ପୁଣି ଲଜ୍ଜା ! ଅଜା ପାଇଁ ନାତୁଣୀ ଆଜି 7 ମାସର ଗର୍ଭାବତୀ ! ପୁରା ଘଟଣା ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି…

ବନ୍ଧୁଗଣ ନମସ୍କାର, ତେବେ ଆଳି ରୁ ପୁଣି ଆସିଲା ଏକ ଲଜ୍ଜା ଜନକ ଘଟଣା । ନାତୁଣୀ ର ପେଟରେ ରହିଛି ଅଜା ର ଛୁଆ । ନାତୁଣୀ ଏବେ ୭ ମାସ ର ଗର୍ଭବତୀ । ୧୬ ବର୍ଷର ସମ୍ପର୍କୀୟ ନାତୁଣୀ କୁ ଗର୍ଭବତୀ କରିଛି ୬୫ ବର୍ଷ ର ଅଜା । ଆପଣ ମାନେ ଫଟୋ ରେ ଦେଖି ପାରୁଥିବେ ସେହି ଅଜା ର ମୁହଁ କୁ । ଏ ହେଉଛି ସେହି ଅଜା ଯିଏ ନିଜ ନାତୁଣୀ କୁ ସାତ ମାସର ଗର୍ଭବତୀ କରିଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତ ର କୈଳାସ ମଲ୍ଲିକ ଙ୍କ ୧୬ ବର୍ଷ ମାଆ ଛେଉଣ୍ଡ ଝିଅ କୁ ଅଜା ରାଜୀବ ମଲ୍ଲିକ ଗର୍ଭବତୀ କରିଛନ୍ତି ।

ଅଜା ଙ୍କର ରଙ୍ଗ କହିଲେ ନ ସରେ । ବଳ ପୂର୍ବକ ଜୋ-ର ଜବ-ରଦ-ସ୍ତ ବାରମ୍ବାର ଅନଐତିକ ସମ୍ପର୍କ ରଖିଥିଲେ ନାତୁଣୀ ସହିତ ଏବଂ କାହାକୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲେ ଏହି ଅଜା । ଝିଅ ର ଶରୀର ପରିବର୍ତ୍ତନ କୁ ଲକ୍ଷ କରି ପରିବାର ଲୋକେ ଝିଅ କୁ ପଚାରିବାରୁ ଝିଅ ସବୁ ସତ କଥା ମାନିଥିଲା ଏବଂ ଡାକ୍ତର ଙ୍କ ପରାମର୍ଶ କ୍ରମେ ଅଲ୍ଟ୍ରାସାଉଣ୍ଡ ରେ ସାତ ମାସର ଗର୍ଭବତୀ ବୋଲି ଜଣା ପଡ଼ିଛି ।

ଘଟଣା ପ୍ରକଟ ହେବା ପରେ ଅଭିଯୁକ୍ତ ଅଜା କୁଆଡ଼େ ଘର ଛାଡି ପଳାଇଛନ୍ତି । ଏ ନେଇ ପରିବାର ଲୋକେ ଥାନା ରେ ମାମଲା ରୁଜୁ କରାଇଥିଲେ । ତେବେ ଖୁବ ଶୀଘ୍ର ଦୋଷୀ କୁ ଦଣ୍ଡାଦେଶ ଦେବାକୁ ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ।

ତେବେ ଏହି ସମ୍ବନ୍ଧରେ ଗର୍ଭବତୀ ହୋଇଥିବା ସେହି ୧୬ ବର୍ଷ ର ଝିଅ ଜଣକ ନିଜର ବୟାନ ରେ କହିଛନ୍ତି ଯେ, ତାଙ୍କ ଅଜା ତାଙ୍କ ସହିତ ଜବ-ରଦ-ସ୍ତ ଅନଐତିକ ସମ୍ପର୍କ ରଖୁଥିଲେ ଏବଂ ତାଙ୍କର ଧମକ ଦେଉଥିଲେ ଯେ, ଯଦି ସେ ଏହି ବିଷୟ ରେ କାହାକୁ କହିବେ ତେବେ ସେ ତାଙ୍କୁ ମାରିଦେବେ ବୋଲି । ଏହି କାରଣରୁ ସେ ଡରି ଯାଇ ପରିବାର ଲୋକଙ୍କୁ ଏହି ସମ୍ବନ୍ଧରେ କିଛିବି କହି ପାରିଲେ ନାହିଁ ।

ଏବେ ସେ ମାଆ ହେବାକୁ ଯାଉଛନ୍ତି ଏବଂ ସେ କେବେବି ଭାବି ନଥିଲେ ଯେ, ତାଙ୍କ ସହିତ ଏଭଳି ଘଟିଯିବ । ଏପଟେ ଝିଅ ର ବାପା ତାଙ୍କ ଝିଅ ସହିତ ହୋଇଥିବା ଏଭଳି ନିଇର୍ଯ୍ୟାଆତନା ପାଇଁ ନ୍ୟାୟ ମାଗୁଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ଝିଅ ର ଯିଏ ସର୍ବନାଶ କରିଛି ତାକୁ ଉଚିତ ଦଣ୍ଡ ଦିଆଯାଉ । ଏହାଦ୍ବାରା ହିଁ ସେ ନ୍ୟାୟ ପାଇବେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *