Interesting Odia Gk- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ସାବ୍ୟସ୍ଥ ହେବ । ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତି ହେଉଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟ ଏହା ମହତ୍ଵପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ପଣସ ଗଛ ।

୨;- ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ହେଉଥିବା ଗଛ କିଏ ?

ଉତ୍ତର;- କଦଳୀ ଗଛ ।

୩;- କିଏ ଜିଭରେ ଚାଟି ଚାଟି ଖାଏ ?

ଉତ୍ତର;- କୁକୁର ।

୪;- ଏକ ବର୍ଷରୁ କମ ବଞ୍ଚୁଥିବା ଗଛଟି କିଏ ?

ଉତ୍ତର;- କାକୁଡି ।

୫;- କେଉଁ ଜୀବଟିର ଗୋଟିଏ ସିଂଘ ଥାଏ ?

ଉତ୍ତର;- ଗଣ୍ଡା ।

୬;- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କଣ କୁହାଯାଏ ?

ଉତ୍ତର;- ଲତା ।

୭;- କେଉଁଟି ତୈଳବୀଜ ନୁହେଁ ?

ଉତ୍ତର;- ଗହମ ।

୮;- ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ କିଏ ?

ଉତ୍ତର;- ବେଙ୍ଗ ।

୯;- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ ଗ୍ରହଣ କରେ ?

ଉତ୍ତର;- ଅଙ୍ଗାର କାମ୍ଳ ।

୧୦;- ଅଦାର କେଉଁ ଅଂଶଟି ଆମେ ଖାଉ ?

ଉତ୍ତର;- ଚେର ।

୧୧;- ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଏ ?

ଉତ୍ତର;- ହୃତପିଣ୍ଡ ।

୧୨;- କେଉଁ ଜୀବଟିର ଚଳନ ଶକ୍ତି ନାହିଁ ?

ଉତ୍ତର;- ଉଦ୍ଭିଦ ।

୧୩;- ଭାରତର ଜାତୀୟନୀତି କ’ଣ ?

ଉତ୍ତର;- ଅହିଂସା ।

୧୪;- ସଦାକୋଟ କାହିଁକି ପ୍ରସିଦ୍ଧ ?

ଉତ୍ତର;- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ।

୧୫;- ସୁରଟ କାହିଁକି ପ୍ରସିଦ୍ଧ ?

ଉତ୍ତର;- ଲୁଗାକଳ ।

୧୬;- ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ ?

ଉତ୍ତର;- ଡେକାନ କୁଇନ ।

୧୭;- କମ୍ପାସ ରେ କେଉଁ ଚୁମ୍ବକ ଥାଏ ?

ଉତ୍ତର;- ସୂଚୀ ଚୁମ୍ବକ ।

୧୮;- ଭାରତର କେଉଁ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ସଂଖ୍ୟା ଅଧିକ ?

ଉତ୍ତର;- କେରଳ ।

୧୯;- ଟ୍ରେନର ଶେଷ ବାଗିର ପଛପଟେ X କାହିଁକି ଲେଖାଯାଇଥାଏ ?

ଉତ୍ତର;- ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣି ପାରିବେ ସେ ଟ୍ରେନ ର ସବୁ ବଗି ଷ୍ଟେସନ ଅତିକ୍ରମ କରିଛି ବୋଲି ।

୨୦;- ବାହାଘର ପରେ ଝିଅ ମାନଙ୍କ ର କେଉଁ ଜିନିଷ ଛୋଟ ହୋଇଯାଏ ?

ଉତ୍ତର;- ଆଶା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *