ନିଜ ବାପା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ଝିଅ, କହିଲା ‘ମା’ ଆଗରେ ସବୁଦିନ ବାପା ମତେ ଜବରଦସ୍ତି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହିତ ଫିଜିକାଲି ସମ୍ପର୍କ ରଖି ଆସିଛନ୍ତି । ଏହି ବାବଦରେ ସେ ନିଜ ଘରେ ସମସ୍ତଙ୍କୁ ଜଣାଇଲେ । ସାମାଜିକ ପ୍ରତିଷ୍ଠା ନିମନ୍ତେ ଚୁପ ରହି ଆସୁଥିଲେ ଯୁବତୀ । ଯୁବତୀ ଜଣଙ୍କ ନିଜ ମା’ ଙ୍କୁ ଏହି ବାବଦରେ ଜଣାଇବାରୁ ତାଙ୍କ ମା’ କହିଲେ ଯେ ଏହା ଘର କଥା ଏଣୁ ଚୁପ ହେଇଯା କାହାକୁ କିଛି କହନା । ମାତ୍ର ଯୁବତୀ ଜଣଙ୍କ ମହିଳା ଥାନାରେ ସେପ୍ଟେମ୍ବର ୭ ତାରିଖ ରେ ସେ ଏଫୟାର ଦେଇଥିଲେ । ମାତ୍ର ଯେ ହେତୁ ତାଙ୍କର ଏଠାରେ କିଛି ରେସିଡେଣ୍ଟ ନାହିଁ ।

ଏଣୁ ସେମାନେ ପଟ୍ଟାମୁଣ୍ଡାଇ କୁ ଟ୍ରାନ୍ସଫର କରିଦେଲେ । ଅଭିଯୋଗ ଏହା ଥିଲା ଯେ ଯୁବତୀ ଙ୍କ ବାପା ତାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି । ମାତ୍ର ଥାନାରେ କହିଥିଲେ ଯେ ତୁମର କିଛି ରେସିଡେଣ୍ଟ ନାହାଁନ୍ତି ଯେହେତୁ ତୁମ୍ଭେ ମାନେ ପଟ୍ଟା ମୁଣ୍ଡାଇ ରେ ରହୁଛ ଏଣୁ ପଟ୍ଟା ମୁଣ୍ଡାଇ ଥାନା କୁ ଟ୍ରାନ୍ସଫର କରିଦେଇଥିଲେ । ମାତ୍ର ପଟ୍ଟମୁଣ୍ଡାଇ ଥାନାରେ ଯୁବତୀ ଙ୍କ ପରିବାର ସହିତ ଥାନା ଅଧିକାରୀ ବସି ତାଙ୍କ ଷ୍ଟେଟମେଣ୍ଟ ବଦଳାଇବାକୁ କହିଲେ ।

ମାତ୍ର ଯୁବତୀ ଜଣଙ୍କ ତାଙ୍କ ଷ୍ଟେଟମେଣ୍ଟ ବଦଳାଇ ନଥିଲେ । ଏହାପରେ ସେମାନେ ସେଠାରେ ଗୋଟିଏ ରାତି ଗୋଟିଏ ଦିନ ରଖିଲେ ମେଡିକାଲ ଟେଷ୍ଟ କରିଲେ ଏବଂ ସେଠାରେ ବହୁତ ହଇରାଣ କରିଛନ୍ତି ତଥା ବହୁତ କଷ୍ଟ ମଧ୍ୟ ହୋଇଛି ଯୁବତୀ ଙ୍କୁ । ପୋଲିସ ଅଧୀନରେ ରାତିରେ ରହିବା ପରେ ପରଦିନ ସକାଳେ ପୋଲିସ ୨୦୦ ଟଙ୍କା ଦେଇ ତାଙ୍କୁ ଭୁବନେଶ୍ଵର କୁ ପଠାଇ ଦେଲେ ।

ଏହାପରେ ମହିଳା ଥାନା ଙ୍କୁ ଡାକିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ଯୁବତୀ ଙ୍କ ବାପା ଆଳି ଥାନା ରେ ଡ୍ରାଇଭର ଅଛନ୍ତି  । ତାଙ୍କ ବାପା ଙ୍କ ନାମ ଦିବାକର ଦାସ ଅଟେ ଏବଂ ତାଙ୍କୁ ୫୨ ବର୍ଷ ବୟସ । ଯୁବତୀ ଙ୍କ ବୟସ ୨୭ ଅଟେ । ତେବେ ବାପା ହୋଇ ଝିଅ ସହିତ କିଭଳି ସମ୍ବନ୍ଧ ସ୍ଥାପନା କରି ପାରିଲେ ।

ବାପା ବିବେକ ହିନ ହୋଇଗଲେ ମାତ୍ର ଜନ୍ମ କରିଥିବା ମା’ କିଭଳି ଏହା ସହି ଚୁପ ରହିବାକୁ କହୁଥିଲା ? ଝିଅ ର ବାପା ୨୦୧୮ ରୁ ଏହିଭଳି ସମ୍ବନ୍ଧ ରଖି ଆସିଛନ୍ତି, ମାତ୍ର ଅତିରିକ୍ତ ହେବାରୁ ସେ ଘର ଛାଡି ଆସିଲେ । ଯୁବତୀ ଜଣଙ୍କ ବର୍ତ୍ତମାନ ନ୍ୟାୟ ଅପେକ୍ଷାରେ ତେବେ ଦେଖାଯାଉ ତାଙ୍କୁ କେବେ ନ୍ୟାୟ ମିଳୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *