ ହାଇ କୋର୍ଟ ନିର୍ଦେଶ ଅନୁସାରେ କଂଗ୍ରେସ ଦଳ କେବଳ ହ-ର-ତା-ଳ କରିପାରିବେ ବୋଲି କୁହା ଯାଇଥିଲା । ବର୍ତ୍ତମାନ କଂଗ୍ରେସର ବନ୍ଦ ଡାକରା ଚାଲିଛି ତେବେ ରାସ୍ତା ଘାଟ ବି ଅଧିକ ଭି-ଡ ନାହିଁ ଓ ଏହି ବନ୍ଦ ଡାକରାରେ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି ।

ମମିତାଙ୍କ ପରିବାରକୁ ନ୍ୟାୟ ମିଳିବା ଲାଗି ମନ୍ତ୍ରୀଙ୍କ ବହି-ସ୍କା-ର ଲାଗି ଏହି ହ-ର-ତା-ଳ ଲାଗି ରହିଛି । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ ନା-ରା-ବାଜି ଚାଲିଛି ଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସୁର ରାଉତରାୟଙ୍କୁ ଘେରି ମାଷ୍ଟରକ୍ୟାଣ୍ଟିନର ଦୁଇ ପ୍ଲାଟୁନ ପୋଲିସ ଫୋ-ର୍ସ ରହିଛନ୍ତି ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି  ।

 

ସୁର ରାଉତରାୟଙ୍କ ମତରେ- ‘ନବୀନ ପଟ୍ଟନାୟକ ଆମ ଆ-ନ୍ଦୋ-ଳ-ନ-କୁ କୋ-ଲା-ପ୍ସ କରିବାକୁ ଚେଷ୍ଟା କରିଛି’ । ଆଗକୁ ସୁର ଭାଇ କହିଛନ୍ତି- ‘ଆମେ ସେଥିପାଇଁ ହାଇ କୋର୍ଟ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ବସ, ଟ୍ରେନ ଓ ବଜାର ବନ୍ଦ କରିବାକୁ ଚେଷ୍ଟା କରିଛୁ । ଆମେ ଦୁଧ ଗାଡି ଓ ଆମ୍ବୁଲାନ୍ସକୁ ଛାଡି ଦେଉଛୁ ।

ଆମେ ଲୋକ ମାନଙ୍କୁ ଅପିଲ କରୁଛୁ ଯେ, ଗୋଟେ ନିରୀହ ମମିତା ମେହେରକୁ ଜି-ଅ-ନ୍ତା ଜା-ଳି ମା-ରି-ଦି-ଆ-ଗ-ଲା, ପୋ-ତା ଗ-ଲା, ସ୍ପଟ ଦେଖେଇଲେ ସେ ଖୋ-ଳା ଗଲା ପ୍ରମାଣ ଥୁଆ ହୋଇଛି ହେଲେ ଏହି ମୁଖ୍ୟମନ୍ତ୍ରୀ ନିଜ ନେ-ତା ମାନଙ୍କୁ ପବ୍ଲିକ ମିଟିଙ୍ଗରେ ବସାଇ ଏକ ପ୍ରହସନ ଚଲାଉଛି’ । ଆଗକୁ ସୁର ଭାଇ କହିଛନ୍ତି- ‘ସେ କହୁଛି ମୁ ବହୁତ ୱ୍ହାଇଟ ମୁ କ୍ଳିନ । ଆମେ ମାନେ ମମିତା ନ୍ୟାୟ ପାଇଁ ଏହି ହ-ର-ତା-ଳ କରୁଛୁ ଏଣିକି ଆମେ ଗୁ-ଳି ଖାଇବା ପାଇଁ ବି ରେ-ଡି ଅଛୁ’ ।

ଏହି ହରତାଳଟି ୬ ଘଣ୍ଟା ପର୍ଯ୍ୟନ୍ତ ରହିବ ଓ ଯଦି କଂଗ୍ରେସ ଦଳ ପକ୍ଷରୁ ଜୋର ଜ-ବ-ର-ଦ-ସ୍ତ କାମ କିଛି ହେବ ତା ହେଲେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତା ହେଲେ ବନ୍ଧୁଗଣ ଏହି ହ-ର-ତା-ଳ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *