‘ନାରୀର ଅନେକ ରୂପ, କେତେବେଳେ କେଉଁରୂପ କି ପ୍ରଭାବ ପକାଇବ କିଏ ଜାଣେ ? ଆଜି ଯଦି ସମାଜରେ besya ବୃତ୍ତି ହାତିଯାଏ ତ ଲୋକମାନେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ ଲିଙ୍କନ ସୁବୁଦ୍ଧି କହିଛନ୍ତି ଯେ ଅର୍ଚ୍ଚନା ଏହି ଲାଇନ କୁ ଆସିବା ପରେ ସବୁଥିରେ ଗ୍ରୋମିଂ କରିଲେ ଏବଂ ବିଭିନ୍ନ ଝିଅ ମାନଙ୍କୁ ଆଣି ମଧ୍ୟ ଗ୍ରୋମିଂ କରାଉଛନ୍ତି । ତେବେ ଏହା କୌଣସି ବଡ କଥା ନୁହେଁ । କେହି ମଧ୍ୟ ଗୋଟିଏ ସ୍ତର କୁ ଯିବାକୁ ଯେତେବେଳେ ନିଷ୍ପତ୍ତି ନେଇଯାଇଥାନ୍ତି ତାକୁ ପ୍ରୋଫେସନ ବୋଲି ବାଛି ନେଇଥାନ୍ତି ମାତ୍ର ଆସି ଏତେ ସହଜରେ ଗ୍ରୋ କରି ପାରିବ ନାହିଁ ।

ମାତ୍ର ଲୋକାଲ ପୋଲିସ ଙ୍କ ଉପସ୍ଥିତିରେ ଏହିଭଳି ଜିନିଷ ସବୁ ଗଢି ଉଠୁଛି । ମାତ୍ର ସେତେବେଳେ ସେହି ଅଥରିଟି ମାନେ କାହିଁକି ନଜର କରୁ ନାହାଁନ୍ତି ଯେ କେଉଁ ଆଧାରରେ କେମିତି ହଉଛି । ମାତ୍ର ଯେତେବେଳେ ସମୟ ଆସିବା ପାପର ଭରା ବଢିଯିବେ ସେତେବେଳେ ନିଶ୍ଚିତ ଭାବରେ ଲାଞ୍ଛନ ସରକାର ଙ୍କର ହିଁ ହେବ । ମାତ୍ର ସମାଜରେ ଯଦି ବେଶ-ୟା ବୃତ୍ତି ହଟିଯିବ ତେବେ କ୍ରାଇମ ନିଶ୍ଚିତ ଭାବରେ ବହୁତ ଅଧିକ ବଢିଯିବ ।

କାରଣ ମଣିଷର ଯଦି ହ୍ୟୁମାନ ନିଡ ଟା ରାଜରାସ୍ତା କୁ ଚାଲିଆସିଲା ତେବେ ନିଶ୍ଚିତ ଭାବରେ କ୍ରାଇମ ବଢିବ । ତେଣୁ ଏହିସବୁ ଜିନିଷ କରି ବଡିଆ ହୁଅନ୍ତୁ ଯାହା ମଧ୍ୟ ହୁଅନ୍ତୁ ଯାହାକୁ ଏ ନେଇ ଦାୟିତ୍ଵ ଦିଆଯିବ ନିଶ୍ଚିତ ଭାବରେ ପ୍ରତ୍ୟକ କଥା ସାମ୍ନା କୁ ଆସିବ । ମାତ୍ର ବେଶ-ୟା ବୃତ୍ତି କୁ ଆଗାମୀ ଦିନରେ ଲିଗାଲ କରିବାକୁ ହେବ । କାରଣ ଯଦି ଲିଗାଲ ନ କରା ଯାଉଅଛି ତେବେ ଆଗକୁ ଏହିଭଳି ଅନେକ ଘଟଣା ଘଟିବ ଯାହାର ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ ।

ମାତ୍ର ଏହା କିଭଳି ଲିଗାଲ ହବ କି କଣ ତାହା ସଂପୂର୍ଣ୍ଣ ଭାବରେ ସୁପ୍ରିମ କୋର୍ଟ ଜଣାଇବେ । କିନ୍ତୁ ଯଦି ଅଙ୍କୁଶ ନ ଲଗାଯାଏ ତଥା ଆଇନଗତ ଅଙ୍କୁଶ ନ ଲଗାଯାଏ ଏହିଭଳି ତେବେ ନିଶ୍ଚିତ ଭାବରେ ଅନେକ ଅର୍ଚ୍ଚନା ସମାଜରେ ଆସିବେ ତଥା ଗଢି ଉଠିବେ ଏବଂ ଏହିଭଳି କାୟା ବିସ୍ତାର କରିବେ । ଶରୀରର ଯାହା ଆବଶ୍ୟକତା ରହିଛି ସେଥିରେ ସାଧାରଣ ଲୋକଙ୍କର ନିଶ୍ଚତ ଭାବରେ ନାମ ଆସିବ ନାହିଁ ।

ବଡ ବଡିଆ ଲୋକଙ୍କର ହିଁ ନାମ ଆସିବ । କିନ୍ତୁ ସାଧାରଣ ଲୋକେ ମଧ୍ୟ ଏଥିରେ ଶିକାର ହୋଇଥିବେ ଅନେକ ମାତ୍ରାରେ । କିଏ ୩ କୋଟି ଦେଇଥିଲେ କିଏ ୩ ଲକ୍ଷ ମଧ୍ୟ ଦେଇଥାଇପାରନ୍ତି । ମାତ୍ର ଯେଉଁମାନେ ରାସ୍ତାରେ ଛିଡା ହୋଇ ଏହିଭଳି କାମ କରୁଛନ୍ତି ତାଙ୍କ ଉପରେ ଅଙ୍କୁଶ ନାହିଁ ତେବେ ଏଠାରେ ଯିଏ ଘରେ କରୁଛି ତାହା ଉପରେ ଅଙ୍କୁଶ କିଭଳି ଭାବରେ ଲଗାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *